Browsing Tag

temple closed

ଓମିକ୍ରନ୍‌ ପାଇଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ସମସ୍ତଙ୍କ ମନରେ ଦୁଃଖ

ପୁରୀ(କେନ୍ଯୁଜ୍): ଜିରୋ ନାଇଟ ସେଲିବ୍ରେସନ ଉପରେ ମଧ୍ୟ ଲାଗିଛି କଟକଣା। ଗତ ଦୁଇବର୍ଷ ପରି ଫିକା ଫିକା ହେବାକୁ ଯାଉଛି ପୁରୁଣା ବର୍ଷର ଶେଷ ଓ ନୂଆ ବର୍ଷର ପ୍ରଥମ ଦିନ। ଅତ୍ୟଧିକ ଜନସମାଗମକୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ୩୧, ଜାନୁଆରୀ ୧ଓ ୨ ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦିର…

ଭୁବନେଶ୍ୱରରେ ପୁଣି ବନ୍ଦ ହେବ ସମସ୍ତ ଧାର୍ମିକ ଧର୍ମାନୁଷ୍ଠାନ, ପ୍ରବେଶ ଉପରେ ଲାଗିଲା କଟକଣା

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ବନ୍ଦ ହେବ ସମସ୍ତ ଧାର୍ମିକ ଧର୍ମାନୁଷ୍ଠାନ। ଭକ୍ତଙ୍କ ପ୍ରବେଶ ଉପରେ ଲାଗିଲା କଟକଣା। ମନ୍ଦିରରେ କେବଳ ନୀତିକାନ୍ତି ଓ ପୂଜାର୍ଚ୍ଚନା କରାଯିବ। କରୋନାର ଦ୍ୱିତୀୟ ଲହର ପ୍ରକୋପକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ…

ମା’ ମଝିଘରିଆଣୀ ମନ୍ଦିରରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ: ଏଥର ସପ୍ତାହକୁ ୩ ଦିନ ବନ୍ଦ ରହିବ ଦର୍ଶନ

ରାୟଗଡା: ମା’ ମଝିଘରିଆଣୀ ମନ୍ଦିରରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ। ସପ୍ତାହକୁ ୩ ଦିନ ବନ୍ଦ ରହିବ ମା’ ମଝିଘରିଆଣୀଙ୍କ ଦର୍ଶନ । ମଙ୍ଗଳବାର, ବୁଧବାର ଓ ରବିବାର ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ। କରୋନା ସଂକ୍ରମଣ ବଢୁଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।