Browsing Tag

thailand rescue

ସୁରକ୍ଷିତରେ ଘରକୁ ଫେରିଲେ ଥାଇଲାଣ୍ଡରେ ଅଟକ ଥିବା ଓଡ଼ିଆ ପର୍ଯ୍ୟଟକ, ବୈଦେଶିକ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲେ…

ଭୁବନେଶ୍ବର (କେନ୍ୟୁଜ୍) : ଓଡ଼ିଶା ଫେରିଲେ ଥାଇଲାଣ୍ଡରେ ଅଟକ ପର୍ଯ୍ୟଟକ । ଅଟକ ଥିବା ୭ ଜଣ ଓଡ଼ିଆ ପର୍ଯ୍ୟଟକ ଥାଇଲାଣ୍ଡରୁ ଫେରି କୋଲକାତାରେ ପହଞ୍ଚିିଥିଲେ । ପରେ ସମସ୍ତେ ଘରକୁ ଫେରିଛନ୍ତି । ଏମାନେ ସମସ୍ତେ ସୁନ୍ଦରଗଡ଼ ଅଞ୍ଚଳର । ୩୩ ଜଣ ଭାରତୀୟ କାମ କରୁଥିବା କମ୍ପାନୀ ତରଫରୁ ଥାଇଲାଣ୍ଡ…

ଅନ୍ଧାରୀ ଗୁମ୍ଫାରେ ୧୮ ଦିନ : ଲୋମଟାଙ୍କୁରା ଅନୁଭୂତିକୁ ବଖାଣିଲେ ବାରୋସ୍ ଟିମର ଖେଳାଳି

ନୂଆଦିଲ୍ଳୀ : ଅନ୍ଧାରୀ ଓ ପାଣି କାଦୁଅ ଭର୍ତ୍ତି ଗୁମ୍ଫା ଭିତରେ କେମିତି କଟିଥିଲା ୧୮ ଦିନ ? କେମିତି ଫସି ଯାଇଥିଲେ ଗୁମ୍ଫା ଭିତରେ । ଲୋମଟାଙ୍କୁରା ଓ ଭୟଙ୍କର ଅନୁଭୂତିକୁ ବଖାଣିଛନ୍ତି ଥାଇଲାଣ୍ଡ ଗୁମ୍ଫାରୁ ଉଦ୍ଧାର ହୋଇଥିବା ୧୨ ଜଣ ବାଳକ ଓ ସେମାନଙ୍କ ଫୁଟବଲ କୋଚ୍ । ଆଜି ହସ୍ପିଟାଲରୁ…

ଥାଇଲାଣ୍ଡ ଗୁମ୍ପାରୁ ଉଦ୍ଧାର ପରେ ଆସିଲା ଫୁଟବଲ ଖେଳାଳିଙ୍କ ପ୍ରଥମ ବାର୍ତ୍ତା

ଥାଇଲାଣ୍ଡ: ବ୍ୟସ୍ତ ହୁଅନ୍ତୁ ନାହିଁ। ଆମେ ସୁସ୍ଥ ଓ ଠିକ ଅଛୁ। ଥାଇଲାଣ୍ଡର ଅନ୍ଧାରୀ ଗୁମ୍ପାରୁ ଉଦ୍ଧାର ପରେ ଆସିଛି ଫୁଟବଲ ଖେଳାଳି ଓ କୋଚଙ୍କ ଭିଡିଓ ମ୍ୟାସେଜ୍। ଜଣେ ଜଣେ ବାଳକ ଜଣାଇଛନ୍ତି ବାର୍ତ୍ତା। ଉଦ୍ଧାରକାରୀ ଟିମ୍,ଡାକ୍ତର, ଥାଇ ନୈସେନା ଓ ବିଶ୍ୱବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।…

ଥାଇଲାଣ୍ଡ ସରକାରଙ୍କ ଅନୁରୋଧ କ୍ରମେ ଉଦ୍ଧାର କାର୍ଯ୍ଯରେ ଲାଗିଥିଲେ ଭାରତୀୟ ଇଞ୍ଜିନିୟର

ଥାଇଲାଣ୍ଡ ଗୁମ୍ଫାରୁ ୧୨ ଜଣ ଫୁଟବଲ ଖେଳାଳି ଓ କୋଚକୁ ଉଦ୍ଧାର କରିବାରେ ଭାରତୀୟଙ୍କ ହାତ। ମହାରାଷ୍ଟ୍ର କିର୍ଲୋସ୍କର ବ୍ରଦର୍ସ କମ୍ପାନୀର ଇଞ୍ଜିନିୟର ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲେ। ଏହି ରେସକ୍ୟୁ ଅପରେସନରେ ଅନେକ ଦେଶ ଲାଗିଥିଲେ। ଏହି ସମୟରେ ଥାଇଲାଣ୍ଡ ସରକାର, ଭାରତ…

୧୮ ଦିନର ସସ୍‌ପେନ୍ସ ଶେଷ : ଥାଇଲାଣ୍ଡର ପାଣିଭର୍ତ୍ତି ଅନ୍ଧାର ଗୁମ୍ଫାରୁ ଉଦ୍ଧାର ହେଲେ ସମସ୍ତ ୧୩ ଜଣ

ଥାଇଲାଣ୍ଡ୍ :  ୧୮ ଦିନର ସସ୍‌ପେନ୍ସ ଶେଷ। ମିଶନ୍‌ କେଭ୍‌ ରେସ୍‌କ୍ୟୁ ସକ୍‌ସେସ୍‌ । ପାଣିଭର୍ତ୍ତି ଅନ୍ଧାର ଗୁମ୍ଫାରୁ ସମସ୍ତ ୧୩ ଜଣ ଉଦ୍ଧାର । ଏହା ଚମତ୍କାରୀତା ନା ବିଜ୍ଞାନ, ଜଣାନାହିଁ । କିନ୍ତୁ ସମସ୍ତ ୧୩ ଜଣ ଉଦ୍ଧାର ହୋଇଥିବା ଥାଇଲାଣ୍ଡ ନେଭି କହିଛି । ଆଜି ସକାଳ ୧୦ଟାରେ ଆରମ୍ଭ…

ଥାଇଲାଣ୍ଡରେ ମିଶନ କେଭ୍ ରେସ୍କ୍ୟୁ: ଦୁଇ ଦିନରେ ୮ ଜଣ ଉଦ୍ଧାର

 ଥାଇଲାଣ୍ଡ: ଦୁଇ ଦିନରେ ଗୁମ୍ଫା ଭିତରୁ ୮ ଜଣ ଉଦ୍ଧାର ହୋଇଛନ୍ତି। ପ୍ରଥମେ ୪ ଜଣ ଓ ଗତକାଲି ଆଉ ୪ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ଅନ୍ଧାରୀ ଗୁମ୍ଫା ଭିତରେ ଫସି ରହିଛନ୍ତି ୪ ଜଣ ବାଳକ ଓ ସେମାନଙ୍କର ଜଣେ କୋଚ୍। ଆଶା କରାଯାଉଛି, ଆଜି ସୁଦ୍ଧା ଗୁମ୍ଫା ଭିତରୁ ସମସ୍ତଙ୍କୁ ବାହାରକୁ…

ଥାଇଲାଣ୍ଡରେ ପୁଣି ଆରମ୍ଭ ହେଲା ବିପଦପୂର୍ଣ୍ଣ ରେସ୍‌କ୍ୟୁ ଅପରେସନ୍‌

ଥାଇଲାଣ୍ଡ: ଥାଇଲାଣ୍ଡରେ ମିଶନ କେଭ୍‌ ରେସ୍‌କ୍ୟୁ । ଦୁଇ ଦିନରେ ଗୁମ୍ଫା ଭିତରୁ ୮ ଜଣ ଉଦ୍ଧାର । ଗତକାଲି ୪ ଜଣ ଓ ଆଜି ଆଉ ୪ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଛି । ଏବେ ବି ଅନ୍ଧାରୀ ଗୁମ୍ଫା ଭିତରେ ଫସି ରହିଛନ୍ତି ୪ ଜଣ ବାଳକ ଓ ସେମାନଙ୍କର ଜଣେ କୋଚ୍‌ । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି…

ଥାଇଲାଣ୍ଡ: ଜଟିଳ ହେଉଛି ଉଦ୍ଧାର କାର୍ୟ୍ୟ,ଅକ୍ସିଜେନ ଅଭାବରୁ ଜଣେ ଉଦ୍ଧାରକାରୀଙ୍କ ମୃତ୍ୟୁ

ଥାଇଲାଣ୍ଡ: ଗୁମ୍ଫାରେ ଫସି ରହିଥିବା ୧୨ ଫୁଟବଲ ଖେଳାଳି ଏବଂ ତାଙ୍କ କୋଚ୍‌ଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। କିନ୍ତୁ ଉଦ୍ଧାର କାର୍ୟ୍ୟ ବେଳକୁ ବେଳ ଜଟିଳ ହେଉଛି। ପାଗ ଖରାପ ଯୋଗୁ ଉଦ୍ଧାର କାର୍ୟ୍ୟ ବନ୍ଦ ରହିଛି। ଥାଇଲାଣ୍ଡର ଜଣେ ଅଧିକାରୀଙ୍କ ସୂଚନା ମୁତାବକ ବନ୍ୟା ପ୍ଲାବିତ ଗୁମ୍ଫା…