Browsing Tag

temple theft

ମନ୍ଦିରରୁ ଚୋରି ତ କଲା ହେଲେ ନିଜେ ଯାଇ ପାରିଲାନି, କାନ୍ଥରେ ଫଶିରହିଲା

ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲ୍ଲାର ଜାମି ଏଲାମା ମନ୍ଦିରରୁ ଚୋରି । ୯ଗ୍ରାମ ରୂପା ନେଇ ପଳାଉଥିବା ବେଳେ କାନ୍ଥ ମଧ୍ୟରେ ଫଶିଗଲା ଚୋର । ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରିଛି ଶ୍ରୀକାକୁଲମ ଜିଲ୍ଲାର କାଞ୍ଚିଲି ପୋଲିସ । ଖବର ଅନୁସାରେ ବ୍ୟକ୍ତିର ନାମ ପାପା ରାଓ । ଚୋରି କରିବା ପାଇଁ…

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରୁ ଚୋରି; ଦାନ ଥାଳିରୁ ୮ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ , ସିସିଟିଭିରେ ଚୋରଙ୍କ…

ଭୁବନେଶ୍ୱର (କେନ୍ୟୁଜ୍‌) : ଆଜିକାଲି ଚୋରି ଯେମିତି ଏକ ସାଧାରଣ କଥା ହେଇଗଲାଣି । ପ୍ରତିଦିନ ଚୋରି ହେବାର ଖବର ସାମ୍ନାକୁ ଆସେ କିନ୍ତୁ ଚୋରମାନଙ୍କ ପାଦୁର୍ଭାବ ଏବେ ଏଭଳି ହେଲାଣି ଯେ ଭଗବାନଙ୍କୁ ମଧ୍ୟ ଛାଡୁନାହାନ୍ତି ଏହି ଭଳି ଅସାମାଜିକ ଯୁବକ । ନା କୌଣସି ଡର ଅଛି ନାଁ କୌଣସି ଭୟ । ଏମିତି…

ଜଗତସିଂହପୁର ହାଟବଜାର ନିକଟରେ ଥିବା ସୋମନାଥ ମନ୍ଦିରରୁ ଚୋରି

ଜଗତସିଂହପୁର: ଜଗତସିଂହପୁର ହାଟବଜାର ସ୍ଥିତ ପ୍ରସିଦ୍ଧ ଶୈବପୀଠ ମୁଚୁକୁନ୍ଦ ସୋମନାଥ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡିଛି। ଏନେଇ ଜଗତସିଂହପୁର ଥାନାରେ ଅଭିଯୋଗ ହୋଇଛି। ମନ୍ଦିର ସେବକ ପ୍ରଭାକର ନାୟକଙ୍କ ଅଭିଯୋଗ ଆଧାରରେ, ଆଜି ଭୋର ୪ଟା ସମୟରେ ଶ୍ରଦ୍ଧାଳୁମାନେ…

ମାଆଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ , ତାଡିଲେ ଆଖି ନାକ ମଥାର ଅଳଙ୍କାର

ଗଞ୍ଜାମ: ଆଜିକାଲି ଚୋରି ଯେମିତି ଏକ ସାଧାରଣ କଥା ହେଇଗଲାଣି । ପ୍ରତିଦିନ ଚୋରି ହେବାର ଖବର ସାମନାକୁ ଆସେ କିନ୍ତୁ ଚୋରମାନଙ୍କ ପାଦୁର୍ଭାବ ଏବେ ଏଭଳି ହେଲାଣି ଯେ ମାଆଙ୍କୁ ମଧ୍ୟ ଛାଡୁନାହାନ୍ତି ଏହି ଭଳି ଅସାମାଜିକ ଯୁବକ । ନା କୌଣସି ଡର ନାଁ କୌଣସି ଭୟ । ରାତି ଅଧରେ ପଶି ଲୁଟ କରିବାର ଅଜବ…

ବାଲିଗୁଡା ସହରର ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ୍

କନ୍ଧମାଳ: କନ୍ଧମାଳ ବାଲିଗୁଡା ସହରର ଗୋଟିଏ ରାତିରେ ଦୁଇଟି ମନ୍ଦିରରୁ ଚୋରି । ଶ୍ରୀଜଗନ୍ନାଥ ମନ୍ଦିରର ହୁଣ୍ଡି ଭାଙ୍ଗି ନେଇଥିବା ବେଳେ ମା’ ଦକ୍ଷିଣକାଳୀ ମନ୍ଦିରରେ ମା’ ପିନ୍ଧିଥିବା ଦୁଇଟି ହାରକୁ ଲୁଟ୍‌ କରି ନେଇଛନ୍ତି ଦୁର୍ବୃତ୍ତ । ଚୋରି ହୋଇଥିବା ନେଇ ବାଲିଗୁଡା ଥାନାରେ ମନ୍ଦିର…