Browsing Tag

terror attack

LalQila Terror Attack : ଲାଲକିଲ୍ଲା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଅଲ-କାଏଦା, ଜାତିସଂଘ ରିପୋର୍ଟରେ ବଡ଼…

ନୂଆଦିଲ୍ଲୀ : ଦିଲ୍ଲୀର ଲାଲକିଲ୍ଲା ଅଞ୍ଚଳରେ ନଭେମ୍ବର ୨୦୨୫ର ଆତଙ୍କବାଦୀ ଆକ୍ରମଣକୁ ନେଇ ଜାତିସଂଘ (UN) ର ଏକ ନୂତନ ରିପୋର୍ଟରେ ଏକ ବଡ଼ ଖୁଲାସା ହୋଇଛି । ଜାତିସଂଘ ସୁରକ୍ଷା ପରିଷଦର ପ୍ରତିବନ୍ଧକ କମିଟି ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ରିପୋର୍ଟରେ ଅଲ-କାଏଦା ଇନ୍ ଇଣ୍ଡିଆନ୍…

ଖାଇବର ପଖତୁନଖ୍ୱାରେ ଆତଙ୍କୀ ହମଲା, ୩ ପୁଲିସ କର୍ମଚାରୀ ମୃତ ଓ ୩୪ ଆହତ

ନୂଆଦିଲ୍ଳୀ: ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ବୁଧବାର ଘଟିଥିଲା ଦୁଇଟି ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣରେ ୩ ଜଣ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବାବେଳେ ୩୪ ଜଣ ଆହତ ମଧ୍ୟ ହୋଇଛନ୍ତି । ଅଧିକାରୀମାନଙ୍କ କହିବାନୁସାରେ, ଗୋଟିଏ ଆକ୍ରମଣ ଲୋଅର ଦିର ଜିଲ୍ଲାରେ ପୁଲିସ କାଫିଲାକୁ…

କରାଚିରେ ଆତ୍ମଘାତୀ ଆକ୍ରମଣ, ୬ ଆତଙ୍କୀ ନିହତ, ୪ ସୁରକ୍ଷାକର୍ମୀଙ୍କ ମୃତ୍ୟୁ

କରାଚି : ପାକିସ୍ତାନରେ ଆତ୍ମଘାତୀ ହମଲା । କରାଚି ଥିବା ଅର୍ଦ୍ଧସାମରିକ ମୁଖ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ୪ ସୁରକ୍ଷା କର୍ମୀ ଏବଂ ୬ ଆତଙ୍କବାଦୀ ନିହତ ହୋଇଛନ୍ତି । ତାଲିବାନ ସହ ଯୋଡି ହୋଇଥିବା ଜମାତ-ଉଲ-ଆହରାର ନିଜକୁ ଏହି ଘଟଣା ପାଇଁ ଦାୟୀ କରିଛି । ସୂଚନା…

ଦିଲ୍ଲୀ ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା: ଉମର ବିସ୍ଫୋରଣ କରିଥିବା ନେଇ DNA ଟେଷ୍ଟରୁ ଜଣାପଡ଼ିଲା ସତ

ନୂଆଦିଲ୍ଲୀ : ଦିଲ୍ଲୀ ଲାଲକିଲ୍ଲା ନିକଟ ବିସ୍ଫୋରଣ ଘଟଣାରେ ବଡ଼ ଖୁଲାସା । DNA ଟେଷ୍ଟରୁ ଚିହ୍ନଟ ହେଲା ବିସ୍ଫୋରଣକାରୀ । ମାଷ୍ଟର ମାଇଣ୍ଡ ଉମର ନବୀ ବିସ୍ଫୋରଣ କରିଥିଲା । ବିସ୍ଫୋରଣ କରିଥିବା ହ୍ୟୁଣ୍ଡାଇ-i20 କାର୍ ଚଲାଉଥିଲା ଡାକ୍ତର ଉମର ଉନ୍ ନବୀ । ତାଙ୍କ ମାଆଙ୍କ ସହ DNA ଟେଷ୍ଟ ପରେ…

ଜମ୍ମୁ କଶ୍ମୀର ଜେଲ୍ ଉପରେ ହୋଇପାରେ ଆକ୍ରମଣ, ବଢିଲା ସୁରକ୍ଷା ବ୍ୟବସ୍ଥା

ଜମ୍ମୁ ଜେଲରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ । ବଢ଼ିଲା ସୁରକ୍ଷା ବ୍ୟବସ୍ଥା । ଶ୍ରୀନଗର ସେଣ୍ଟ୍ରାଲ ଜେଲ୍ ଏବଂ ଜମ୍ମୁର କୋଟ ବଲୱାଲ ଜେଲ୍ ଭଳି ହାଇ ସିକ୍ୟୁରିଟି ସୁବିଧା ଥିବା ଜେଲକୁ ଟାର୍ଗେଟ କରାଯାଇପାରେ । ଏନେଇ ସୂଚନା ଦେଇଛି ଗୁଇନ୍ଦା ବିଭାଗ । ଶ୍ରୀନଗର ସେଣ୍ଟ୍ରାଲ ଜେଲ୍ ଏବଂ ଜମ୍ମୁର…

ପ୍ରଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ନାଁରେ ଚାଲିଛି ମିଛ ଅନୁକମ୍ପା ଆଦାୟ

ବାଲେଶ୍ଵର: ଆମେ ଫଣ୍ଡ ରେଜ କରିବାକୁ କାହାକୁ କହିନାହୁଁ ଆଜ୍ଞା । ଯିଏ ବି ଫଣ୍ଡ ରେଜ କରୁଛନ୍ତି ଆମର ମତାମତ ନିଅନ୍ତୁ । ଆମ ଘରର କାହାର ମତାମତ ଏଯାଏଁ ନିଆଯାଇ ନାହିଁ । ଯିଏ ବି ସହୃଦୟ ବ୍ୟକ୍ତି ଆମ ପାଇଁ ଟଙ୍କା ଯୋଗାଡ କରିଛନ୍ତି କୌଣସି ଟ୍ରଷ୍ଟ କିମ୍ୱା ଗରିବ ଲୋକକୁ ଦେଇ ଦିୟନ୍ତୁ । ସରକାର…

ପାକିସ୍ତାନ ସୀମା ସଂଲଗ୍ନ ଗାଁର ଲୋକମାନେ ସଫା କରୁଛନ୍ତି ପୁରୁଣା ବଙ୍କର, ଭାରତୀୟ ସେନାଙ୍କୁ ଦେଉଛନ୍ତି ସାହସ

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣାରେ ସଭିଏଁ ସ୍ତବ୍ଧ । ସବୁ ଭାରତୀୟଙ୍କ ହୃଦୟକୁ ଗଭୀର ଭାବେ ଆଘାତ ପହଁଚାଇଛି ଏହି ଘଟଣା । ପହଲଗାମ ଘଟଣା ପରେ, ସମଗ୍ର ଦେଶ, ବିଶେଷକରି ଜମ୍ମୁ କଶ୍ମୀରରେ ଏବେ ହାଇ ଆଲର୍ଟ ଜାରି । ଜମ୍ମୁ କଶ୍ମୀର ସୀମାନ୍ତ ଅଞ୍ଚଳରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ…

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ପୀଡିତ ପରିବାରଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ପହଲଗାମ ଆତଙ୍କବାଦୀ ଆକ୍ରମଣରେ ମୃତ ରାଜ୍ୟର ତିନି ଜଣଙ୍କ ପରିବାର ଏବଂ…

ଜମ୍ମୁ-କାଶ୍ମୀର ପହଲଗାମର ଆକ୍ରମଣକୁ ନିନ୍ଦା କଲେ ମାହିରା ଖାନ୍, ସୋସିଆଲ ମିଡିଆରେ କଲେ ସେୟାର

ଜମ୍ମୁ-କାଶ୍ମୀର ପହଲଗାମର ନୃସଂଶ ଆକ୍ରମଣ ପରେ ଭାରତୀୟଙ୍କ ମନରେ ପାକିସ୍ତାନୀଙ୍କ ପାଇଁ କ୍ରୋଧ ଦେଖିବାକୁ ମିଳିଛି । ପାକିସ୍ତାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ଦେଶବାସୀ । ନିକଟରେ ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ’ଅବିର ଗୁଲାଲ’ ଫିଲ୍ମକୁ ବ୍ୟାନ…

ବିବାହ ବାର୍ଷିକୀ ପାଳନ ପାଇଁ ଯାଇଥିଲେ, ହେଲେ ଲିଭିଗଲା ମଥାର ସିନ୍ଦୁର

ବଲାଙ୍ଗିର/ପଟଣାଗଡ: ୨୦ତମ ବିବାହ ବାର୍ଷିକୀ ପାଳନ କରିବାକୁ ପିଲା ଛୁଆଙ୍କୁ ଧରି ଧାଇଁ ଯାଇଥିଲେ କଶ୍ମୀର । ସେଠାରେ ହିଁ ନିଜର ସ୍ପେସିଆଲ ଡେ'କୁ ସେଲିବ୍ରେସନ କରିବାକୁ, ଅନେକ କିଛି ପ୍ଳାନିଙ୍ଗ କରିଥିଲା ଏହି ପରିବାର । ହେଲେ କଶ୍ମୀର ଟୁର୍ ରେ ପହଲଗାମ୍ ବୁଲୁଥିବା ବେଳେ ହଠାତ୍ ଖୁସିର…

ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିରୁଦ୍ଧରେ ଭାରତ ଦ୍ୱାରା ନିଆଯାଇଛି ଏହି ୭ଟି ବଡ ପଦକ୍ଷେପ

ଜମ୍ମୁ-କାଶ୍ମୀର ପହଲଗାମ ଘଟଣା ପରେ ଭାରତ ପାକିସ୍ତାନ ମଧ୍ୟରେ ବଢିବାରେ ଲାଗିଛି ତିକ୍ତତା । ଭାରତର କଠୋର ପଦକ୍ଷେପ ପରେ ପାକିସ୍ତାନ ଏବେ ଚିନ୍ତାରେ । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ନେଇଛି ସାତଟି ବଡ ପଦକ୍ଷେପ । ଯାହାକୁ ନେଇ ପାକିସ୍ତାନ ଛାନିଆ । ଏହି…

ନୌସେନା ଅଧିକାରୀ ବିନୟ ଓ ସ୍ତ୍ରୀଙ୍କ ନକଲି ଭିଡିଓ ଭାଇରାଲ : ନିଜେ ସାମ୍ନାକୁ ଆସି ସତ କହିଲେ ଦମ୍ପତି

ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସମଗ୍ର ଦେଶକୁ ଥରାଇ ଦେଇଛି ।  ଏହି ଆକ୍ରମଣରେ ଭାରତୀୟ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ବିନୟ ନରୱାଲ ପ୍ରାଣ ହରାଇଥିଲେ ।  ବିନୟ ଏବଂ ତାଙ୍କ ପତ୍ନୀ ହିମାଂଶୀଙ୍କର ଏକ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ଦେଖିବାକୁ…