ପନୁନଙ୍କୁ ମାରିବା ପାଇଁ ହୋଇଥିଲା ୧ ଲକ୍ଷ ଡଲାରର ଡିଲ୍, ଆମେରିକା କୋର୍ଟରେ ଦୋଷ ସ୍ୱୀକାର କଲେ ନିଖିଲ
ନୂଆଦିଲ୍ଲୀ : ଶିଖ୍ ବିଚ୍ଛିନ୍ନତାବାଦୀ ନେତା ପନୁନ୍ ହତ୍ୟା ଷଡ଼ଯନ୍ତ୍ରରେ ଦୋଷ ମାନିଲେ ଭାରତୀୟ ନାଗରିକ ନିଖିଲ ଗୁପ୍ତା । ଆମେରିକା କୋର୍ଟରେ ଦୋଷ ସ୍ୱୀକାର କଲେ ନିଖିଲ । ପନୁନଙ୍କୁ ମାରିବା ପାଇଁ ହୋଇଥିଲା ୧ ଲକ୍ଷ ଡଲାରର ଡିଲ୍ । ଆମେରିକାରେ ରହୁଥିବା ଶିଖ୍ ବିଚ୍ଛିନ୍ନତାବାଦୀ ନେତା…