Browsing Tag

telengana

ତେଲଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନଙ୍କ ଇସ୍ତଫା, ବିଜେପି ତରଫରୁ ଲଢିପାରନ୍ତି ନିର୍ବାଚନ !

ତେଲଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ପାଖରେ ପୁଡୁଚେରୀ ଉପରାଜ୍ୟପାଳ ଅତିରିକ୍ତ ଦାୟିତ୍ୱ ବି ରହିଛି । ରାଜନୀତିରେ ପୁଣି ପ୍ରବେଶ କରିବା ପାଇଁ ସେ ନିଜ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି । ତାମିଲସାଇ ସୁନ୍ଦରରାଜନ ବିଜେପି ଟିକେଟରୁ…

ତେଲେଙ୍ଗାନାର ସର୍ବୋଚ୍ଚ ଜଳପ୍ରପାତ: ଜାଣନ୍ତୁ ମହାଭାରତ ଅବଧି ସହିତ କ’ଣ ରହିଛି ସମ୍ପର୍କ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ୫୬ ହଜାର କୋଟି ଟଙ୍କାର ଭିତ୍ତି ପ୍ରସ୍ତର ଯୋଗୁଁ ତେଲେଙ୍ଗାନା ଆଜିକାଲି ଚର୍ଚ୍ଚାର ବିଷୟ ପାଲଟିଛି, କିନ୍ତୁ ତେଲେଙ୍ଗାନାରେ ପ୍ରବାହିତ ସର୍ବୋଚ୍ଚ ଜଳପ୍ରପାତ ବିଷୟରେ ଆପଣ ଜାଣନ୍ତି କି? ତେଲେଙ୍ଗାନାରେ ପ୍ରବାହିତ ଏହି ଜଳପ୍ରପାତ ହିନ୍ଦୁ ମହାପୁରାଣ…

ମହାନତା ଦେଖାଇଲେ ପୋଲିସକର୍ମୀ, ଦୁଇ କିଲୋମିଟର ପର୍ଯ୍ୟନ୍ତ କାନ୍ଧରେ ଚାଷୀଙ୍କୁ ଡାକ୍ତରଖାନା ନେଇ ବଞ୍ଚାଇଲେ ଜୀବନ

ବୀରତ୍ୱ ଏବଂ ମହାନତାର ଉଦାହରଣ ପାଲଟିଛନ୍ତି ପୋଲିସକର୍ମୀ ଜୟପାଲ । ଦୀର୍ଘ ଦୁଇ କିଲୋମିଟର ପର୍ଯ୍ୟନ୍ତ ନିଜ କାନ୍ଧରେ ଜଣେ ଗୁରୁତର ଅବସ୍ଥାରେ ଥିବା ଚାଷୀଙ୍କୁ ଡାକ୍ତରଖାନା ନେଇ ତାଙ୍କ ଜୀବନ ରକ୍ଷା କରିଛନ୍ତି ଏହି ପୋଲିସକର୍ମୀ । ଯେଉଁଥିପାଇଁ ଏବେ ସେ ଖୁବ ଚର୍ଚ୍ଚାରେ । ଏହି ଘଟଣା…

ତେଲଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ରେଭନ୍ତ ରେଡ୍ଡୀ ! ଆସନ୍ତା ୭ରେ କରିବେ ଶପଥ ଗ୍ରହଣ

କଂଗ୍ରେସ ନେତା ଏ. ରେଭନ୍ତ ରେଡ୍ଡୀ ହେବେ ତେଲଙ୍ଗାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଡିସେମ୍ବର ୭ ତାରିଖରେ ଅନ୍ୟ କିଛି ମନ୍ତ୍ରୀଙ୍କ ସହ ସେ ଶପଥ ନେବେ ବୋଲି ସୂତ୍ରରୁ ଜଣାପଡ଼ିଛି । ହାଇଦ୍ରାବାଦରେ କଂଗ୍ରେସର ନବନିର୍ବାଚିତ ବିଧାୟକ ଦଳ ବୈଠକରେ ରେଭନ୍ତଙ୍କୁ ସର୍ବସମ୍ମତି କ୍ରମେ…

ତେଲଙ୍ଗାନାରେ କଂଗ୍ରେସ ବାଜି ମାରିଲା କେମିତି

କୁହାଯାଏ କି ରାଜନୀତିରେ ବେଳେ ବେଳେ ପୂର୍ବରୁ କିଛି ଆକଳନ କରିବା ମୁସ୍କିଲ ହୋଇଯାଏ । ଯାହା ଆକଳନ ହୋଇଥାଏ ଠିକଣା ବେଳକୁ ତାହା ପଲଟିଯାଏ । ଏଇ ଯେମିତି ଆଜି ତେଳଙ୍ଗାନା କଥା ଦେଖଇବା । ଏଠି ବିଧାନସଭା ନିର୍ବାଚନରେ ବାଜି ମାରିନେଲା କଂଗ୍ରେସ । ଜଳକା ଭଳି ଚାହିଁ ରହିଲେ ବିଜେପି ଓ ବିଆରଏସ୍‌…

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୬ ଗ୍ୟାରେଣ୍ଟି : ସୋନିଆ ଗାନ୍ଧୀ

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ୬ ଗ୍ୟାରେଣ୍ଟି। ସିଡବ୍ଲୁସି ବୈଠକ ପରେ ହାଇଦ୍ରାବାଦରେ ଏକ ସାଧାରଣ ସଭାରେ ଘୋଷଣା କରିଛନ୍ତି ସୋନିଆ ଗାନ୍ଧୀ। ମହାଲକ୍ଷ୍ମୀ ଯୋଜନାରେ ତେଲେଙ୍ଗାନା ମହିଳାଙ୍କୁ ମାସିକ ୨ ହଜାର ୫୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ୫୦୦ ଟଙ୍କାରେ…

ବୋହୂ ଖୋଜିପାରିଲାନି ବୋଲି ମା’ର ବେକ ଓ ଗୋଡ କାଟି ହତ୍ୟା କଲା ଦିବ୍ୟାଙ୍ଗ ପୁଅ, ଏବେ ଗିରଫ

ପୁଅ ପାଇଁ ବୋହୂ ଖୋଜିପାରିଲାନି ବୋଲି ମା’କୁ ମାରିଦେଲା କୁଳାଙ୍ଗାର ପୁଅ । ତେଲେଙ୍ଗାନାର ସିଦ୍ଧିପେଟ ଜିଲ୍ଲାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏଠାରେ ଜଣେ ୪୫ ବର୍ଷୀୟ ମହିଳାଙ୍କୁ ତାଙ୍କ ପୁଅ ହତ୍ୟା କରିଛି । ବିବାହ ପାଇଁ ଉପଯୁକ୍ତ ଝିଅ ଖୋଜିପାରିଲାନି ବୋଲି ମା’କୁ ମାରିଦେଲା ପୁଅ । ମା’ର…

ଗର୍ଭବତୀଙ୍କୁ ତେଲେଙ୍ଗାନା ରାଜ୍ୟପାଳଙ୍କ ପରାମର୍ଶ, ଗର୍ଭବତୀ ମହିଳାମାନେ ସୁନ୍ଦରାକାଣ୍ଡ ଏବଂ ରାମାୟଣ ପଢନ୍ତୁ

ତେଲେଙ୍ଗାନା ରାଜ୍ୟପାଳ ତାମିଲାଇସାଇ ସୁନ୍ଦରରାଜନ୍ ଗର୍ଭବତୀ ମହିଳାମା ନଙ୍କୁ ମାନସିକ ଏବଂ ଶାରୀରିକ ସୁସ୍ଥ ସନ୍ତାନ ପାଇବା ପାଇଁ ସୁନ୍ଦରାକାଣ୍ଡ ଏବଂ ରାମାୟଣ ପଢିବା ଉଚିତ ବୋଲି କହିଛନ୍ତି  । ଆରଏସଏସ ସହ ଜଡିତ ଏକ ସଂଗଠନର ଗର୍ଭ ସଂସ୍କାର କାର୍ଯ୍ୟକ୍ରମର ଉଦଘାଟନ କରିବା ସମୟରେ…

ନୂଆ ଷ୍ଟାଇଲରେ ସୁନା ଚୋରି, ମଳଦ୍ୱାରରେ ସୁନା ପେଷ୍ଟ ରଖିଥିବା ଯାତ୍ରୀଙ୍କୁ ତେଲେଙ୍ଗାନା ଏୟାରପୋର୍ଟରେ ଅଟକ

ସୁନା ଚୋରି କରିବାର ଭିନ୍ନ କୌଶଳ । ହେଲେ ଧରାପଡିଗଲେ । ଏମିତି ଘଟଣା ତେଲେଙ୍ଗାନା ଏୟାରପୋର୍ଟରେ ଦେଖିବାକୁ ମିଳିଛି । ନୂଆ ଷ୍ଟାଇଲରେ ସୁନା ଚୋରି । ବିଭିନ୍ନ ସମୟରେ ଯାତ୍ରୀଙ୍କ ଠାରୁ ସୁନା ବିସ୍କୁଟ ଜବତ କରାଯାଏ। ଏବେ ଜଣେ ଯାତ୍ରୀଙ୍କ ଠାରୁ ସୁନା ପେଷ୍ଟ ଜବତ କରାଯାଇଛି । ମଳଦ୍ୱାରରେ ରଖି…

ତେଲେଙ୍ଗାନାର ନୂଆ ସଚିବାଳୟ, ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ଆଜି ତେଲେଙ୍ଗାନାର ନୂଆ ସଚିବାଳୟ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ। ତେଲେଙ୍ଗାନ ନୂଆ ରାଜ୍ୟ ହେବା ନୂଆ ସଚିବାଳୟର ନିର୍ମାଣ ହୋଇଛି। ଏଥିରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ସମୁଦାୟ…

ନାଚୁ ନାଚୁ ଟଳିପଡିଲେ ୧୯ ବର୍ଷୀୟ ଯୁବକ, ହାର୍ଟଆଟାକରେ ଚାଲିଗଲା ଜୀବନ

ମୃତ୍ୟୁ କେତେବେଳେ ଆଉ କେହି ରୂପରେ ଆସେ ତା’ର କୌଣସି ଭରସା ନାହିଁ । ଗୀତ ଗାଉଥିବା ବେଳେ ନାଚୁଥିବା ବେଳେ କି ଖେଳୁଥିବା ବେଳେ ଚାଲିଯାଉଛି ଜୀବନ । ଆଉ ଭାରତରେ କରୋନା ପରେ ହାର୍ଟଆଟାକ ଜନିତ ମୃତ୍ୟୁ ବଢିବାରେ ଲାଗିଛି । ହାର୍ଟଆଟାକରେ ଚାଲିଯାଉଛି ଯୁବପିଢିଙ୍କ ଜୀବନ । ତେବେ ଏଭଳି ଏକ ଘଟଣା…