Browsing Tag

test cricket

ଆଇପିଏଲ୍‌ ଭଳି ମିଳିବ ଟେଷ୍ଟ ମ୍ୟାଚର ଫି, ବିସିସିଆଇ ନେଇପାରେ ବଡ଼ ନିଷ୍ପତ୍ତି !

ଟେଷ୍ଟ କ୍ରିକେଟ ପ୍ରତି ଖେଳାଳିଙ୍କ ରୁଚି ବଢାଇବା ପାଇଁ ବିସିସିଆଇ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି । ଦିନକୁ ଦିନ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ପ୍ରତି ଖେଳାଳିମାନେ ଅଧିକ ଆକର୍ଷିତ ହେଉଥିବା ବେଳେ ଟେଷ୍ଟ କ୍ରିକେଟ ପ୍ରତି ଖେଳାଳିମାନେ ଦୂରେଇ ଯାଉଥିବା ଦେଖାଯାଉଛି । ତେଣୁ ବିସିସିଆଇ…

ଡେଭିଡ ଓ୍ଵାର୍ଣ୍ଣର ଟେଷ୍ଟ କ୍ରିକେଟରୁ ନେବେ ସନ୍ନ୍ୟାସ, ଜାଣନ୍ତୁ କେବେ ?

WTC ଫାଇନାଲ ପୂର୍ବରୁ ବଡ ଘୋଷଣା କରିଛନ୍ତି ଅଷ୍ଟ୍ରେଲିଆର ଓପନର ଡେଭିଡ ଓ୍ଵାର୍ଣ୍ଣର । ଓ୍ଵାର୍ଣ୍ଣର ପାକିସ୍ତାନ ବିପକ୍ଷରେ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ହେବାକୁ ଥିବା ଟେଷ୍ଟ ସିରିଜ ପରେ ଟେଷ୍ଟ ଖେଳରୁ ସନ୍ନ୍ୟାସ ନେଇପାରନ୍ତି । ଆସନ୍ତା ଜାନୁଆରୀରେ ଟେଷ୍ଟରୁ ବିଦାୟ ନେଇପାରନ୍ତି…

ପାକିସ୍ତାନ ମାଟିରେ ଟେଷ୍ଟ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଇଂଲଣ୍ଡର ଏହି ଷ୍ଟାର ଅଲରାଉଣ୍ଡର

ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ମୋଇନୀ ଅଲ୍ଲୀ ପାକିସ୍ତାନ ଟୁର ପାଇଁ ଖେଳିବାକୁ ଚାହୁଁଛନ୍ତି। ମୋଇନୀ ଅଲ୍ଲୀଙ୍କ କହିବାନୁଯାୟୀ, ସେ ପାକିସ୍ତାନରେ ଖେଳିବା ପାଇଁ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା କଥାକୁ ଫେରାଇ ନେଉଛନ୍ତି। ଏହା ସହିତ ଇଂଲଣ୍ଡର ନୂଆ ଅଧିନାୟକଙ୍କ ଅଧିନରେ ପୁଣିଥରେ ଟେଷ୍ଟ…

ମୋହାଲି ଟେଷ୍ଟର ଆଜି ଦ୍ୱିତୀୟ ଦିନ: ବଡ଼ ସ୍କୋର ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ

କେନ୍ଯୁଜ୍: ମୋହାଲି ଟେଷ୍ଟର ଆଜି ଦ୍ୱିତୀୟ ଦିନ । ବଡ଼ ସ୍କୋର ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ । ରବୀନ୍ଦ୍ର ଜାଡେଜା ଅପରାଜିତ ୪୫ ରନ କରିଛନ୍ତି । ଜାଡେଜାଙ୍କ ଠାରୁ ବଡ ସ୍କୋର ଆଶା ରଖିଛନ୍ତି ଫ୍ୟାନ୍‌ । ତାଙ୍କ ସହ ଅଛନ୍ତି ଆର ଅଶ୍ୱିନ । ସେ ୧୦ ରନ କରି ଅପରାଜିତ ଅଛନ୍ତି । ଭାରତ ୬…

ପ୍ରଥମ ଟେଷ୍ଟ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବାଂଲାଦେଶର ଐତିହାସିକ ବିଜୟ

କେନ୍ଯୁଜ୍: ବାଂଲାଦେଶର ଐତିହାସିକ ବିଜୟ । ନ୍ୟୁଜିଲାଣ୍ଡ ବିପକ୍ଷରେ ବାଂଲାଦେଶର ବଡ଼ ବିଜୟ । ପ୍ରଥମ ଟେଷ୍ଟ ମ୍ୟାଚରେ ୮ ଓ୍ଵିକେଟରେ ଜିତିଲା ବାଂଲାଦେଶ । ଏହି ବିଜୟ ସହ ବାଂଲାଦେଶ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ ୨୦୨୩ ପାଇଁ ୧୨ ପଏଣ୍ଟ ହାସଲ କରିଛି । ନ୍ୟୁଜିଲାଣ୍ଡ ବାଂଲାଦେଶ ଆଗରେ ରଖିଥିଲା…

ହ୍ଵାଇଟ୍‌ ବଲ୍‌ କ୍ରିକେଟ ଅଧିକ ଦିନ ଖେଳିବା ପାଇଁ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇପାରନ୍ତି ରବିନ୍ଦ୍ର ଜାଡେଜା!

ବିଶ୍ୱର ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ବେଶ୍‌ ଜଣାଶୁଣା ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇପାରନ୍ତି। ଜାଡେଜା ଗତ କିଛି ଦିନ ହେଲା ଟିମ୍‌ ଇଣ୍ଡିଆ ପାଇଁ କ୍ରିକେଟ୍‌ର ୩ ଟି ଫର୍ମାଟ୍‌ରେ ସବୁଠୁ ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ସାମିଲ ଅଛନ୍ତି ।…

ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ଚେନ୍ନାଇ ସୁପର କିଙ୍ଗସର ଏହି ଖେଳାଳି

ଟେଷ୍ଟ କ୍ରିକେଟରୁ ଅବସର ନେଲେ ଇଂଲଣ୍ଡ ଅଲରାଉଣ୍ଡର ମୋଇନ ଅଲ୍ଲୀ। ଟେଷ୍ଟ କ୍ରିକେଟକୁ ଅଲବିଦା କହିଲେ ୩୪ବର୍ଷିୟ ମୋଇନ। ୬୪ଟି ଟେଷ୍ଟ ମ୍ୟାଚରେ ୧୯୫ଟି ୱିକେଟ ଅକ୍ତିଆର କରିଛନ୍ତି। ୨୮.୨୯ ହାରରେ ୨୯୧୪ ରନ ସଂଗ୍ରହ କରିଛନ୍ତି। ୫ଟି ଶତକ ମଧ୍ୟ ହାସଲ କରିଛନ୍ତି। Greatest memory of Moeen…

ଲର୍ଡସରେ ଶତକ ମାରି ଇତିହାସ ରଚିଲେ କେଏଲ୍‌ ରାହୁଲ୍

କେନ୍ଯୁଜ୍: ଲର୍ଡସରେ ଇତିହାସ ରଚିଲେ କେଏଲ୍‌ ରାହୁଲ । ଓପନର କେ ଏଲ ରାହୁଲ ଲର୍ଡସ ଟେଷ୍ଟରେ ଶତକ ମାରି ଇତିହାସ ରଚିଛନ୍ତି । ଦୁଇ ବର୍ଷ ପର୍ଯ୍ୟନ୍ତ ଟେଷ୍ଟ ମ୍ୟାଚରୁ ଦୂରେଇ ରହିଥିବା ରାହୁଲ ଲର୍ଡସର ଐତିହାସିକ ମୈଦାନରେ ନିଜ କ୍ୟାରିୟରର ଷଷ୍ଠ ଶତକ ଲଗାଇଛନ୍ତି। ପ୍ରଥମ ଟେଷ୍ଟରେ ମୟଙ୍କ…

ଟେଷ୍ଟ କ୍ରିକେଟକୁ ଜଲ୍‌ଦି ହିଁ ଫେରିବାକୁ ଚାହୁଁଛନ୍ତି ଭୁବନେଶ୍ୱର କୁମାର, କହିଲେ ଏହି କଥା

ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ଏବଂ ଟି୨୦ ସିରିଜ୍‌ ସମୟରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଜଲଓ୍ଵା ଦେଖିବାକୁ ମିଳିଲା। ନିକଟରେ ହିଁ ସେ ଆହତରୁ ସୁସ୍ଥ ହେବା ପରେ ଟିମ୍‌ ଇଣ୍ଡିଆକୁ ଫେରିଛନ୍ତି। ଭୁବନେଶ୍ୱର କୁମାର କହିଛନ୍ତି କି, ଟେଷ୍ଟ କ୍ରିକେଟ ଏବେ ବି ତାଙ୍କ ପ୍ରାଥମିକତା…

ବିଶ୍ୱ ଟେଷ୍ଟ କ୍ରିକେଟ୍‌ରେ ସବୁଠୁ ଅଧିକ ରନ୍ ସ୍କୋରର, ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି

ନୂଆଦିଲ୍ଲୀ: ଲଗାତର ଚତୁର୍ଥ ବର୍ଷ ପାଇଁ ବିଶ୍ୱ ଟେଷ୍ଟ କ୍ରିକେଟ୍‌ରେ ସବୁଠୁ ଅଧିକ ରନ୍ ସ୍କୋରର ହୋଇଛନ୍ତି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲୀ । ବର୍ଷ ୨୦୧୯ରେ ବିରାଟ କୋହଲୀ ୨୪୫୫ ରନ୍ କରିଛନ୍ତି । ୨୦୧୬, ୨୦୧୭, ଓ ୨୦୧୮ରେ ମଧ୍ୟ ବିରାଟ ସର୍ବାଧିକ ରନ୍ ସ୍କୋରର ହୋଇଛନ୍ତି । ଜାରି…

ମଜବୁତ ସ୍ଥିତିରେ ଭାରତ, ଗତକାଲିର ଅସମାପ୍ତ ଇନିଂସକୁ ଆରମ୍ଭ କଲେ ଚେତେଶ୍ୱର ପୂଜାରା ଓ ମୟଙ୍କ ଅଗ୍ରୱାଲ

ମଜବୁତ ସ୍ଥିତିରେ ଭାରତ । ପ୍ରଥମ ଦିନ ବାଙ୍ଗଳାଦେଶକୁ ୧୫୦ ରନରେ ଧରାସାୟୀ କରିବା ପରେ ଚେତେଶ୍ୱର ପୂଜାରା ଓ ମୟଙ୍କ ଅଗ୍ରୱାଲ ଗତକାଲିର ଅସମାପ୍ତ ଇନିଂସକୁ ଆରମ୍ଭ କରିବେ । ଟି-20 ରେ ଦମଦାର ପ୍ରଦର୍ଶନ ପରେ ବିରାଟ ବାହିନୀ ବର୍ତ୍ତମାନ ଟେଷ୍ଟରେ ମଧ୍ୟ ଦମଦାମ ପ୍ରଦର୍ଶନ କରିଛନ୍ତି । ପ୍ରଥମ…