Browsing Tag

terrorist

ଭାରତ ସରକାର ମହମ୍ମଦ କାସୀମ ଗୁଜରଙ୍କୁ ଘୋଷଣା କଲେ ଆତଙ୍କବାଦୀ

ଭାରତ ସରକାର ଲଶ୍କର-ଏ-ତୋଏବାର ସଦସ୍ୟ ମହମ୍ମଦ କାସୀମ ଗୁଜରଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି । କାସୀମ ବର୍ତ୍ତମାନ ପାକିସ୍ତାନ ଅଧିକୃତ କାଶ୍ମୀରରେ ରହୁଛନ୍ତି । ଗୃହ ମନ୍ତ୍ରଣାଳୟ ଗୁରୁବାର ତାଙ୍କୁ ବେଆଇନ କାର୍ଯ୍ୟକଳାପ ଅଧିନିୟମ ଅର୍ଥାତ୍‌ UAPA ଅଧୀନରେ ଆତଙ୍କବାଦୀ ଘୋଷଣା କରିଛି ।…

ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡଙ୍କୁ ଆତଙ୍କବାଦୀ ଘୋଷଣା କଲେ କେନ୍ଦ୍ର ସରକାର

କେନ୍ଦ୍ର ସରକାର ସୋମବାର ବେଆଇନ କାର୍ଯ୍ୟକଳାପ ଅଧିନିୟମ (UAPA) ଅଧୀନରେ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ ଗୋଲ୍ଡି ବରାଡ ନିଷିଦ୍ଧ ଖଲିସ୍ତାନୀ ସଙ୍ଗଠନ ବବର…

+2 ଫେଲ୍‌ ଥିଲା ଡାକ୍ତର ବୁଖାରି, କିନ୍ତୁ ୬ଟି ଭାଷାରେ ଥିଲା ପାରଙ୍ଗମ

ଭୁବନେଶ୍ୱର (କେନ୍ୟୁଜ): ସନ୍ଦିଗ୍ଧ କାଶ୍ମୀର ଆତଙ୍କୀ ସୟିଦ ଇଶାନ ବୁଖାରିକୁ ନେଇ ଆସିଛି ନୂଆ ତଥ୍ୟ l STF ହାତରେ ସନ୍ଦିଗ୍ଧ ଆତଙ୍କବାଦୀ ବୁଖାରୀର CDR। ତା ମୁହଁରୁ ଗୋଟି ଗୋଟି ସତ ଉଗାରୁଛି କ୍ରାଇମବ୍ରାଞ୍ଚ ଏସଟିଏଫ୍ । ଏକାଧିକ ଲୋକଙ୍କ ସହ ହ୍ଵାଟ୍ସଆପ ସହ ଫୋନରେ କଥା ହେଉଥିଲା ବୁଖାରି ।…

ରାଜ୍ୟରେ ହ୍ରାସ ପାଇଛି ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପ, ଲୋକଙ୍କ ସହ ଜଡିତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ…

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ କାର୍ଯ୍ୟକଳାପକୁ ହ୍ରାସ କରିବାରେ ଉଲ୍ଲେଖନୀୟ ଉନ୍ନତି ସହିତ କମ୍ୟୁନିଟି ଓ ସ୍ଥାନୀୟ ଲୋକଙ୍କ ସହ ଜଡିତ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଚଳିତବର୍ଷ ଆତଙ୍କବାଦ ବିରୋଧୀ ଅଭିଯାନ ପାଇଁ ସରକାର ୮୫କୋଟି ୮୫ଲକ୍ଷ ଟଙ୍କାର…

ଆତଙ୍କବାଦୀଙ୍କ ଟାର୍ଗେଟରେ ହିନ୍ଦୁ, ବ୍ୟାଙ୍କ ଭିତରେ ପଶି ମ୍ୟାନେଜରଙ୍କ ଉପରକୁ କଲେ ଆଖିବୁଜା ଗୁଳିବର୍ଷା

କେନ୍ୟୁଜ୍(ବ୍ୟୁରୋ): ଆତଙ୍କୀଙ୍କ ଟାର୍ଗେଟରେ ହିନ୍ଦୁ। ଆତଙ୍କବାଦୀମାନେ ଲଗାତର ହିନ୍ଦୁମାନଙ୍କୁ ଟାର୍ଗେଟ କରୁଛନ୍ତି । କୁଲଗାମରେ ଆତଙ୍କବାଦୀମାନେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଲେ ବିଜୟ କୁମାର । ସେ ରାଜସ୍ଥାନର ବାସିନ୍ଦା ଥିଲେ ।…

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର। ଶ୍ରୀନଗରର ପାନ୍ଥା ଛକର ଗୋମାଣ୍ଡର ମୋହଲ୍ଲାରେ ଘଟିଛି ଏହି ଏନକାଉଣ୍ଟର। ଗତକାଲି ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କୀ ନିହତ । ସୂଚନା ମୁତାବକ, ଗତ ୨୪ ଘଣ୍ଟା ଭିତରେ ୯ ଆତଙ୍କୀବାଦଙ୍କର ନିହତ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ଦକ୍ଷିଣ…

ସାମ୍ନାକୁ ଆସିଲା ମୁଣ୍ଡ ଉପରେ ୩୭ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ଆତଙ୍କବାଦୀ ଖଲିଲ ହକାନୀ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ତାଲିବାନର ପ୍ରତ୍ୟାବର୍ତ୍ତନ ପରେ ପୁଣି ଥରେ ଦବଦବା ଆରମ୍ଭ ହୋଇଯାଇଛି । ତାଲିବାନ ପକ୍ଷରୁ ବିବୃତ୍ତି ଦିଆଯାଉଛି ଯେ ଏଥର ସେମାନେ ମହିଳାଙ୍କ ଅଧିକାର ପ୍ରତି ଏକ ସମ୍ବେଦନଶୀଳ ମନୋଭାବ ଗ୍ରହଣ କରିବେ ବୋଲି ଜଣାପଡ଼ିଛ । ଏହା ବ୍ୟତୀତ ତାଲିବାନ ଆଫଗାନିସ୍ତାନର…

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ଘରେ ପଶି ଏସପିଓଙ୍କୁ ଆଖିବୁଜା ଗୁଳି କରି କଲେ ହତ୍ୟା

ଜାମ୍ମୁକାଶ୍ମୀର(କେନ୍ଯୁଜ୍): ଆତଙ୍କବାଦୀଙ୍କ ବର୍ବରକାଣ୍ଡ। ଘରେ ପଶି ଏସପିଓଙ୍କୁ ହତ୍ୟା କଲେ ଆତଙ୍କୀ। ଜାମ୍ମୁକାଶ୍ମୀର ଅଓ୍ଵନ୍ତିପୁରାରେ ଏସପିଓ ଫୈୟାଜ ଅହମ୍ମଦଙ୍କ ଘରେ ପଶି ଆକ୍ରମଣ କରିଛନ୍ତି। ବିଳମ୍ବିତ ରାତିରେ ଘରେ ପଶି ଆଖିବୁଜା ଗୁଳି ଚଳାଇଥିଲେ ଆତଙ୍କବାଦୀ। ଫୈୟାଜଙ୍କ ମୁଣ୍ଡରେ…

ଜାମ୍ମୁ କାଶ୍ମୀର ସୋପିୟାନ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ

ସୋପିୟାନ: ୩ ଆତଙ୍କବାଦୀ ସଫା। ଜାମ୍ମୁ କାଶ୍ମୀର ସୋପିୟାନ ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତ୍ମସର୍ମପଣ ପାଇଁ କୁହାଯାଇଥିଲା। ମାତ୍ର ସେମାନେ ସୁରକ୍ଷାକର୍ମୀଙ୍କ କଥା ନମାନି ପାଲଟା ଗୁଳିଚାଳନା କରିଥିଲେ। ଶେଷରେ…

ଦିଲ୍ଲୀ ପୋଲିସକୁ ବଡ଼ ସଫଳତା: ଖଲିସ୍ତାନ ଆତଙ୍କବାଦୀ ସୁଖମିତ ପାଲ ସିଂହ ଓରଫ୍‌ ବିକ୍ରିଓ୍ଵାଲ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ ପୋଲିସକୁ ବଡ଼ ସଫଳତା । ଖଲିସ୍ତାନ ଆତଙ୍କବାଦୀ ସୁଖମିତ ପାଲ ସିଂହ ଓରଫ୍‌ ବିକ୍ରିଓ୍ଵାଲ ଗିରଫ । ତାକୁ ଦୁବାଇରୁ ଗିରଫ କରାଯାଇଛି । ସେ ହେଉଛି ପଞ୍ଜାବର ମୋଷ୍ଟ ଓ୍ଵାଣ୍ଟେଡ୍‌ ଆତଙ୍କବାଦୀ । ଆଜି ତାକୁ ଦୁବାଇରୁ ଭାରତ ଅଣାଯିବ । ବିକ୍ରିଓ୍ଵାଲ ଆଇଏସ୍‌ଆଇ ପାଇଁ କାମ…

୨ ପାକିସ୍ତାନୀ ଆତଙ୍କବାଦୀ ସଫା, ଅମୃତସରର ଅଟାରି ସୀମା ନିକଟରେ ଅନୁପ୍ରବେଶବେଳେ ହତ୍ୟା କରିଛି ବିଏସଏଫ

ଅମୃତସର: ୨ ଆତଙ୍କବାଦୀ ସଫା। ଗତକାଲି ରାତିରେ ଅନୁପ୍ରବେଶ କରିବାକୁ ଚେଷ୍ଟାକରୁଥିବା ୨ ପାକିସ୍ତାନୀ ଆତଙ୍କବାଦୀଙ୍କୁ ହତ୍ୟା କରିଛି ବିଏସଏଫ। ଅମୃତସରର ଅଟାରି ସୀମା ନିକଟରେ ଗତକାଲି ରାତିରେ କୁହୁଡି ମଧ୍ୟରେ ଦୁଇ ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ବିଏସଏଫ ପକ୍ଷରୁ…

ମାଲିରେ ଫ୍ରାନ୍ସର ଏୟାର ଷ୍ଟ୍ରାଇକ୍‌, ମଲେ ୬୦ ଅଲ୍‌କାଏଦା ଆତଙ୍କବାଦୀ

ଫ୍ରାନ୍ସରେ ଗତ କିଛି ଦିନ ହେଲାଣି ଆତଙ୍କୀ ହାମଲା ପରେ ୟୁରୋପରେ ହଲଚଲ ଜାରି ରହିଛି। ଏହା ମଧ୍ୟରେ ଫ୍ରାନ୍ସର ଆତଙ୍କୀ ସଂଗଠନ ଅଲକାଏଦା ଉପରେ ଆକ୍ରମଣ କରିଛି। ଫ୍ରାନ୍ସର ରକ୍ଷା ମନ୍ତ୍ରୀ ମୁତାବକ, ଫ୍ରାନ୍ସସି ସେନା ମାଲୀରେ ଏୟାରଷ୍ଟ୍ରାଇକ କରି ୬୦ ଆତଙ୍କବାଦୀଙ୍କୁ ନିହତ କରିଛି। ଏହାଛଡା ୪…