ପାକିସ୍ତାନ: ଖୈବର ପଖତୁନଖୱାରେ ବଡ଼ ଆତଙ୍କୀ ଆକ୍ରମଣ, ୩୫ରୁ ଅଧିକ ମୃତ
ପାକିସ୍ତାନର ଖୈବର ପଖତୁନଖୱାରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ୩୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଖୈବର ପଖତୁନଖୱାର ଡାଉନ୍ କୁରମ୍ ଅଞ୍ଚଳରେ ଏକ ଯାତ୍ରୀବାହୀ ଭ୍ୟାନ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏଥିରେ ଜଣେ ପୋଲିସ ଅଧିକାରୀ ଏବଂ…