Browsing Tag

textbook error

Textbook Error Case: ପାଠ୍ୟପୁସ୍ତକ ତ୍ରୁଟି ମାମଲା, ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ମିଳିଲା ଜାମିନ

ଭୁବନେଶ୍ବର: ପାଠ୍ୟପୁସ୍ତକ ତ୍ରୁଟି ମାମଲା । ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତମୂଳକ ଜାମିନ। ଓଡ଼ିଶାର ସରକାରୀ ସ୍କୁଲ ପାଠ୍ୟପୁସ୍ତକରେ ଏକାଧିକ ତଥ୍ୟଗତ ଓ ବିଷୟବସ୍ତୁଗତ ତ୍ରୁଟିକୁ ନେଇ ସୃଷ୍ଟି ହୋଇଥିବା ବହୁଚର୍ଚ୍ଚିତ ମାମଲାରେ ବଡ଼ ଅପଡେଟ୍ । SCERTର ପୂର୍ବତନ…

ପାଠ୍ୟପୁସ୍ତକ ତ୍ରୁଟି ମାମଲା, ଗିରଫ ଆଶଙ୍କାରେ ହାଇକୋର୍ଟ ଗଲେ ଦୁଇ ପ୍ରିଣ୍ଟର

କଟକ: ପାଠ୍ୟପୁସ୍ତକ ତ୍ରୁଟି ମାମଲାକୁ ନେଇ ଆସିଛି ବଡ଼ ଖବର । ସ୍କୁଲ ପାଠ୍ୟପୁସ୍ତକ ମୁଦ୍ରଣରେ ହୋଇଥିବା ଅନିୟମିତତା ମାମଲାରେ ରାଜ୍ୟ ଅପରାଧ ଶାଖା (କ୍ରାଇମବ୍ରାଞ୍ଚ) ଏସ୍‌ସିଇଆର୍‌ଟିର ପୂର୍ବତନ ନିର୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିବାର ଦିନକ ପରେ ଏହି ମାମଲାରେ ସମ୍ପୃକ୍ତ ବେସରକାରି…

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକ ତ୍ରୁଟି ମାମଲା, ମନୋଜ ପାଢ଼ୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର: ରାଜକୋଷକୁ୧୭୫ କୋଟିର ଚୂନ! । ବିନା ଯାଞ୍ଚରେ ଛାପିଦେଲେ ଭୁଲ୍ ବହି । ତ୍ରୁଟିପୂର୍ଣ୍ଣ ବହି ପ୍ରକାଶନ ମାମଲାରେ ପୂର୍ବତନ SCERT ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଓଡ଼ିଶା ସ୍କୁଲ୍ ପାଠ୍ୟପୁସ୍ତକ ତ୍ରୁଟିପୂର୍ଣ୍ଣ ବହି ପ୍ରକାଶନ ମାମଲାରେ ଆଜି ଏକ ବଡ଼…

ପାଠ୍ୟପୁସ୍ତକ ତ୍ରୁଟି ମାମଲା, କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପରେ ନିଆଯିବ ୫ଟି ବଡ଼ ପଦକ୍ଷେପ

ଭୁବନେଶ୍ୱର : ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପରେ ଆଗକୁ ୫ଟି ବଡ଼ ପଦକ୍ଷେପ ନିଆଯିବ । ପ୍ରଥମେ ତୁରନ୍ତ ରୁଜୁ ହେବ ଏଫ୍ ଆଇଆର୍ । ଆଗାମୀ କିଛି ଦିନ ମଧ୍ୟରେ SCERT ନିର୍ଦ୍ଦେଶକ ଆନୁଷ୍ଠାନିକ ଭାବେ କ୍ରାଇମବ୍ରାଞ୍ଚ ଏସପିଙ୍କ ନିକଟରେ ଏଫ୍ ଆଇଆର୍ ଦାୟର…

ପାଠ୍ୟ ପୁସ୍ତକ ତ୍ରୁଟି; ଅପରାଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ

ଭୁବନେଶ୍ୱର : ପାଠ୍ୟ ପୁସ୍ତକରେ ତ୍ରୁଟି, ସମଗ୍ର ପ୍ରକ୍ରିୟାର ଅପରାଧିକ ତଦନ୍ତ ହେବ । କ୍ରାଇମବ୍ରାଞ୍ଚ ଏସ୍.ପି.ଙ୍କ ନିକଟରେ ଏଫ୍.ଆଇ.ଆର୍ କରିବାକୁ SCERT ନିର୍ଦ୍ଦେଶକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟ ପୁସ୍ତକରେ ତ୍ରୁଟି ଘଟଣାକୁ…

ପୁସ୍ତକ ତ୍ରୁଟି ସୁଧାରିବାକୁ SCERT ପାଇଁ ୧୪ ନିୟମ, ଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ଭୁବନେଶ୍ୱର : ସ୍କୁଲ ପାଠ୍ୟପୁସ୍ତକରେ ଭୁଲକୁ ରୋକିବା ଏବଂ ଶିକ୍ଷାର ମାନ ସୁଧାରିବାକୁ SCERT ପାଇଁ ଆସିଲା ୧୪ ନିୟମ ।  ସ୍କୁଲ ପାଠ୍ୟପୁସ୍ତକରେ ତଥ୍ୟଗତ, ଭାଷାଗତ ଏବଂ ପ୍ରିଣ୍ଟିଂ ଜନିତ ଭୁଲ୍ ରୋକିବା ପାଇଁ ଶିକ୍ଷା ବିଭାଗ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି ।  ସ୍କୁଲ ଓ ଗଣଶିକ୍ଷା ବିଭାଗ…

ପିଲାଙ୍କ ପାଠପଢ଼ା ବହିରେ ତ୍ରୁଟି, ସରିଲା ତଦନ୍ତ

ଭୁବନେଶ୍ୱର : ପିଲାଙ୍କ ପାଠପଢ଼ା ବହିରେ ମାଳମାଳ ତ୍ରୁଟି ଘଟଣାରେ ତଦନ୍ତ ପାଇଁ ଉନ୍ନୟନ କମିଶନର ଦେଓ ରଂଜନ କୁମାର ସିଂହଙ୍କ ନେତୃତ୍ବରେ ଗଠିତ ୩ ଜଣିଆ କମିଟିର ଅବଧି ସରିଛି । ୭ ଦିନ ଧରି ତନାଘନା କରିବା ପରେ ପୁସ୍ତକ ପ୍ରସ୍ତୁତିରେ କାହାର ଭୂମିକା କ’ଣ ରହିଥିଲା, କିଏ ଉତ୍ତରଦାୟୀ, କମିଟି…

ପାଠ୍ୟ ପୁସ୍ତକ ତ୍ରୁଟି ଘଟଣାରେ ତଦନ୍ତ ଆରମ୍ଭ, ଦୋଷୀଙ୍କ ବିରୋଧରେ ୭ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ପାଠ୍ୟ ପୁସ୍ତକ ତ୍ରୁଟି ଘଟଣାରେ ତଦନ୍ତ ଆରମ୍ଭ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ବହିରେ ତ୍ରୁଟିକୁ ନେଇ ତଦନ୍ତ ଆରମ୍ଭ କଲେ ଡିସି । ଉନ୍ନୟନ କମିଶନର ଦେଓ ରଞ୍ଜନ ସିଂଙ୍କ ତଥ୍ଯ ସଂଗ୍ରହ ଆରମ୍ଭ । କେମିତି ଓ କାହିଁକି ତ୍ରୁଟି ହେଲା ତାକୁ ନେଇ ଆରମ୍ଭ ହୋଇଛି ଛାନବିନ । ଗତକାଲି…