Browsing Tag

Terrorist attack

ବୁର୍କିନା ଫାସୋରେ ଆତଙ୍କୀ ଆକ୍ରମଣ: କ୍ଷେତରେ କାମ କରୁଥିବା ବେଳେ ଚାଷୀଙ୍କ ଉପରେ ଆଖିବୁଜା ଗୁଳି, ୪୧ ମୃତ

ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋର ବୋଉକଲ୍‌ ଡୁ ମାହାନ୍‌ ଅଞ୍ଚଳର ଚାଷୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି। ଏଥିରେ ୪୧ ଜଣଙ୍କ ମୃତ୍ୟୁ ହୋଇଛି। ଘଟଣା ପରଠାରୁ ଉକ୍ତ ଅଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ବୋଉକଲ୍‌ ଡୁ ମାହାନ୍‌ ଅଞ୍ଚଳର ରାଜ୍ୟପାଳ ଏହି ସୂଚନା…

କରାଚି ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ପଶିଛନ୍ତି ୧୦ ଆତଙ୍କବାଦୀ, ବିସ୍ଫୋରଣ ପରେ ଚାଲିଛି ଆଖିବୁଜା ଗୁଳି ଚାଳନା, ୨…

ଇସଲାମବାଦ : ପାକିସ୍ତାନର କରାଚି ସହରରରେ ଶୁକ୍ରବାର ବଡ଼ ଆତଙ୍କବାଦୀ ଆକ୍ରମଣ ହୋଇଛି । ୮ ରୁ ୧୦ ଆତଙ୍କବାଦୀ ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ ପଶିବା ସହ ଆଖିବୁଜା ଗୁଳି ଚାଳନା ଆରମ୍ଭ କରିଦେଇଛନ୍ତି । ଏହି ଆକ୍ରମଣ ଶରାହ-ଏ-ଫୈସଲ ଅଂଚଳରେ ହୋଇଛି । କରାଚି ପୁଲିସ ମୁଖ୍ୟ କାର୍ଯ୍ୟାଳୟରେ…

ଦିଲ୍ଲୀ ଉପରେ ଆତଙ୍କବାଦୀଙ୍କ ନଜର; ଭାରତରେ ପହଞ୍ଚି ସାରିଲାଣି ବିସ୍ଫୋରକ! ଅଗଷ୍ଟ ୧୫ ପାଇଁ ଦେଶରେ ହାଇ ଆଲର୍ଟ ଜାରି

ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ। ଗୁଇନ୍ଦା ଏଜେନ୍ସି ଏ ନେଇ ଆଲର୍ଟ ଜାରି କରିଛି। ଏଜେନ୍ସି ମୁତାବକ, ଡ୍ରୋନ୍‌ ଜରିଆରେ ଦେଶକୁ ବିସ୍ଫୋରକ ଅଣାଯାଇଛି। ଏହି ବିସ୍ଫୋରକଗୁଡ଼ିକୁ ଦେଶର ଅଲଗା ଅଲଗା ସହରକୁ ପଠାଯାଇଛି। ଏ ସବୁ ପାକିସ୍ତାନ ସୀମାରୁ ପଞ୍ଜାବ ରାସ୍ତା…

ଆତଙ୍କବାଦୀଙ୍କ ଟାର୍ଗେଟରେ ହିନ୍ଦୁ, ବ୍ୟାଙ୍କ ଭିତରେ ପଶି ମ୍ୟାନେଜରଙ୍କ ଉପରକୁ କଲେ ଆଖିବୁଜା ଗୁଳିବର୍ଷା

କେନ୍ୟୁଜ୍(ବ୍ୟୁରୋ): ଆତଙ୍କୀଙ୍କ ଟାର୍ଗେଟରେ ହିନ୍ଦୁ। ଆତଙ୍କବାଦୀମାନେ ଲଗାତର ହିନ୍ଦୁମାନଙ୍କୁ ଟାର୍ଗେଟ କରୁଛନ୍ତି । କୁଲଗାମରେ ଆତଙ୍କବାଦୀମାନେ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକ ଜଣଙ୍କ ହେଲେ ବିଜୟ କୁମାର । ସେ ରାଜସ୍ଥାନର ବାସିନ୍ଦା ଥିଲେ ।…

ଆତଙ୍କୀଙ୍କ ଟାର୍ଗେଟରେ ସୁରକ୍ଷା କର୍ମୀ ! ଶ୍ରୀ ନଗରର ଭିତରେ ଓ ବାହାରେ ଜାରି ହେଲା ରେଡ ଆଲର୍ଟ

ଆତଙ୍କୀଙ୍କ ଟାର୍ଗେଟରେ ପୁଣି ଥରେ ସୁରକ୍ଷା କର୍ମୀ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆତଙ୍କବାଦୀମାନେ ସେଠାରେ ରହୁଥିବା ଆତଙ୍କବାଦୀ ମାନେ ସୁରକ୍ଷା ବଳଙ୍କ ଗାଡିକୁ ଧ୍ୱସ୍ତ କରିଦେବାକୁ ଯୋଜନା କରୁଛନ୍ତି । ଏଥର ଷ୍ଟିକୀ ବମ ବ୍ୟବହାର କରିବାକୁ ଯୋଜନା କରୁଛନ୍ତି । ଏହି କାରଣରୁ…

କାର୍ଯ୍ୟାଳୟରେ ପଶି କାଶ୍ମୀର ପଣ୍ଡିତଙ୍କୁ ଗୁଳି କଲେ ଆତଙ୍କବାଦୀ

ଜମ୍ମୁ କାଶ୍ମୀରର ବଡଗାଓଁ ଜିଲ୍ଲାରେ ଆତଙ୍କବାଦୀ ମାନେ ଜଣେ ସ୍ଥାନୀୟ କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମୃତ କାଶ୍ମୀର ପଣ୍ଡିତ ହେଉଛନ୍ତି ରାହୁଲ ଭଟ । ସେ ସ୍ଥାନୀୟ ତହସିଲରେ କାର୍ଯ୍ୟରତ ଅଛନ୍ତି । ଆତଙ୍କବାଦୀ ମାନେ ତହସିଲ କାର୍ଯ୍ୟାଳୟରେ…

ଡ୍ୟୁଟି ସମୟରେ କନେଷ୍ଟେବଳଙ୍କ ଉପରକୁ ଗୁଳି ଫୁଟାଇଲେ ଆତଙ୍କବାଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଜାମ୍ମୁ କାଶ୍ମୀରର ଶ୍ରୀନଗର ସହରରେ ଆତଙ୍କବାଦୀମାନେ ଜଣେ ପୋଲିସ କନେଷ୍ଟେବଳଙ୍କୁ ଗୁଳି ଫୁଟାଇ ଆଘାତ କରିଥିବା ଜଣାଯାଇଛି । ଆଘାତ ପ୍ରାପ୍ତ କନେଷ୍ଟେବଳ ଜଣଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବାବେଳେ ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ…

ଜାମ୍ମୁ ଚଢା କ୍ୟାମ୍ପ ନିକଟରେ CISF ବସ୍‌ ଉପରକୁ ଆତଙ୍କବାଦୀ ଆକ୍ରମଣ: ଜଣେ ASI ସହିଦ, ୨ ଆହତ

ଜାମ୍ମୁ: CISF ବସ୍‌ ଉପରକୁ ଆତଙ୍କବାଦୀ ଆକ୍ରମଣ। ଜାମ୍ମୁ ଚଢା କ୍ୟାମ୍ପ ନିକଟରେ ଆତଙ୍କବାଦୀ ଆକ୍ରମଣ। ଜଣେ ASI ସହିଦ, ୨ ଆହତ। ଆଜି ସକାଳ ୪ଟା ୨୫ ମିନିଟରେ ମର୍ଣ୍ଣି ସିପ୍ଟ ଡ୍ୟୁଟି ପାଇଁ ବସ୍‌ରେ ଯାଉଥିବାବେଳେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଆକ୍ରମଣର କଡ଼ା ଜବାବ ଦେଇଥିଲେ ଆତଙ୍କବାଦୀ।…

ସାଧାରଣତନ୍ତ୍ର ଦିବସରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା: ଟାର୍ଗେଟରେ ଅଛନ୍ତି ନେତା ଓ ଭିିଭିଆଇପି, ଚେତାବନୀ ଜାରି କଲା…

ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖରେ ଗଣତନ୍ତ୍ର ଦିବସ ପରେଡ଼ ସମୟରେ ଦେଶରେ ଆତଙ୍କୀ ଆକ୍ରମଣ ଆଶଙ୍କା। ଏନେଇ ଗୁଇନ୍ଦା ବିଭାଗ ଦିଲ୍ଲୀ ପୋଲିସକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛି । ଇଣ୍ଡିଆ ଗେଟ୍‌ ଓ ବିଜୟ ଚୌକରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଆଇବି ପୋଲିସକୁ…

୪ ଦିନ ଧରି ଚାଲିଥିଲା ଆତଙ୍କୀ ଲୀଳା, ଥରି ଉଠିଥିଲା ଦେଶର ଆର୍ଥିକ ରାଜଧାନୀ; ପୁଣି ଆତଙ୍କବାଦୀଙ୍କ କବଳରୁ ଏମିତି ରକ୍ଷା…

ତାରିଖ ୨୬ ନଭେମ୍ବର ୨୦୦୮, ଏହା ସେହି ଦିନ ଥିଲା, ଯେଉଁଦିନ ଲସ୍କର-ଏ-ତୈୟବାର ପାଖାପାଖି ୧୦ ଆତଙ୍କବାଦୀ ପୂରା ମୁମ୍ବାଇକୁ ଥରାଇ ଦେଇଥିଲେ। କୋଟି କୋଟି ଘର ଥରି ଉଠିଥିଲା। ଅଜମଲ କସାବ ସମେତ ଏହି ଆତଙ୍କବାଦୀମାନେ ଛତ୍ରପତି ମହାରାଜ ଟର୍ମିନସ୍‌ (CSMT), ତାଜ ମହଲ ପ୍ୟାଲେସ୍‌ ହୋଟେଲ, ହୋଟେଲ…

ଏୟାର ହୋଷ୍ଟ୍ରେସ୍‌ ନିରଜା ଭନୋଟ୍‌, ନିଜ ଜୀବନ ଦେଇ ଆତଙ୍କବାଦୀଙ୍କ କବଳରୁ ଉଦ୍ଧାର କରିଥିଲେ ୩୬୦ ଯାତ୍ରୀଙ୍କୁ

ବିମାନ ହାଇଜ୍ୟାକ୍‌ର କଥା ଉଠିଲେ ଆସେ ‘ନିରଜା ଭନୋଟ୍‌’ଙ୍କ ନାଁ। ନିରଜା ଜଣେ ବିମାନ ପରିଚାରିକା ହୋଇଥିଲେ ମଧ୍ୟ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ସେ ନିଜ ଜୀବନ ଦେଇ ଦେଇଥିଲେ। ଏଣୁ ସେ ‘ହିରୋଇନ୍‌ ଅଫ୍‌ ହାଇଜ୍ୟାକ୍‌’ ଭାବେ ମଧ୍ୟ ଜଣାଶୁଣା। ତାଙ୍କ ସାହସିକତା ପାଇଁ କେବଳ ଭାରତ ନୁହେଁ,…

ଆତଙ୍କବାଦୀଙ୍କ ବର୍ବରକାଣ୍ଡ: ଘରେ ପଶି ଏସପିଓଙ୍କୁ ଆଖିବୁଜା ଗୁଳି କରି କଲେ ହତ୍ୟା

ଜାମ୍ମୁକାଶ୍ମୀର(କେନ୍ଯୁଜ୍): ଆତଙ୍କବାଦୀଙ୍କ ବର୍ବରକାଣ୍ଡ। ଘରେ ପଶି ଏସପିଓଙ୍କୁ ହତ୍ୟା କଲେ ଆତଙ୍କୀ। ଜାମ୍ମୁକାଶ୍ମୀର ଅଓ୍ଵନ୍ତିପୁରାରେ ଏସପିଓ ଫୈୟାଜ ଅହମ୍ମଦଙ୍କ ଘରେ ପଶି ଆକ୍ରମଣ କରିଛନ୍ତି। ବିଳମ୍ବିତ ରାତିରେ ଘରେ ପଶି ଆଖିବୁଜା ଗୁଳି ଚଳାଇଥିଲେ ଆତଙ୍କବାଦୀ। ଫୈୟାଜଙ୍କ ମୁଣ୍ଡରେ…