Jio, Airtel ଏବଂ Vi ଲଞ୍ଚ କଲେ Voice only Plans, ୩୬୫ ଦିନ ପର୍ଯ୍ୟନ୍ତ ରହିବ ଟେନସନ୍ ଫ୍ରି
ଟେଲିକମ୍ ରେଗୁଲେଟୋରୀ ଅଥରିଟି ଅଫ୍ ଇଣ୍ଡିଆ ଅର୍ଥାତ୍ TRAI କୋଟି କୋଟି ମୋବାଇଲ୍ ୟୁଜର୍ସଙ୍କୁ ମହଙ୍ଗା ରିଚାର୍ଜ ପ୍ଲାନରୁ ଦେଇଛି ବଡ଼ ଆରାମ । ବାସ୍ତବରେ TRAI, Jio, Airtel ଏବଂ Vodafone Idea ନିର୍ଦ୍ଦେଶାବଳୀକୁ ପାଳନ କରି ଶେଷରେ କେବଳ Voice only Plans ଲଞ୍ଚ କରିଛି । ଗତ କିଛି ଦିନ…