ଫେଲ ମାରିଲା ପାକିସ୍ତାନର ଷଡଯନ୍ତ୍ର, ସ୍ପେଶାଲ ସେଲ ହାତରେ ୬ ଆତଙ୍କୀ ଗିରଫ
ନୂଆଦିଲ୍ଲୀ : ଫେଲ ମାରିଲା ପାକିସ୍ତାନର ଷଡଯନ୍ତ୍ର । ଦିଲ୍ଲୀ ପୋଲିସର ସ୍ପେଶାଲ ସେଲକୁ ମିଳିଛି ବଡ ସଫଳତା । ସ୍ପେଶାଲ ସେଲ ଆଜି ଦିଲ୍ଲୀ, ରାଜସ୍ତାନ ଓ ୟୁପିରୁ ୬ ଜଣଙ୍କୁ ଗିରଫ କରିଛି । ଏମାନେ ସମସ୍ତେ ଆତଙ୍କବାଦୀ ସଂଗଠନ ଆଇଏସଆଇ ଓ ଅଣ୍ଡରୱାର୍ଲ୍ଡ ସହ ସମ୍ପର୍କ ରଖିଥିବା ଜଣାପଡିଛି ।…