Browsing Tag

temple

ପାକିସ୍ତାନରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ପରେ ଭାରତର କଡା ଆପତ୍ତି

ନୂଆଦିଲ୍ଲୀ: ପାକିସ୍ତାନର ପଞ୍ଜାବ ପ୍ରାନ୍ତରେ ଥିବା ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଘଟଣାରେ କଡା ଆପତ୍ତି ଜାହିର କରିଛି ଭାରତ । ମନ୍ଦିରରେ ଭଙ୍ଗାରୁଜା ନେଇ ହାଇକମିଶନକୁ ରିପୋର୍ଟ ତଲବ କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । ଉପାସନା ପୀଠ ଉପରେ ଆକ୍ରମଣ ସହିତ ଅଳ୍ପସଂଖ୍ୟକ ସମୁଦାୟଙ୍କ…

କଟକରେ ଖୋଲିଲା ଧର୍ମାନୁଷ୍ଠାନ, କରୋନା କଟକଣା ଭିତରେ ଦର୍ଶନ ଆରମ୍ଭ

କଟକ (କେନ୍ୟୁଜ): କଟକ ସହରରେ ଖୋଲିଲା ଧର୍ମାନୁଷ୍ଠାନ। ସକାଳ ୬ଟାରୁ ରାତି ୮ଟା ଯାଏ ମନ୍ଦିର ଖୋଲା ରହିବ। କୋଭିଡ କଟକଣା ମଧ୍ୟରେ ଦର୍ଶନ କରୁଛନ୍ତି ଭକ୍ତ ଓ ଶ୍ରଦ୍ଧାଳୁ। କିନ୍ତୁ ସପ୍ତାହାନ୍ତ ସଟଡାଉନରେ ସାଧାରଣ ଦର୍ଶନ ବନ୍ଦ ରହିବ। ଦର୍ଶନ ବେଳେ କୋଭିଡ ଗାଇଡଲାଇନର କଡ଼ାକ଼ଡ଼ି ପାଳନ ହେବ। ଭକ୍ତ…

ବିଳମ୍ବିତ ରାତିରେ ମନ୍ଦିରକୁ ଚୋରି କରିବାକୁ ଆସିବା ପଡ଼ିଲା ମହଙ୍ଗା: ଜଣେ ଅଟକ, ୨ଫେରାର୍

ସାଲେପୁର(କେନ୍ଯୁଜ୍): ବିଳମ୍ବିତ ରାତିରେ ମନ୍ଦିରରୁ ଚୋରି କରିବାକୁ ୩ ଜଣ ଯୁବକ ଉଦ୍ୟମ କରିଥିବା ବେଳେ ଗାଁ ଲୋକଙ୍କ ହାତରେ ଧରା ପଡିଛନ୍ତି । ଦୁର୍ବୃତ୍ତ ମାନେ ବାଇକରେ ଖସି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ଜଣେ ଯୁବକ ଧରାପଡିଥିବା ବେଳେ ଆଉ ଦୁଇ ଜଣ ଖସି ପଳେଇ ଯିବାରେ ସମର୍ଥ ହୋଇଛନ୍ତି।…

ଏହି ମନ୍ଦିରର ସିଡ଼ିକୁ ଛୁଇଁଲା ମାତ୍ରେ ବାହାରେ ମଧୁର ସଙ୍ଗୀତର ସ୍ୱର, ୮୦୦ ବର୍ଷ ଧରି କେହି ବୁଝିପାରୁନାହାନ୍ତି ରହସ୍ୟ

ସାରା ବିଶ୍ୱରେ ୨୧ ଜୁନରେ ବିଶ୍ୱ ସଙ୍ଗୀତ ଦିବସ ପାଳନ କରାଯାଏ । ଆପଣ ଅନେକ ଥର ବାଦ୍ୟଯନ୍ତ୍ରରୁ ବାହାରୁଥିବା ସଂଗୀତ ଶୁଣିଥିବେ, କିନ୍ତୁ ତୁମେ କେବେ ଏକ ସିଡ଼ିରୁ ସଂଗୀତ ବାହାରୁଥିବା ଶୁଣିଛନ୍ତି କି ? ଆଜ୍ଞା ହଁ, ଭାରତରେ ଏପରି ଏକ ନିଆରା ମନ୍ଦିର ଅଛି, ଯାହାର ସଙ୍ଗୀତ ସିଡ଼ିରୁ ବାହାରେ ।…

ଲମ୍ବା ଆୟୁଷ ଚାହୁଁଛନ୍ତି କି? ନିୟମିତ ଯାଆନ୍ତୁ ମନ୍ଦିର, ରୁହନ୍ତୁ ସୁସ୍ଥ

ମନ୍ଦିର ଗଲେ ଆପଣଙ୍କୁ କେବଳ ମାନସିକ ଶାନ୍ତି ମିଳି ନ ଥାଏ, ବରଂ ଶାରୀରିକ ଲାଭ ମଧ୍ୟ ମିଳିଥାଏ। ଏକ ଗବେଷଣାରୁ ହୋଇଥିବା ଖୁଲାସାରୁ ଜଣାପଡ଼ିଛି, ଯେଉଁମାନେ ନିୟମିତ ମନ୍ଦିର ଯାଆନ୍ତି, ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ। ଅର୍ଥାତ୍ ସେମାନେ ସ୍ୱାସ୍ଥ୍ୟବାନ୍ ହୋଇଥାଆନ୍ତି। କେବଳ ଏତିକି ନୁହେଁ,…

ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲି ଅଳଙ୍କାର ତାଲିକାକୁ ସାର୍ବଜନିନ କରାଯାଉ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି…

ପୁରୀ(କେନ୍ୟୁଜ୍): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରତ୍ନଭଣ୍ଡାର ଖୋଲି ଏହାର ଯାଞ୍ଚ କରି ଅଳଙ୍କାର ତାଲିକାକୁ ସାର୍ବଜନିନ କରାଯାଉ । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ । ରତ୍ନ ଭଣ୍ଡାର ସୁରକ୍ଷିତ ଅଛିକି ନାହିଁ ତାହାକୁ ନେଇ…

ଭାରତର ଏହି ଜାଗା ଗୁଡିକରେ ଅଛି ରାବଣଙ୍କ ମନ୍ଦିର

ଏହି ବର୍ଷ ବିଜୟାଦଶମୀ ଅକ୍ଟୋବର ୮ ତାରିଖରେ ପାଳନ ହେବାକୁ ଯାଉଛି । ଏହାକୁ ଅସତ୍ୟ ଉପରେ ସତ୍ୟ ର ଵିଜୟର ପର୍ବ ମଧ୍ୟ କୁହାଯାଏ । ତେଣୁ କରି  ଏହା ନାମ ବିଜୟାଦଶମୀ ହୋଇଛି । ମା' ଦୁର୍ଗା ଙ୍କର ନବ ଦିନାତ୍ମକ ନବରାତ୍ର ପର୍ବ ପାଳନ ପରେ ମହାଦଶମୀ ପର୍ବ ପାଳନ ହୋଇଥାଏ । ବିଶ୍ୱାସ ଅଛିକି ଏହି…

ପାକିସ୍ତାନରେ ଥିବା ଏହି ଶକ୍ତିପୀଠର ସୁରକ୍ଷା କରିଥାନ୍ତି ମୁସଲମାନ ସମ୍ପ୍ରଦାୟ

ସାଧାରଣତଃ ଭାରତର ଶତ୍ରୁ ରାଷ୍ଟ୍ର ପାକିସ୍ତାନରେ ହିନ୍ଦୁ ମନ୍ଦିର ମାନଙ୍କୁ ଭଙ୍ଗା ଯାଉଥିବା ଖବର ସାମ୍ନାକୁ ଆସିଥାଏ । କିନ୍ତୁ ପାକିସ୍ତାନ ସ୍ଥିତ ଵେଲୁଚିସ୍ଥାନରେ ଏପରି ଏକ ମନ୍ଦିର ଅଛି ଯାହାର ରକ୍ଷା ସେଠାକାର ମୁସଲମାନ ସମ୍ପ୍ରଦାୟ କରିଥାନ୍ତି ।ଏଠାରେ ଦେବୀ ହିଙ୍ଗଲାଜ ଙ୍କ ରୂପେ ପୂଜା…

ବିପଦରେ ପ୍ରଭୁ ଲିଙ୍ଗରାଜ ମନ୍ଦିର, ରକ୍ଷଣାବେକ୍ଷଣ ଅଭାବରୁ ଦଧିନଉତିରେ ଫାଟ

ଭୁବନେଶ୍ବର(କେନ୍ୟୁଜ୍):  ବିପଦରେ ପ୍ରଭୁ ଲିଙ୍ଗରାଜ ମନ୍ଦିର । ମୁଖ୍ୟ ମନ୍ଦିର ଦଧିନଉତିରେ ଫାଟ । ଏହାର ତୁରନ୍ତ ମରାମତି ଆବଶ୍ୟକ । ଲିଙ୍ଗରାଜ ମନ୍ଦିରରେ ରକ୍ଷଣାବେକ୍ଷଣରେ ଚରମ ଅବେହଳା ଓ ବ୍ୟତିକ୍ରମ ଦେଖାଯାଇଛି । ଏନେଇ ଦେବୋତ୍ତର କମିଶନର ଚିତ୍ତରଂଜନ ମହାପାତ୍ର ଏଏସଆଇ ଡିଜିଙ୍କୁ ଚିଠି…

ଅଜବ ପ୍ରଥା: ଏହି ମନ୍ଦିରରେ ମା’ ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଭକ୍ତମାନେ ପରସ୍ପର ଉପରକୁ ଫିଙ୍ଗନ୍ତି ନିଆଁ

ମାଙ୍ଗାଲୋରର କୈଥଲରେ ରହିଛି ମା’ ଦୁର୍ଗାଙ୍କର ଏକ ମନ୍ଦିର। ଏହି ମନ୍ଦିର ସ୍ଥାନୀୟ ଅଞ୍ଚଳରେ ‘ଦୁର୍ଗା ପରମେଶ୍ୱରୀ ମନ୍ଦିର’ ନାଁରେ ଜଣାଶୁଣା। ଏଠାରେ ଏମିତି ଏକ ପରମ୍ପରା ରହିଛି, ଯେଉଁଥିରେ ଭକ୍ତମାନେ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ପରସ୍ପର ଉପରକୁ ଫିଙ୍ଗିଥାଆନ୍ତି ନିଆଁ। ଭକ୍ତମାନେ ନିଜ…

ହିମାଚଳ ପ୍ରଦେଶର ମା’ ଚିନ୍ତାପୂର୍ଣ୍ଣିଙ୍କ  ମନ୍ଦିର, ଯେଉଁଠାରେ ଦେବୀ ଦର୍ଶନ ଦିଅନ୍ତି ନିଆଁ ରୂପରେ

ହିମାଳୟ ପର୍ବତର ପଶ୍ଚିମ ପାର୍ଶ୍ୱରେ ହିମାଚଳ ପ୍ରଦେଶ ଅବସ୍ଥିତ । ପାହାଡିଆ ଅଂଚଳରେ ବସବାସ କରୁଥିବାରୁ ଏଠାକାର ଲୋକ ଯେତିକି ସରଳ ସେତିକି ଈଶ୍ବର ବିଶ୍ୱାସୀ ମଧ୍ୟ । ଏହି ରାଜ୍ୟରେ ବହୁ ଦେବା ଦେବୀଙ୍କ ମନ୍ଦିର ଥିଲେ ମଧ୍ୟ ମା' ଚିନ୍ତାପୂର୍ଣ୍ଣିଙ୍କ ମନ୍ଦିର ବେଶ ପ୍ରସିଦ୍ଧ।ପାହାଡ ପର୍ବତର…

ପାକିସ୍ତାନରେ ହିନ୍ଦୁ ଦେବା-ଦେବୀ, ମନ୍ଦିର ଖୋଳିବାରୁ ମିଳିଲା ହନୁମାନ, ଗଣେଶ ଏବଂ ନନ୍ଦୀଙ୍କ ମୂର୍ତ୍ତି

ପାକିସ୍ତାନର ସବୁଠାରୁ ବଡ ସହର କରାଚିରେ ଏକ ମନ୍ଦିର ଖନନ ହେବା ସମୟରେ ସେଠାରୁ ମୂଲ୍ୟବାନ ପ୍ରାଚୀନ ମୂର୍ତ୍ତି ଉଦ୍ଧାର କରାଯାଇଛି।ରିପୋର୍ଟ ଅନୁଯାୟୀ ଏହି ମୂର୍ତ୍ତି କରାଚିର ସୋଲ୍ଜର ବଜାରରେ ପ୍ରସିଦ୍ଧ ଶ୍ରୀ ପୂଂଜ ମୁଖୀ ହନୁମାନ ମନ୍ଦିର ଖୋଳାଯିବା ପରେ ଏହି ମୂର୍ତ୍ତି ମିଳିଛି। ଏହି…