Browsing Tag

tesla

ଏଲନ ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ, ୨୫ ହଜାର କୋଟି କରିଥାନ୍ତେ ନିବେଶ

ଟେସଲା ସିଇଓ ଏଲନ୍ ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ । ପ୍ରଥମ ଥର ପାଇଁ ଭାରତ ଆସିଥାନ୍ତେ ଏଲନ ମସ୍କ । ଏପ୍ରିଲ ୨୧ ଓ ୨୨ରେ ଭାରତ ଆସିବାର କାର୍ଯ୍ୟକ୍ରମ ରହିଥିଲା । ଯାହା ଏବେ ସ୍ଥଗିତ ହୋଇଥିବା ଖବର ମିଳିଛି । ଏହି ଯାତ୍ରା ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଥାନ୍ତେ…

ଭାରତରେ ଏଣ୍ଟ୍ରି କରିବାକୁ ଯାଉଛି Tesla, ସମଗ୍ର ବିଶ୍ୱରେ ବିକ୍ରି ହେଉଛି ଏହି ସବୁ ଗାଡି

ଟେସଲା ସିଇଓ ଏଲନ୍ ମସ୍କ ଏପ୍ରିଲରେ ଭାରତ ଗସ୍ତରେ ଆସିବାକୁ ଯାଉଛନ୍ତି । ଏଲନ୍ ମସ୍କ ନିଜେ ଏହି ବିଷୟରେ ସୂଚନା ଦେଇଛନ୍ତି । ମସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭେଟିବେ । ବିଶ୍ୱ ବଜାରରେ ଟେସଲାର ଇଲେକ୍ଟ୍ରିକ ଯାନର ବହୁତ ଚାହିଦା ରହିଛି । ବର୍ତ୍ତମାନ ଟେସଲା ତୃତୀୟ ବୃହତ୍ତମ…

ଟେସଲା କମ୍ପାନୀରେ ନିଜ ପଦବୀକୁ ନେଇ ଭୟରେ ଏଲସ ମସ୍କ, ରହିଛି ମାତ୍ର ୧୩%ର ମାଲିକାନା

ନିଜ ପଦବୀକୁ ନେଇ ଭୟଭୀତ ଟେସଲାର ସିଇଓ ଏଲନ ମସ୍କ । ମସ୍କ ଟେସଲା କମ୍ପାନୀରେ ତାଙ୍କ ପଦରୁ ବହିଷ୍କୃତ ହେବା ସମ୍ଭାବନାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ରିପୋର୍ଟ ଅନୁଯାୟୀ, ଏକ କଲ୍‌ ସମୟରେ ମସ୍କ ଟେସଲାରେ ଥିବା ଅଂଶ ଏବଂ ତାଙ୍କ ଦାୟିତ୍ୱକୁ ନେଇ ଆଲୋଚନା କରିଥିଲେ । ଟେସଲାରେ ମାତ୍ର ୧୩…

Teslaର ବୈଦ୍ୟୁତିକ କାର୍‌ରେ ଲାଗିଲା ନିଆଁ, ଆୟତ୍ତ କରିବାରେ ଖର୍ଚ୍ଚ ହେଲା ୧.୩୬ ଲକ୍ଷ ଲିଟର ପାଣି

ବିଶ୍ୱରେ ଯେତେବେଳେ ବି ବୈଦ୍ୟୁତିକ କାର୍‌ କଥା ଉଠେ, ‘Tesla’ର ନାମ ପ୍ରଥମେ ଆସିଥାଏ। ଏଲନ ମସ୍କଙ୍କ କମ୍ପାନୀ ଟେସ୍‌ଲା ବିଶ୍ୱର ବିଭିନ୍ନ ଦେଶରେ ନିଜର ବୈଦ୍ୟୁତିକ କାର୍‌ ବିକ୍ରି କରୁଛି। ଟେସ୍‌ଲାର କାର୍‌ଗୁଡ଼ିକ ଯେଉଁଠି ନିଜର ଆଡ୍‌ଭାନ୍ସ ଟେକ୍ନୋଲୋଜି ପାଇଁ ଚର୍ଚ୍ଚାରେ ଥାଏ, ସେଠି କେବେ…

ଗୁଜରାଟରେ ପ୍ରତିଷ୍ଠା ହେବ ‘ଟେସ୍‌ଲା’ କମ୍ପାନୀର ପ୍ରଥମ ପ୍ଲାଣ୍ଟ୍‌…ଜଲ୍‌ଦି ହୋଇପାରେ ଘୋଷଣା

ଭାରତରେ ବହୁତ ଜଲ୍‌ଦି ଏଣ୍ଟ୍ରି କରିବ ଟେସ୍‌ଲା। ରିପୋର୍ଟ ମୁତାବକ, ଆଗାମୀ ବର୍ଷ ଜାନୁୟାରୀରେ ହିଁ ଟେସ୍‌ଲା ଭାରତରେ ନିଜର ପ୍ରଥମ ପ୍ଲାଣ୍ଟ୍‌ ପ୍ରତିଷ୍ଠା କରିବ। ବିଶ୍ୱର ସବୁଠାରୁ ବଡ଼ ଇଲେକ୍ଟ୍ରିକ୍‌ ଗାଡ଼ି ନିର୍ମାତା କମ୍ପାନୀ ‘ଟେସ୍‌ଲା’ ଗୁଜରାଟର ଗାନ୍ଧୀନଗରରେ ହେବାକୁ ଥିବା…

ଭାରତରେ ତିଆରି ହେବ Tesla Factory

ଆସିଲା ଏଲନ ମସ୍କକୁ ନେଇ ଆଉ ଏକ ବଡ଼ ଖବର। ଟେସଲା କାର କମ୍ପାନୀ ମୁଖ୍ୟ ଏଲନ ମସ୍କ ଏକ ନୂଆ ଘୋଷଣା କରିବାକୁ ଯାଉଛନ୍ତି। ଏଲନ ମସ୍କଙ୍କ କମ୍ପାନୀ ଟେସଲା ଇଣ୍ଡିଆନ ଇଲେକଟ୍ରିକ କାର ମାର୍କେଟରେ ନିଜର ବେସକୁ ଷ୍ଟ୍ରଙ୍ଗ କରିବା ପାଇଁ ଯୋଜନା କରୁଛି। ଖୁବ ଶୀଘ୍ର ଭାରତରେ ଏହା ନିଜର…

ଏଲନ ମସ୍କଙ୍କ ଛେଳି ମୂର୍ତ୍ତି ତିଆରି କଲେ ଫ୍ୟାନ୍‌, ଖର୍ଚ୍ଚ ହୋଇଛି ପାଖାପାଖି ୫ କୋଟି ଟଙ୍କା

ଟେସଲା ସିଇଓ ଏଲନ ମସ୍କ ଟ୍ଵିଟର କିଣିବା ପରେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଏଲନ ମସ୍କଙ୍କ ସମର୍ଥକ ତାଙ୍କ ସମ୍ମାନରେ ୩୦ ଫୁଟ ଲମ୍ବା ଏକ ସ୍ମାରକୀ ତିଆରି କରିଛନ୍ତି। ୬ ଲକ୍ଷ ଡଲାରରେ ପ୍ରସ୍ତୁତ ଏହି ୫ ଫୁଟ ଏବଂ ୯ ଇଞ୍ଚ ଲମ୍ବା ସ୍ମାରକୀ ଦେଖି ଏପରି ଲାଗୁଛି, ଯେପରି ଏକ ଛେଳି ଶରୀର ଉପରେ…

ଏଲନ ମସ୍କ ଟେସ୍‌ଲାର ୧୯.୫ ମିଲିୟନ ସେୟାର ବିକିଲେ! ୨୦୦ ବିଲିୟନ ଡଲାର ତଳେ ପହଞ୍ଚିଲା ନେଟ୍‌ଓ୍ଵର୍ଥ

ଏଲନ ମସ୍କ ନିଜ କମ୍ପାନୀ ଟେସ୍‌ଲାକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଟେସ୍‌ଲାର ୧୯.୫ ମିଲିୟନ ସେୟାର ବିକ୍ରି କରିଛନ୍ତି। ଏହି ସେୟାରଗୁଡ଼ିକର ଦାମ୍‌ ୩.୯୫ ବିଲିୟନ ଡଲାର। ଟ୍ଵିଟର ଉପରେ ଅଧିଗ୍ରହଣ ପରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ନିଜ କମ୍ପାନୀ ଟେସ୍‌ଲାକୁ ନେଇ ଏହି…

ଏଲନ ମସ୍କଙ୍କ ଘୋଷଣା; ଟ୍ଵିଟର କର୍ମଚାରୀ ଏବେ ଦିନକୁ ୧୨ ଘଣ୍ଟା ଏବଂ ୭ ଦିନ କାମ କରିବେ, ନହେଲେ ଯିବ ଚାକିରି

ଆକ୍ସନ ମୋଡରେ ଏଲନ ମସ୍କ। ଟ୍ଵିଟର କିଣିବା ପରେ ଏମିତି ନିଷ୍ପତ୍ତି ନେଇଛନ୍ତି ମସ୍କ। ନିକଟରେ କିଛିଦିନ ତଳେ ଟେସଲା ମାଲିକ ଏଲନ ମସ୍କ ଟ୍ୱିଟର କିଣିଛନ୍ତି। ଟ୍ଵିଟର କିଣିବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରିବର୍ତ୍ତନ କରିଛନ୍ତି ମସ୍କ। ଟ୍ଵିଟରରେ ବ୍ଲୁ ଟିକ୍‌ ପାଇଁ ପାଇଁ ୟୁଜର୍ସ ଏବେ…

ଡଜ୍ ମିମ୍ କଏନ ଓ ଏଲନ ମସ୍କଙ୍କ ଗୋଟେ Tweet, କ୍ରିପ୍ଟୋକରେନ୍ସି ମାର୍କେଟରେ ଗୋଟେ ଦିନରେ ଇନକମ୍ କଲା ୪୧ ହଜାର କୋଟି

ବର୍ତ୍ତମାନ ଡିଜିଟାଲ ମାର୍କେଟରେ ବହୁତ୍ ଲୋକ ଇନଭେଷ୍ଟ କରୁଛନ୍ତି। ପୁଣି କିଛି ଲୋକ ଏହି ବା ପାଇଁ ମଧ୍ୟ ଅନେକ ଲୋକ ଇଛା ପ୍ରକାଶ କରୁଛନ୍ତି। ଏଥିରେ ପ୍ରାୟ ଯୁବମାର୍କେଟରେ ସଫଳ ହେଉଛନ୍ତି ତ ଆଉ କିଏ ନିଜ ଟାର୍ଗେଟକୁ ପୁରା କରିପାରୁନାହାନ୍ତି । ତେବେ ଆପଣ ଜାଣିଥିବେ ଏବେ ଅନଲାଇନ ବିଜନେସ…

ସିଙ୍ଗଲ ଚାର୍ଜରେ ଯିବ ୯୮୨ କିଲୋମିଟର, ଲଞ୍ଚ ହେବା ପୂର୍ବରୁ ବୁକ ହେଲା ୧୦ ଲକ୍ଷରୁ ଅଧିକ ଗାଡ଼ି

ସାରା ଦୁନିଆରେ ଇଲେକଟ୍ରିକ ବାହନର ଡିମାଣ୍ଡ ଏବେ ବଢ଼ିଚାଲିଛି । ତେଲ ଦର ବୃଦ୍ଧି କାରଣରୁ ସମସ୍ତେ ଚାର୍ଜ ଗାଡ଼ି ବ୍ୟବହାର ପାଇଁ ପସନ୍ଦ କରୁଛନ୍ତି । ଏହି ସେଗମେଣ୍ଟରେ ଆମେରିକା ଗାଡ଼ି କମ୍ପାନୀ  Tesla ରହିଛି ସବୁଠୁ ଆଗରେ । ନିକଟରେ କମ୍ପାନୀ ଗ୍ଲୋବାଲ ମାର୍କେଟରେ ନିଜର ପ୍ରଥମ ପିକ-ଅପ…

ଦୁନିଆର ଟପ ଡ୍ରାଇଭିଙ୍ଗ ରେଞ୍ଜ ଦେଉଥିବା କାର, ସିଙ୍ଗଲ ଚାର୍ଜରେ ଯାଏ ଅଧିକ କିଲୋମିଟର

Tesla  ପକ୍ଷରୁ ନୂଆ ଇଲେକଟ୍ରିକ କାର ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି । ଗତବର୍ଷ ଡିସେମ୍ବରରେ କେନ୍ଦମନ୍ତ୍ରୀ ନିତୀନ ଗଡ଼କରୀ ଏହି ଗାଡିର ବଜାର ପ୍ରବେଶକୁ ନେଇ ମୋହର ଲଗାଇଥିଲେ । ତେଣୁ ଏ ବର୍ଷ ଭାରତୀୟ ବଜାରରେ Tesla କମ୍ପାନୀ ତରଫରୁ ନୂଆ ଇଲେକଟ୍ରିକ କାର ବିକ୍ରି ହେବାକୁ ଯାଉଛି…