ତୃତୀୟ ଟେଷ୍ଟ: ବ୍ୟାଟର ତିଷ୍ଠି ରହିଲେ ଏ ମ୍ୟାଚ୍ ଜିତି ପାରିବ ଟିମ୍ ଇଣ୍ଡିଆ
କେପ୍ଟାଉନ୍ : ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ୨ ଓ୍ଵିକେଟ୍ ହରାଇ ୫୭ ରନ୍ କରିଛି । ପୁଣି ବିଫଳ ହୋଇଛନ୍ତି ଦଳର ଦୁଇ ଓପ୍ନର କେଏଲ୍ ରାହୁଲ ଓ ମୟଙ୍କ ଅଗ୍ରଓ୍ଵାଲ । ଭାରତୀୟ ଦଳ ଏବେ ୪୭ ରନ୍ରେ ଆଗୁଆ ରହିଛି । ହେଲେ ବଡ଼ ଆକାରରେ ଲିଡ୍ ନନେଲେ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ହାତେଇ…