terrible fire at bargarh hospital

ବରଗଡ଼ ହସ୍ପିଟାଲର ଉପର ମହଲାରେ ଭୟାବହ ଅଗ୍ନିକାଣ୍ଡ: ବହୁ ମେଡିସିନ୍ ଓ ସାଲାଇନ୍ ଜଳିପୋଡି ପାଉଁଶ, ଅଳ୍ପକେ ବର୍ତ୍ତିଲେ ରୋଗୀ

ବରଗଡ଼: ବରଗଡ଼ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ। ହସ୍ପିଟାଲର ଉପର ମହଲାରେ ନିଆଁ ଲାଗିଥିବା ଜଣାପଡିଛି। ବହୁ ମେଡିସିନ ଓ ସାଲାଇନ ଜଳିଯାଇଥିବାବେଳେ, ଅଳ୍ପକେ ବର୍ତ୍ତିଯାଇଛନ୍ତି ଅନେକ ରୋଗୀ।…

4 years ago