Browsing Tag

telecom company

ଗୁଗଲ ଓ ମାଇକ୍ରୋସଫ୍ଟ ପରେ ଏରିକ୍ସନ କମ୍ପାନୀ କରିବ କର୍ମଚାରୀ ଛଟେଇ, ୮୫୦୦ କର୍ମଚାରୀଙ୍କ ଲିଷ୍ଟ ପ୍ରସ୍ତୁତ

ମାନ୍ଦାବସ୍ଥା ଯୋଗୁଁ ଦୁନିଆର ଅନେକ ବଡ କମ୍ପାନୀ କର୍ମଚାରୀ ଛଟେଇ କରୁଛନ୍ତି । ମାଇକ୍ରୋସଫ୍ଟ, ଗୁଗଲ, ଆମାଜନ, ଟ୍ଵିଟର ଭଳି ବଡ ବଡ କମ୍ପାନୀ କର୍ମଚାରୀଙ୍କୁ ବିଦା କରୁଛନ୍ତି । ଏବେ ଏହି ଲିଷ୍ଟରେ ସାମିଲ ହୋଇଛି ଟେଲିକମ୍‌ ଉପକରଣ ତିଆରି କରୁଥିବା କମ୍ପାନୀ ଏରିକ୍ସନ । ଏରିକ୍ସନ କମ୍ପାନୀ ଏବେ…

BSNL ଗ୍ରାହକଙ୍କ ପାଇଁ ବଡ଼ ଖୁସି ଖବର! ୬୦ ଦିନ ପାଇଁ ବୃଦ୍ଧି ପାଇଲା ଏହି ଲୋକପ୍ରିୟ ପ୍ଲାନର ବୈଧତା; ଜାଣନ୍ତୁ କ’ଣ…

ସରକାରୀ ଟେଲିକମ୍‌ କମ୍ପାନୀ ‘BSNL’ ନିଜର ପ୍ରିପେଡ୍‌ ମୋବାଇଲ ଗ୍ରାହକଙ୍କ ପାଇଁ ସବୁଠାରୁ ଲୋକପ୍ରିୟ ପ୍ରିପେଡ୍‌ ପ୍ଲାନର ବୈଧତାକୁ ୬୦ ଦିନ ବୃଦ୍ଧି କରିଛି। BSNL ନିଜର ୨୩୯୯ ଟଙ୍କାର ପ୍ଲାନରେ ରିଚାର୍ଜ କରୁଥିବା ଗ୍ରାହକମାନଙ୍କୁ ୩୧ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ୬୦ ଦିନର ଅତିରିକ୍ତ ବୈଧତା…

ଆସିଲା ବିଏସଏନଏଲର ଶସ୍ତା ପ୍ରିପେଡ ପ୍ଲାନ, ଅନଲିମିଟେଡ କଲ ସହ ୬୦ ଦିନ ପର୍ଯ୍ୟନ୍ତ ୧ଜିବି ଡାଟା

ଭାରତୀୟ ବଜାରରେ ଟେଲିକମ୍‌ କମ୍ପାନୀ ବିଏସଏନଏଲ ପୁଣି ଏକ ଶସ୍ତା ପ୍ଲାନ ବଜାରକୁ ଆଣିଛି। ଜିଓ, ଏୟାରଟେଲ ଓ ଭିଆଇକୁ ଟକ୍କର ଦେବାପାଇଁ ବିଏସଏନଏଲ ନୂଆ ପ୍ଲାନ ଆଣିଛି। ଏହି ପ୍ଲାନ ଅନୁଯାୟୀ, ଯେଉଁଠି ଅନ୍ୟ କମ୍ପାନୀ ନିଜର ପ୍ରି-ପେଡ ପ୍ଲାନ ଅନୁଯାୟୀ ଗ୍ରାହକମାନଙ୍କୁ ୨୮ ଦିନ କିମ୍ବା ୫୬ ଦିନ…

ନୂଆ ବର୍ଷରୁ ଆସୁଛି ନୂଆ ନିୟମ, ଏବେ ଲ୍ୟାଣ୍ଡଲାଇନରୁ କଲ କଲେ ପ୍ରଥମେ ଡାଏଲ କରିବାକୁ ପଡିବ ଜିରୋ

ସାରା ଦେଶରେ ଏବେ ଲ୍ୟାଣ୍ଡଲାଇନରୁ ମୋବାଇଲ୍ ଫୋନକୁ କଲ କରିବା ପାଇଁ ଗ୍ରାହକଙ୍କ ପାଇଁ ଜାନୁଆରୀ 1 ରୁ ନମ୍ବର ପୂର୍ବରୁ ଶୂନ୍ୟ ଲଗାଇବା ବାଧ୍ୟତାମୂଳକ ହେବ । ଦୂରସଞ୍ଚାର ବିଭାଗ ଏନେଇ TRAI ର ପ୍ରସ୍ତାବକୁ ଗ୍ରହଣ କରିଛି । ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଏହିପରି କଲ୍ ପାଇଁ 29…

ଟେଲିକମ କମ୍ପାନୀ ମାନଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ଵସ୍ତି, ବକେୟା ବାବଦ ଅର୍ଥ ଭରିବାକୁ ମିଳିଲା ୧୦ ବର୍ଷ ପର୍ଯ୍ୟନ୍ତ…

ଆଡ଼ଜଷ୍ଟମେଣ୍ଟ ଗ୍ରସ ରେଭିନ୍ୟୁ ବା ଏଜିଆର ମାମଲାରେ ମଙ୍ଗଳବାର ସୁପ୍ରିମ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । ନିଜ ନିଜ ଏଜିଆର ବକେୟା ଭରିବା ପାଇଁ ୧୦ ବର୍ଷ ପର୍ଯ୍ୟନ୍ତ ସମୟ ଦେଇଛନ୍ତି ସୁପ୍ରିମ କୋର୍ଟ । ସୁପ୍ରିମ କୋର୍ଟଙ୍କ ଏହି ନିର୍ଦ୍ଦେଶରେ ଏୟାରଟେଲ, ଭୋଡାଫୋନ, ଆଇଡ଼ିଆ…

TRAI ପରାମର୍ଶ ପରେ jio ଠୁ ନେଇ BSNL ପର୍ଯ୍ୟନ୍ତ ସମସ୍ତ ଟେଲିକମ କମ୍ପାନୀ ବଢ଼ାଇଦେଲେ ନିଜର ଭ୍ୟାଲିଡିଟି, ତାସହିତ…

କରୋନା ଭାଇରସ୍ ଲକ୍ ଡାଉନକୁ ଦୃଷ୍ଟିରେ ରଖି ଭାରତୀୟ ଟେଲିକମ ରେଗୁଲେଟୋରି (TRAI) ପ୍ରିପେଡ ୟୁଜର୍ସଙ୍କର ପ୍ଳାନର ବୈଧତା ବଢାଇବା ପାଇଁ ଟେଲିକମ କମ୍ପାନୀ ଗୁଡିକୁ ପରାମର୍ଶ ଦେଇଥିଲା । ତେବେ ଟ୍ରାଇର ଏହି ଅପିଲ ପରେ ସମସ୍ତ ଟେଲିକମ କମ୍ପାନୀ ଗୁଡିକ ନିଜର ପ୍ରିପେଡ ଗ୍ରାହକ ମାନଙ୍କର…

ବଢ଼ିପାରେ ଆପଣଙ୍କ ପ୍ରିପେଡ ପ୍ଲାନର ଭ୍ୟାଲିଡିଟି, ଏନେଇ ଟେଲିକମ କମ୍ପାନୀକୁ ଚିଠି ଲେଖିଲା TRAI

କରୋନା ଭାଇରସ୍ ଲକ୍ ଡାଉନକୁ ଦୃଷ୍ଟିରେ ରଖି ଭାରତୀୟ ଟେଲିକମ ରେଗୁଲେଟୋରି (TRAI) ପ୍ରିପେଡ ୟୁଜର୍ସଙ୍କର ପ୍ଳାନର ବୈଧତା ବଢାଇବା ପାଇଁ ଟେଲିକମ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ ଦେଇଛି । ଏହି ଲକ୍ ଡାଉନ୍ ସମୟରେ ୟୁଜର୍ସମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥିପାଇଁ ରିଲାଏନ୍ସ…

ଟେଲିକମ୍‌ କମ୍ପାନୀକୁ ବଡ ଝଟକା, ଆଜି ସୁଦ୍ଧା ପୈଠ କରିବେ ସମସ୍ତ ବକେୟା ଟଙ୍କା

ଟେଲିକମ୍‌ ଅପରେଟର୍ସ ଭାରତୀ ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ଟାଟା ଟେଲି ସର୍ଭିସେଜ ସୋମବାର ଅର୍ଥାତ ଆଜି ସମଯୋଜିତ ସଫଳ ଆୟ (ଏଜିଆର)ର ବକେୟା ଶୁଳ୍କ ନେଇପାରନ୍ତି। ଭାରତୀ ଏୟାରଟେଲ, ଭୋଡାଫୋନ ଆଇଡିଆ ଏବଂ ଟାଟା ଟେଲିସର୍ଭିସେଜ୍‌ ଆଦି ଦୂରସଞ୍ଚାର କମ୍ପାନୀ ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ…

ଶେଷ ସୁଯୋଗ ନଭେମ୍ବର ୩୦, ଆଜି ହିଁ କରିନିଅନ୍ତୁ ରିଚାର୍ଜ ନଚେତ କାଲିଠାରୁ ମହଙ୍ଗା ହୋଇଯିବ ସମସ୍ତ କମ୍ପାନୀର ପ୍ଲାନ

ରିଲାଏନ୍ସ ଜିଓ, ଏୟାରଟେଲ, ଭୋଡାଫୋନ ଆଇଡ଼ିଆ ଏବଂ ବିଏସଏନଏଲ ଆସନ୍ତାକାଲି ବା ଡିସେମ୍ବର ୧ ତାରିଖଠାରୁ ନିଜର ସମସ୍ତ ପ୍ଲାନ ମହଙ୍ଗା କରିବାକୁ ଯାଉଛନ୍ତି । ଗତ କିଛିଦିନ ପୂର୍ବେ ଏହି ୩ଟି କମ୍ପାନୀ ନିଜ ସେବାଗୁଡିକ ଚାଲୁ ରଖିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡୁଛି ବୋଲି ବୟାନ ଦେଇଥିଲେ ।…

ବିସଏନଏଲର ଏହି ପ୍ଳାନ ସହ ମିଳୁଛି ହଟଷ୍ଟାର ପ୍ରିମିୟମର ମାଗଣା ସବକ୍ରିପସନ୍, ଉଠାଇପାରିବେ ବିଶ୍ବକପ୍ ଦେଖିବାର ମଜା

ନୂଆଦିଲ୍ଲୀ : ଆଇସିସି ବିଶ୍ବ କପ୍ ୨୦୧୯ର ମଜା ଦେବା ପାଇଁ ଟେଲିକମ୍ କମ୍ପାନୀ ବିଏସଏନଏଲ ଲଞ୍ଚ କରିଛି ଧମାକେଦାର ଅଫର। ଏନେଇ ଏକ ନୂଆ ପ୍ଳାନ ଲଞ୍ଚ କରିଛି କମ୍ପାନୀ। ଏହି ଅଫର ପ୍ଳାନରେ ଗ୍ରାହକଙ୍କୁ ମାଗଣା ହଟଷ୍ଟାର ପ୍ରିମିୟମର ଆନୁଆଲ ସବକ୍ରିପସନ୍ ମିଳିବ। ଆପଣଙ୍କୁ କହିବାକୁ ଚାହିଁବୁ ଏହା…