ଟେନିସ୍ ଦୁନିଆରେ ଏକ ଯୁଗର ଅବସାନ, ଅବସର ଘୋଷଣା କଲେ ରାଫେଲ ନାଡାଲ
ଟେନିସ ଦୁନିଆରେ ଏକ ଯୁଗର ଅବସାନ । ଅବସର ଘୋଷଣା କଲେ ରାଫେଲ ନାଡାଲ । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଟେନିସ ଖେଳାଳି ରାଫେଲ ନାଡାଲ ନିଜର ପ୍ରିୟ ଖେଳକୁ ଅଲବିଦା କହିଛନ୍ତି । ୨୨ଥର ଗ୍ରାଣ୍ଡସ୍ଲାମ ବିଜେତା ନାଡାଲ ବେଶ ଭାବବିହ୍ୱଳ ହୋଇ ଗୋଟିଏ ଭିଡିଓ ଜାରି କରି ନିଜ ଅବସର ସମ୍ପର୍କରେ ଘୋଷଣା…