ଭାରତର ଘୃଣ୍ୟ ପରମ୍ପରା: ଏଠାରେ ଘରର ବଡ଼ ବୟସ୍କଙ୍କୁ ଜୀବନରୁ ମାରି ଦେଇଥାନ୍ତି ପରିବାର ଲୋକେ
ଘରର ବଡ଼ ବୟସ୍କ ଲୋକମାନେ ଆମକୁ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଇଥାନ୍ତି। ହାତ ଧରି ବାଟ ଚାଲିବା ଶିଖାଇଥାନ୍ତି। କେଉଁଠି ଝୁଣ୍ଟି ପଡ଼ିଲେ ଆମ ହାତ ଧରି ନେଇଥାନ୍ତି। ଭୁଲ ବାଟରେ ପାଦ ଦେଲେ ଠିକ୍ ମାର୍ଗ ଦେଖାଇଥାନ୍ତି। ଏଣୁ ସମସ୍ତଙ୍କ ଜୀବନରେ ବୟୋଜ୍ୟେଷ୍ଠମାନେ ରହିବା ନିହାତି ଆବଶ୍ୟକ। କାରଣ…