ଆଠଗଡ଼ (କେନ୍ୟୁଜ) : ଧୋଇଗଲା ଧବଳେଶ୍ୱର ଅସ୍ଥାୟୀ ରାସ୍ତା। ଧବଳେଶ୍ୱରକୁ ସଂଯୋଗ କରୁଥିବା ଅସ୍ଥାୟୀ ରାସ୍ତା ଭାସିଯାଇଛି। ମହାନଦୀରେ ଅଧିକ ବର୍ଷା ପାଣି ଆସିବାରୁ ଅସ୍ଥାୟୀ ରାସ୍ତାଟି…