Browsing Tag

tempreture in odisha

ବର୍ଷା କମାଇଛି ତାତି, କାଳବୈଶାଖୀ ପରେ ୩୫ ଡିଗ୍ରୀକୁ ଖସିଛି ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ଆଉ ୨ ଦିନ ତାତିରୁ ଆଶ୍ବସ୍ତି । କାଳବୈଶାଖୀ ବର୍ଷା ପରେ ୩୫ ଡିଗ୍ରୀକୁ ଖସିଛି ତାପମାତ୍ରା ।  ରାଜ୍ୟର କିଛି ଅଞ୍ଚଳରେ ବଜ୍ରପାତ, କୁଆପଥର ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ତାତି କମାଇଛି । ଦିନ ୧୧.୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ ହୋଇଛି…

ଡରାଉଛି ଖରା, ଫେବ୍ରୁଆରିରେ ୩୫ ଡିଗ୍ରୀ ଛୁଇଁଲାଣି ୪ ଜିଲ୍ଲାର ପାରଦ

ଭୁବନେଶ୍ୱର (କେନ୍ୟୁଜ): ବଢ଼ିବ ତାପମାତ୍ରା । ଫେବ୍ରୁଆରି ଆରମ୍ଭରୁ ଶୀତ ଉଭାନ ହେଉଥିବା ଯୋଗୁଁ ରାତି ଆଉ ଥଣ୍ଡା ହେଉ ନାହିଁ । ଆଉ ୨ ଡିଗ୍ରୀ ବଢିବ ରାତି ତାପମାତ୍ରା । ୩୫ ଡିଗ୍ରୀ ଛୁଇଁଲାଣି ୪ ଜିଲ୍ଲାର ପାରଦ । ସେପଟେ ଆସନ୍ତାକାଲି ଯାଏ ଘନ କୁହୁଡ଼ି ଲାଗି ରହିବ। ୧୪ ଜିଲ୍ଲାକୁ ଘନ କୁହୁଡ଼ି…

ଚଳିତ ବର୍ଷର ରେକର୍ଡ ଭାଙ୍ଗିଲା ତାତି, ଆଜି ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର

କେନ୍ୟୁଜ୍(ବ୍ୟୁରୋ): ଚଳିତ ବର୍ଷର ରେକର୍ଡ ଭାଙ୍ଗିଲା ତାତି। ରେକର୍ଡ ହେଲା ଦିନର ସର୍ବୋଚ୍ଚ ତାପମାତ୍ରା। ଆଜି ଝାରସୁଗୁଡ଼ାରେ ସର୍ବାଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି। ପାରଦ ଛୁଇଁଛି ୪୫.୬ ଡିଗ୍ରୀ ସେଲସିୟସ। ଯାହା ସ୍ୱାଭାବିକ ଦିନ ତାପମାତ୍ରା ଠାରୁ ୫.୯ ଡିଗ୍ରୀ ଅଧିକ। ୨୨ ସହରରେ ପାରଦ…

ପ୍ରବଳ ଖରାଠୁ ବଳିଗଲା ଗୁଳୁଗୁଳି, ୨୦ ତାରିଖ ଯାଏ ତାତିରୁ ମିଳିବନି ତ୍ରାହି

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ତାତିରୁ ନାହିଁ ନିସ୍ତାର। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଜାରି ରହିଛି ଗ୍ରୀଷ୍ମପ୍ରବାହ। ୨୦ ତାରିଖ ଯାଏ ତାତିରୁ ମିଳିବନି ତ୍ରାହି। ପଶ୍ଚିମ ଓଡ଼ିଶାରେ ଉପରେ ତାତି, ତଳେ ତାତି। ଉପକୂଳରେ ବି ନିସ୍ତାର ନାହିଁ। ଖରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡୁଛି…

କଲବଲ କଲାଣି ଖରା: ସକାଳୁ ରାଜଧାନୀରେ ୩୨ ଡିଗ୍ରି ଟପିଲା ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ବି ସକାଳୁ ସକାଳୁ ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହେଲାଣି। ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୨.୮ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ଆର୍ଦ୍ରତା ୭୯ ପ୍ରତିଶତ ରହିଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି। ଦିନର ସର୍ବୋଚ୍ଚ ତାପମାତ୍ରା…

ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି: ଆଜିଠୁ ଆହୁରି ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା

ଭୁବନେଶ୍ୱର (କେନ୍ୟୁଜ): ପୁଣି ଅସହ୍ୟ ତାତି । ତାସାଙ୍ଗକୁ ଅସ୍ତବ୍ୟସ୍ତ କରୁଛି ଗୁଳୁଗୁଳି । ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଆହୁରି ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା । ଆଜି ଓ ଆସନ୍ତାକାଲି ଆଭ୍ୟନ୍ତରୀଣ ଓଡ଼ିଶାରେ ହି୍‌ଟୱେଭ ସମ୍ଭାବନା ରହିଛି । ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା…

ଆହୁରି ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା, ୩ରୁ ୫ ଡିଗ୍ରୀ ସେଲସିୟସ ଅଧିକ ରହିପାରେ

କେନ୍ୟୁଜ୍(ବ୍ୟୁରୋ): ପୁଣି ଅସହ୍ୟ ତାତି । ଆହୁରି ଜଳିବ ଆଭ୍ୟନ୍ତରୀଣ ଓଡ଼ିଶା । ଆଉ ୨ ଦିନ ପାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ହି୍‌ଟୱେଭ ସମ୍ଭାବନା । ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ସେଲସିୟସ ଅଧିକ ରହିପାରେ । ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲିସିୟସ…

ଅସହ୍ୟ ଖରା ତାତିରୁ ମିଳିଛି ତ୍ରାହି, କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଖସିଛି ତାପମାତ୍ରା

କେନ୍ୟୁଜ(ବ୍ୟୁରୋ): ଗ୍ରୀଷ୍ମକୋପରୁ ମିଳିଛି ଆଶ୍ୱସ୍ତି । କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଖସିଛି ତାପମାତ୍ରା । ଅସହ୍ୟ ଖରା ତାତିରୁ ତ୍ରାହି ମିଳିଛି । ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଭୁବନେଶ୍ୱର, କଟକ ସମେତ ପଶ୍ଚିମ ଓ ଆଭ୍ୟନ୍ତରୀଣ…

ଆହୁରି କଲବଲ କରିବ ତାତି: ସ୍ୱାଭାବିକ ଠାରୁ ୩ରୁ ୫ଡିଗ୍ରୀ ଯାଏଁ ଅଧିକ ରହିବା ତାପମାତ୍ରା

କେନ୍ୟୁଜ୍(ବ୍ୟୁରୋ): ମାଡ଼ି ଆସୁଛି ଖରା । ଆହୁରି କଲବଲ କରିବ ତାତି । ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଗୁରୁଚାପ ଯୋଗୁଁ ଆଗାମୀ ୫ଦିନ ମଧ୍ୟରେ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହି । ତେବେ ଏହି ସମୟ ମଧ୍ୟରେ କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୩ରୁ…

ଦୁର୍ବଳ ହେଲା ମୌସୁମୀ: ବଢ଼ିଲା ଦିନ ତାପମାତ୍ରା

କେନ୍ୟୁଜ୍(ବ୍ୟୁରୋ): ଦୁର୍ବଳ ହେଲା ମୌସୁମୀ ପ୍ରବାହ। ବଢ଼ିଲା ଦିନ ତାପମାତ୍ରା। ଭାଦ୍ରବ ମାସରେ ଅସହ୍ୟ ଗରମ। ୭ ସହରର ଦିନ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ଉପରେ ରେକର୍ଡ କରାଯାଇଛି। ୩୬ ଡିଗ୍ରୀ ସେଲସିୟସ ସହ ସବୁଠୁ ଉତ୍ତପ୍ତ ସହର ପାଲଟିଛି ମାଲକାନଗିରି। ଉଚ୍ଚ ତାପମାତ୍ରା ଏବଂ ଆର୍ଦ୍ରତା…