Browsing Tag

thailand

ଥାଇଲାଣ୍ଡର ରାଜରାସ୍ତାରେ ବେଣ୍ଟଲି କାରରେ ବୁଲୁଛି ସିଂହ ଛୁଆ, ଭାଇରଲ ହେଉଛି ଭିଡ଼ିଓ

ନିକଟରେ ଥାଇଲ୍ୟାଣ୍ଡର ରାସ୍ତାରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଛି । ଏଠାକାର ଜଣେ ପର୍ଯ୍ୟଟକ ଏକ ସିଂହ ଛୁଆ ସହିତ ବିଳାସପୂର୍ଣ୍ଣ ବେଣ୍ଟଲି କାରରେ ଯାତ୍ରା କରୁଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ସାଉଥ ଚାଇନା ମର୍ନିଂ ପୋଷ୍ଟ…

ଥାଇଲାଣ୍ଡ: ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ୨୦ ମୃତ; ବଢ଼ିପାରେ ମୃତକଙ୍କ ସଂଖ୍ୟା

ମଧ୍ୟ ଥାଇଲାଣ୍ଡରେ ଏକ ବାଣ କାରଖାନାରେ ବୁଧବାର ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ପ୍ରାୟ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଜଣେ ଉଦ୍ଧାରକର୍ମୀ ଏ ନେଇ ସୂଚନା ଦେଇ କହିଛନ୍ତି ଯେ ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବାର ସମ୍ଭାବନା ରହିଛି । ରିପୋର୍ଟ…

ଅଜବ ଏ ରେସ୍ତୋରାଁ, ପାଣିରେ ପଡ଼ିଛି ଚେୟାର, ଖେଳୁଛନ୍ତି ମାଛ

ଅଜବ ରେସ୍ତୋରାଁ। ପାଣି ଭିତରେ ପଡ଼ିଛି ଚେୟାର ଟେବୁଲ । ଭିତରକୁ ପଶିଗଲେ ପାଣିରେ ଗୋଡ଼ ପୁରାଇ ବସିବେ। ଖାଲି କଣ ପାଣି ଅଛି , ପାଣି ଭିତରେ ଅଛନ୍ତି ଅନେକ ରଙ୍ଗୀନ ରଙ୍ଗୀନ ମାଛ। ଆପଣ ଯେଉଁଠି ବି ପାଦ ରଖିବେ ସେଠି ମାଛ ଦେଖିବେ। ଆଉ ଏହାରି ଭିତରେ ବସି ଆପଣଙ୍କୁ ଖାଇବାକୁ ପଡ଼ିବ। କାରଣ…

ନଭେମ୍ବର ୧୦ରୁ ମେ’ ୧୦ ପର୍ଯ୍ୟନ୍ତ ବିନା ଭିସାରେ ଥାଇଲାଣ୍ଡ ଯାତ୍ରା କରିପାରିବେ ଭାରତୀୟ: ଥାଇ ପର୍ଯ୍ୟଟନ

ଭାରତରୁ ଥାଇଲାଣ୍ଡ ଯାତ୍ରା କରିବାକୁ ଯୋଜନା କରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଏବେ ସେମାନଙ୍କୁ ଥାଇଲାଣ୍ଡ ଯିବା ପାଇଁ ଆଉ ଭିସା ଦରକାର ହେବ ନାହିଁ। ଥାଇଲାଣ୍ଡର ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଯେ ଭାରତ ଏବଂ ତାଇୱାନରୁ ଆସୁଥିବା ଲୋକଙ୍କ ପାଇଁ ଭିସା ଆବଶ୍ୟକତାକୁ ଛାଡ କରାଯିବ। ଏହି…

ଥାଇଲାଣ୍ଡରେ ବର୍ଷା ହେଲା କାଳ! ସ୍କୁଲ ଛାତ ଭୁଶୁଡ଼ି ୪ ଛାତ୍ରଙ୍କ ସମେତ ୭ ମୃତ

ଉତ୍ତର ଥାଇଲାଣ୍ଡରେ ଟାଇଫୁନ୍ ଓ ବର୍ଷା ତାଣ୍ଡବ ରଚିଛି। ପ୍ରବଳ ବର୍ଷାରେ ଏକ ସ୍କୁଲର ଛାତ ଭୁଶୁଡ଼ି ପଡ଼ିବାରୁ ଘଟଣାସ୍ଥଳରେ ୪ ଛାତ୍ରଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ଘଟିଛି। ଅଧିକାରୀଙ୍କ ସୂଚନା ମୁତାବକ, ସୋମବାର ଘଟିଥିବା ଏହି ଘଟଣାରେ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି। ବ୍ୟାଙ୍କକ୍‌ଠାରୁ ୩୦୦…

ଥାଇଲାଣ୍ଡରେ ଜଳୁଛି ପାହାଡ଼, ୧୧ ଲକ୍ଷ ୨୦ ହଜାର ସ୍କୋୟାର ମିଟର ଜଳି ପାଉଁଶ

ଜଳୁଛି ପାହାଡ଼ । ଗୋଟିଏ ନୁହେଁ, ଥାଇଲାଣ୍ଡର ଦୁଇ ଦୁଇଟି ପାହଡ ସମେତ ଜଙ୍ଗଲର ଏକ ଅଂଶରେ ଲାଗିଛି ଭୀଷଣ ନିଆଁ । ରାଜଧାନୀ ବ୍ୟାଙ୍କକ ଠାରୁ ୮୦ କିଲୋମିଟର ଦୂର ଖାଉ ଚାପୁ ପାହାଡରେ ଲାଗିଥିବା ନିଆଁକୁ ଲିଭାଇବାକୁ ଦିନରାତି ଏକ କରିଛନ୍ତି ଅଗ୍ନିଶମ ବାହିନୀ । ନିଆଁକୁ ଆୟତ୍ତ କରିବାକୁ…

ଥାଇଲାଣ୍ଡର ଏକ ମନ୍ଦିରରେ ଡ୍ରଗ୍ସ ଟିମ୍‌ର ଚଢ଼ାଉ; ନିଶା ଖାଇ ଚୁର୍‌ ଥିଲେ ସମସ୍ତ ପୂଜାରୀ…ଏବେ ମନ୍ଦିର ଖାଁ ଖାଁ

ଥାଇଲାଣ୍ଡରେ ପୋଲିସର ଅନେକ ଚେଷ୍ଟା ସତ୍ତ୍ୱେ ଡ୍ରଗ୍ସର କଳା କାରବାର ଥମିବାର ନାମ ନେଉନାହିଁ। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ସ୍ଥାନୀୟ ପୋଲିସ ଅଧିକାରୀଙ୍କ ମୁତାବକ, ଏକ ବୁଦ୍ଧ ମନ୍ଦିରରେ ଡ୍ରଗ୍ସ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ମନ୍ଦିରର…

ଥାଇଲାଣ୍ଡରେ ଚାଇଲ୍ଡ କେୟାର ସେଣ୍ଟରରେ ଗୁଳିକାଣ୍ଡ ଘଟଣା: ମୃତ୍ୟୁସଂଖ୍ୟା ୩୭କୁ ବୃଦ୍ଧି, ନିଜକୁ ଗୁଳିକରି ହତ୍ୟା କରିଛି…

ଥାଇଲାଣ୍ଡ: ଥାଇଲାଣ୍ଡରେ ମୃତ୍ୟୁସଂଖ୍ୟା ୩୭କୁ ବୃଦ୍ଧି । ଥାଇଲାଣ୍ଡରେ ଏକ ଚାଇଲ୍ଡ କେୟାର ସେଣ୍ଟରରେ ଗୁଳିକାଣ୍ଡ ଘଟଣା । ଗୁଳିକାଣ୍ଡରେ ମୃତ୍ୟୁସଂଖ୍ୟା ୩୭କୁ ବୃଦ୍ଧି। ମୃତକଙ୍କ ମଧ୍ୟରେ ୨୨ ଜଣ ଶିଶୁ ଥିବା ସୂଚନା । ମୃତକଙ୍କ ମଧ୍ୟରେ ବୃଦ୍ଧ ଓ ମହିଳା ମଧ୍ୟ ଅଛନ୍ତି । ଥାଇଲାଣ୍ଡର…

ଥାଇଲାଣ୍ଡର ଶିଶୁ ଯତ୍ନ କେନ୍ଦ୍ରରେ ଆଖିବୁଜା ଗୁଳିମାଡ, ୩୫ ମୃତ

ଥାଇଲାଣ୍ଡରେ ଆଖିବୁଜା ଗୁଳିମାଡରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଗୁଳିମାଡ ଶିଶୁଙ୍କ ସ୍କୁଲରେ ହୋଇଛି । ଉତ୍ତରପୂର୍ବ ଅଞ୍ଚଳ ସ୍ଥିତ ନାକ୍ଲାଙ୍ଗ ଜିଲ୍ଲାରେ ପାଖାପାଖି ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତକଙ୍କ ମଧ୍ୟରେ ୨୨ ଜଣ ଶିଶୁ ଅଛନ୍ତି।ଚାଇଲ୍ଡ କେୟାର ସେଣ୍ଟରରେ ଜଣେ…

ଗାଲଫ୍ରେଣ୍ଡ ହୁଅ, ମାସକୁ ୨ଲକ୍ଷ ରୁ ଅଧିକ ଟଙ୍କାର ଦରମା ନିଅ.. ଏଭଳି ପୋଷ୍ଟ ଏବେ ହେଉଛି ଖୁବ ଭାଇରାଲ, ଜାଣନ୍ତୁ…

ବିଜ୍ଞାପନର ଅନେକ ଖବର ପ୍ରାୟ ସମୟରେ ଲୋକଙ୍କ ମଧ୍ୟରେ ଚର୍ଚ୍ଚା ପାଲଟିଯାଏ। ଏମିତିରେ ସୋସିଆଲ ମିଡ଼ିଆରେ ଅନେକ ଖବର ଏବେ ଭାଇରାଲ ହେବାକୁ ଲାଗୁଛି। କାରଣ ଏଥିରେ ଖବର ହିଁ ଥାଏ ଆଶ୍ଚର୍ଯଜନକ। ଏଥିରେ ଯାହା ଡିମାଣ୍ଡ କରାଯାଏ ତାହାକୁ ନେଇ ବେଶ ଚର୍ଚ୍ଚା ଲାଗି ରୁହେ। ଏମିତି ଏକ ମାମଲା…

ମିଷ୍ଟର ୟୁନିଭର୍ସ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା, ପୁରୀର ୩ ଜଣ ପ୍ରତିଯୋଗୀଙ୍କୁ ମିଳିଛି ସଫଳତା

ପୁରୀ (କେନ୍ୟୁଜ୍) : ୱାର୍ଲଡ ଫିଟନେସ ଫେଡେରେସନ ଆନୁକୂଲ୍ୟରେ ଥାଇଲାଣ୍ଡରେ ଅନୁଷ୍ଠିତ ମିଷ୍ଟର ୟୁନିଭର୍ସ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ପୁରୀର ୩ ଜଣ ପ୍ରତିଯୋଗୀ ସଫଳତା ପାଇଛନ୍ତି । ଥାଇଲାଣ୍ଡଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ୧୭୨ଟି ଦେଶରୁ ୩୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ…

ମାନିଲେନି ଚେତାବନୀ… ସ୍ତ୍ରୀ ଆଖି ସାମ୍ନାରେ ହନିମୁନ୍‌ରେ ଯୁବକଙ୍କ ମୃତ୍ୟୁ !

ହନିମୁନ୍‌ରେ ନିୟମ ନ ମାନିବା ପଡ଼ିଲା ମହଙ୍ଗା। ସ୍ତ୍ରୀ ସାମ୍ନାରେ ଚାଲିଗଲା ସ୍ୱାମୀଙ୍କ ଜୀବନ। ଥାଇଲାଣ୍ଡରେ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସମୁଦ୍ରରେ ଗାଧୋଇବା ବେଳେ ହନିମୁନ୍‌ରେ ଯାଇଥିବା ଯୁବକଙ୍କ ମୃତ୍ୟୁ ଘଟିଛି। ୩୪ ବର୍ଷୀୟ ଏହି ବ୍ୟକ୍ତି ସମୁଦ୍ରକୂଳରେ ବିପଦ ସଙ୍କେତ…