Browsing Tag

Tenzing Norgay

ପ୍ରଥମ ଥର ପାଇଁ ଏଭରେଷ୍ଟ ଶିଖରରେ ପାଦ ଥାପିଥିଲେ ଏହି ଦୁଇ ପର୍ବତାରୋହୀ, ଜାଣନ୍ତୁ ତାଙ୍କ ଜୟଯାତ୍ରାର କାହାଣୀ

ପୃଥିବୀର ଉଚ୍ଚତମ ଶୃଙ୍ଗ ଏଭରେଷ୍ଟ ବିଷୟରେ କିଏ ବା ନ ଜାଣେ। ଏହି ସ୍ଥାନ ପର୍ଯ୍ୟନ୍ତ ପହଞ୍ଚିବାକୁ ସମସ୍ତେ ସ୍ୱପ୍ନ ଦେଖିଥାନ୍ତି। କିନ୍ତୁ ପର୍ବତ ଆରୋହଣ ବେଳେ ଆସୁଥିବା ବାଧାବିଘ୍ନକୁ ସାମ୍ନା କରିନପାରି ଅଧିକାଂଶ ଲୋକ ଏଭରେଷ୍ଟ ଠାରୁ ମାତ୍ର କିଛି ମିଟର ଦୂରରୁ ଫେରି ଆସିଛନ୍ତି। ସେହିଭଳି ଆଉ…