ଦିଲ୍ଲୀ ରେଳଷ୍ଟେସନରୁ ଗିରଫ ହେଲା ଲସ୍କର ଆତଙ୍କବାଦୀ
ଦିଲ୍ଲୀ ରେଳଷ୍ଟେସନରୁ ଗିରଫ ହୋଇଛି ଲସ୍କର ଆତଙ୍କବାଦୀ। ଗିରଫ ଆତଙ୍କବାଦୀର ନାମ ରିଆଜ ଅହମ୍ମଦ। ଜମ୍ମୁକଶ୍ମୀରର କୁପୱାଡା ଜିଲ୍ଲାର ବାସିନ୍ଦା ରିଆଜ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ। ନିକଟରେ ଜମ୍ମୁକଶ୍ମୀର ପୋଲିସ କୁପୱାଡା ଜିଲ୍ଲାରେ ଏକ ଲସ୍କର ଇ ତୋଇବା ମଡ୍ୟୁଲର ପର୍ଦ୍ଦାଫାଶ କରିଥିଲା।…