ପାକିସ୍ତାନ : ଆଉ ଜଣେ ଆତଙ୍କବାଦୀର ସନ୍ଦେହଜନକ ମୃତ୍ୟୁ,ଜମ୍ମୁ କାଶ୍ମୀର ଆକ୍ରମଣରେ ଥିଲା ସାମିଲ
ପାକିସ୍ତାନରେ ଗତ ଦୁଇଦିନ ହେଲାଣି ହାର୍ଡକୋର ଆତଙ୍କବାଦୀ ମୃତ୍ୟୁ ଖବର ସାମ୍ନାକୁ ଆସୁଛି । ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଆଜମ ଚିମାର ମୃତ୍ୟୁ ପରେ ପୁଣି ଜଣେ ଆତଙ୍କବାଦୀ ଶେଖ ଜମିଲ-ଉର-ରହମାନଙ୍କ ମୃତ୍ୟୁ ହୋଇଛି । ଖେବର ପଖତୁନଖ୍ଵାର ଅବଟାବାଦରେ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ…