Browsing Tag

telegram

ଟେଲିଗ୍ରାମରେ ଏକା ସାଙ୍ଗେ ଆସିଲା ଅନେକ ଫିଚର୍ସ, ରହିଛି ନୂଆ ମନିଟାଇଜେସନ୍ ଫିଚର

ଯଦି ଆପଣ ଟେଲିଗ୍ରାମ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଖୁସି ଖବର । ଟେଲିଗ୍ରାମ ଏହାର ୟୁଜରମାନଙ୍କ ପାଇଁ ଅନେକ ଅପଡେଟ୍ ଜାରି କରିଛି, ଯେଉଁଥିରେ ମେସେଜ୍ ପଠାଇବା ପରେ ଏଡିଟିଙ୍ଗ୍ କରିବା ସମୟରେ ମିଡିଆ ଆଡ୍ କରିବାର ଅପ୍ସନ୍ ମଧ୍ୟ ସାମିଲ୍ ରହିଛି । ଟେଲିଗ୍ରାମ ଏହାର…

ଡାଟା ସେୟାରିଂ ପଲିସିରେ ଟେଲିଗ୍ରାମ ଆଣିଛି ବଡ ପରିର୍ବତ୍ତନ, ୟୁଜର୍ସ ଜାଣିବା ଜରୁରୀ

ଲୋକପ୍ରିୟ ଏନକ୍ରିପ୍ଟ ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମ ଗତ ସୋମବାର ଏହାର ପ୍ରାଇଭେସି ପଲିସିରେ ପ୍ରମୁଖ ପରିବର୍ତ୍ତନ ଘୋଷଣା କରିଛି । ଏହି ପରିବର୍ତ୍ତନ ପରେ, ଆପ୍‌କୁ ବର୍ତ୍ତମାନ ଅପରାଧିକ ଯାଞ୍ଚରେ ନ୍ୟାୟିକ ଅଧିକାରୀଙ୍କ ସହ ଆଇପି ଆଡେ୍ରସ୍‌ ଏବଂ ଫୋନ୍‌ ନମ୍ଭର ଦେବାକୁ ଅନୁମତି…

ଟେଲିଗ୍ରାମ ସିଇଓ ପାୱେଲ ଡ୍ୟୁରୋଭ ଗିରଫ, ପ୍ୟାରିସ ବିମାନବନ୍ଦରରୁ ଧରାପଡିଲେ

ଲୋକପ୍ରିୟ ମେସେଜିଂ ଆପ୍ଲିକେସନ୍ ଟେଲିଗ୍ରାମର ସିଇଓ ପାୱେଲ ଡ୍ୟୁରୋଭ ଗିରଫ ହୋଇଛନ୍ତି। ପ୍ୟାରିସ୍ ବରଗେଟ ଏୟାରପୋର୍ଟରୁ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଥିଲା । ତାଙ୍କ ବ୍ୟକ୍ତିଗତ ଜେଟ୍ ଯୋଗେ ଆଜରବାଇଜାନ୍ ଯିବା ବେଳେ ତାଙ୍କୁ ଗିରଫ କରାଯାଇଛି । ଡ୍ୟୁରୋଭ ତାଙ୍କ…

ୟୁଟ୍ୟୁବ୍-ଇନଷ୍ଟାଗ୍ରାମ ପରି ଏବେ ଟେଲିଗ୍ରାମରୁ ମଧ୍ୟ କରିପାରିବେ ରୋଜଗାର, ୟୁଜର୍ସଙ୍କୁ ମିଳିବ ଅନେକ ଫାଇଦା

ୟୁଟ୍ୟୁବ୍ ଏବଂ ଇନଷ୍ଟାଗ୍ରାମ ପରି, ବର୍ତ୍ତମାନ ଆପଣ ଟେଲିଗ୍ରାମରୁ ମଧ୍ୟ ରୋଜଗାର କରିପାରିବେ । ଆପଣ ଶୀଘ୍ର ଏହି ପ୍ଲାଟଫର୍ମରେ ଟଙ୍କା ରୋଜଗାର କରିବାର ସୁଯୋଗ ପାଇବାକୁ ଯାଉଛନ୍ତି । ପ୍ରକୃତରେ ପ୍ଲାଟଫର୍ମ ଟେଲିଗ୍ରାମ ଚ୍ୟାନେଲ ମାଲିକମାନଙ୍କ ପାଇଁ ଏକ ବିଜ୍ଞାପନ ପ୍ଲାଟଫର୍ମ ଲଞ୍ଚ କରିବାକୁ…

ଶିଶୁ ଯୌନ ଶୋଷଣ କଣ୍ଟେଣ୍ଟ୍‌ ଉପରେ ଆକ୍ସନ; YouTube ଓ Telegramରୁ ହଟିଲା ୨୫ ଲକ୍ଷ ଭିଡିଓ ଏବଂ ୯୪ ଲକ୍ଷ ଚ୍ୟାନେଲ୍‌

ଶିଶୁ ଯୌନ ଶୋଷଣ କଣ୍ଟେଣ୍ଟ୍‌ ରୋକିବା ପାଇଁ ଆଇଟି ମନ୍ତ୍ରଣାଳୟ ତରଫରୁ ଦିଆଯାଇଥିବା ଆଦେଶକୁ ମାନିଛନ୍ତି ୟୁଟ୍ୟୁବ୍‌ ଏବଂ ଟେଲିଗ୍ରାମ। ମନ୍ତ୍ରଣାଳୟ ପକ୍ଷରୁ ନୋଟିସର ଜବାବ ଦେଇଛନ୍ତି ଏହି ଦୁଇ ସୋସିଆଲ ମିଡିଆ ପ୍ଲାଟଫର୍ମ। ୟୁଟ୍ୟୁବ ଏବଂ ଟେଲିଗ୍ରାମ ପକ୍ଷରୁ କୁହାଯାଇଛି ଯେ ଏହିପରି…

X, YouTube ଓ Telegramକୁ ସରକାରଙ୍କ ନୋଟିସ

ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏକ ନୂଆ ନିର୍ଦ୍ଦେଶ ଜାରି କରଯାଇଛି। ଭାରତ ସରକାର ଏଥର ସୋସିଆଲ ମିଡ଼ିଆ ପାଇଁ ନୂଆ ଓ କଡ଼ା ନିିୟମ ଲାଗୁ କରିବାକୁ ଯୋଜନା କରିଛନ୍ତି। ଶିଶୁ ଯୈାନ ଶୋଷଣ ବିଷୟବସ୍ତୁକୁ ନେଇ ସୋସିଆଲ ମିଡ଼ିଆରେ ହେଉଥିବା ପୋଷ୍ଟକୁ ଧ୍ୟାନରେ ରଖି ଏହି ନିୟମ ଲାଗୁ…

ପଛରେ ପଡିବ ହ୍ଵାଟସଆପ୍‌, ଏବେ ଟେଲିଗ୍ରାମରେ ପଠାଇପାରିବେ ୪ ଜିବି ପର୍ଯ୍ୟନ୍ତ ଫାଇଲ

ଆଜିକାଲିର ଯୁବପିଢି ବିଭିନ୍ନ ପ୍ରକାର ସୋସିଆଲ ମିଡିଆ ଆପ୍‌ ବ୍ୟବହାର କରୁଛନ୍ତି। ହ୍ଵାଟସଆପ୍‌, ଇନଷ୍ଟାଗ୍ରାମ, ଟ୍ଵିଟର, ଟେଲିଗ୍ରାମ ଇତ୍ୟାଦି। ଏହାମଧ୍ୟରେ ଏହି ଆପ୍‌ ମଧ୍ୟ ପ୍ରତିଦିନ ନୂଆ ନୂଆ ଫିଚର୍ସ ଲଞ୍ଚ କରୁଛି। ଏବେ ଟେଲିଗ୍ରାମ ନିଜ ୟୁଜର୍ସଙ୍କ ପାଇଁ ଏକ ନୂଆ ସର୍ଭିସ ଲଞ୍ଚ କରିଛି।…

ଭାରତରେ ଲଞ୍ଚ ହେବ ଟେଲିଗ୍ରାମର ପ୍ରିମିୟମ୍ ସେବା, ଉପଲବ୍ଧ ହେବ ଅନେକ ସୁବିଧା

ଅନେକ ସୋସିଆଲ ମିଡ଼ିଆ ଆପ୍ ଆପଣ ବ୍ୟବହାର କରୁଥିବେ। ତେବେ ଟେଲିଗ୍ରାମ ବ୍ଯବହାର କରୁଥିବେ ନିଶ୍ଚିତ। ଆପଣ ଯଦି ଇନ୍ଷ୍ଟାଣ୍ଟ ଆପ୍ ଟେଲିଗ୍ରାମ ବ୍ଯବହାର କରୁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର। ଏହି ମେସେଜିଂ ଆପ୍ ଟେଲିଗ୍ରାମ ଭାରତରେ ଲଞ୍ଚ କରିବ ସବସ୍କ୍ରିପସନ୍ ଆଧାରିତ ସର୍ଭିସ୍।…

କଣ ଆପଣ ବି ବଦଳାଇବାକୁ ଚାହୁଁଛନ୍ତି Telegramରେ ନିଜ ନମ୍ବର, ତେବେ ଏହି ଷ୍ଟେପ୍ସ ମିନିଟରେ କରିଦେବ ଆପଣଙ୍କ କାମ

କଣ ଆପଣ ଟେଲିଗ୍ରାମ୍‌ ୟୁଜ୍‌ କରୁଛନ୍ତି। ଆପଣ ବି ଟେଲିଗ୍ରାମରେ ମେସେଜ୍‌ କରୁଛନ୍ତି ତାହେଲେ ଆମର ଏ ଖବର ଆପଣଙ୍କ ପାଇଁ। ଆଜିକାଲି ପ୍ରାୟ ପ୍ରତ୍ୟେକ ସ୍ମାର୍ଟଫୋନ୍‌ ୟୁଜର୍ସ ଇନଷ୍ଟାଣ୍ଟ ମ୍ୟାସେଜିଙ୍ଗ୍‌ ଆପ୍‌ ବ୍ୟବହାର କରୁଛନ୍ତି। ତେଣିକି ତାହା ହ୍ଵାଟ୍ସଆପ୍‌ ହେଉ କିମ୍ବା ଟେଲିଗ୍ରାମ।…

ହ୍ଵାଟସଆପ୍‌ ସହିତ ଟକ୍କର ଦେବା ପାଇଁ ଟେଲିଗ୍ରାମ ଆଣିଲା ନୂଆ ଫିଚର : ଏଣିକି ଅଟୋମେଟିକ ଡିଲିଟ ହୋଇଯିବ ମେସେଜ

ହ୍ଵାଟସଆପ୍‌ ସହିତ ଟକ୍କର କରିବା ଏବଂ ଏହା ସହିତ ନୂଆ ୟୁଜର୍ସଙ୍କୁ ଯୋଡିବା ପାଇଁ ଇନଷ୍ଟାଣ୍ଟ ମେସେଜିଂ ଆପ୍ ଟେଲିଗ୍ରାମ କ୍ରମାଗତ ଭାବରେ ନୂଆ ଅପଡ଼େଟ ଉପରେ କାର୍ଯ୍ୟ କରୁଛି ।ଏହି ପର୍ଯ୍ୟାୟରେ, କମ୍ପାନୀ ଏହାର ପ୍ଲାଟଫର୍ମରେ କିଛି ନୂତନ ଫିଚର ଯୋଡିଛି । ଏହା ବ୍ୟତୀତ ପ୍ରାଇଭେସିକୁ ମଧ୍ୟ…

WhatsAppକୁ ପଛରେ ପକାଇଲା ଟେଲିଗ୍ରାମ: ଆଣିଲା ନୂଆ ଅପଡେଟ, ଜାଣନ୍ତୁ କଣ ରହିଛି ଏଥିରେ ଖାସ୍

ଇନଷ୍ଟାଣ୍ଡ ମେସେଜିଂ ଆପ୍ ଟେଲିଗ୍ରାମ ଏକ ନୂଆ ଅପଡେଟ ପ୍ରକାଶ କରିଛି। ଏଥିରେ ଅନେକ ନୂଆ ଫିଚର୍ସ ଯୋଡା ଯାଇଛି; ଟେଲିଗ୍ରାମରେ କଷ୍ଟମ୍ ନୋଟିଫିକେସନ୍ ଟୋନ୍ ସେଟ୍ କରିବା ବ୍ୟତୀତ ୟୁଜର୍ସ ମାନେ conversation କୁ ମ୍ୟୁଟ୍ କରିବା ପାଇଁ କଷ୍ଟମ୍ ଟାଇମିଙ୍ଗ ସେଟ୍ କରିପାରିବେ। ଏଥିରେ ଅଟୋ…

ଟେଲିଗ୍ରାମରୁ କରିପାରିବେ ଅଜସ୍ର ରୋଜଗାର, ଜାଣନ୍ତୁ ଟଙ୍କା କମାଇବାର ନୂଆ ତରିକା

ଆଜିର ମହଙ୍ଗା ଦରରେ ସମସ୍ତେ ଚାହାଁନ୍ତି ଅଧିକରୁ ଅଧିକ ଟଙ୍କା କମାଇବାକୁ। ଦେଶ ଏବଂ ଦୁନିଆରେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ ପାର୍ଟ ଟାଇମ ଜବ୍‌ କେବଳ ଟଙ୍କା କମାଇବା ପାଇଁ କରୁଛନ୍ତି। ଆଉ କିଛି ଲୋକ ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆ ଜରିଆରେ ଟଙ୍କା କମାଉଛନ୍ତି। ଆମେ ଆପଣଙ୍କୁ…