Browsing Tag

thane

ମୁମ୍ବାଇ ନିକଟ ଲଜିଷ୍ଟିକ୍ସ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ସବୁ ଜଳି ଛାରଖାର

ମହାରାଷ୍ଟ୍ର ଠାଣେ ଜିଲ୍ଲାର ଭିଓ୍ୱଣ୍ଡି ସହରରେ ଥିବା ଏକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ପୂରା ଗୋଦାମ ଜଳି ପାଉଁଶ ହୋଇଯାଇଛି । ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ଅଗ୍ନିଶମ ଅଧିକାରୀମାନେ ସୂଚନା ଦେଇଛନ୍ତି । ମୁମ୍ବାଇଠାରୁ ପାଖାପାଖି ୪୦ କିଲୋମିଟର…

ଠାଣେ: ଚିପ୍ସ କମ୍ପାନୀରେ ଭୟଙ୍କର ନିଆଁ, ଲଗାତାର ହେଉଛି ସିଲିଣ୍ଡର ବିସ୍ଫୋରଣ

ମହାରାଷ୍ଟ୍ରର ଠାଣେରେ ଏକ ଚିପ୍ସ କମ୍ପାନୀରେ ଭୟଙ୍କର ନିଆଁ ଲାଗିଛି । ଠାଣେର ଓ୍ୱାଗଲେ ଇଷ୍ଟେଟ୍‌ ପରିସରରେ ଥିବା ଏକ ଚିପ୍ସ କମ୍ପାନୀରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିବା ସୂଚନା ରହିଛି । ଏଠାରେ ଲଗାତାର ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ ହେଉଛି । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ଗାଡ଼ି…

ପାଞ୍ଚ ଦିନର ଶିଶୁପୁତ୍ରକୁ ୧.୧୦ ଲକ୍ଷ ଟଙ୍କାରେ ବିକିଦେଲେ, ମାଆବାପାଙ୍କ ସମେତ ୬ ଗିରଫ

ମହାରାଷ୍ଟ୍ର ଠାଣେର ଜଣେ ଦମ୍ପତି ନିଜ ପାଞ୍ଚ ଦିନର ଶିଶୁପୁତ୍ରକୁ ୧ ଲକ୍ଷ ୧୦ ହଜାର ଟଙ୍କାରେ ବିକ୍ରି କରିଦେଇଛନ୍ତି । ପୋଲିସ ଏହି ଘଟଣାରେ ନବଜାତକର ମା’ବାପାଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି । ଅର୍ଥାଭାବ ଯୋଗୁ ମା’ବାପା ଜଣେ ନିଃସନ୍ତାନ ଦମ୍ପତିଙ୍କୁ ଶିଶୁପୁତ୍ର ବିକ୍ରି କରିଥିବା…

ମହାରାଷ୍ଟ୍ରର ଠାଣେରେ ଭୁଶୁଡ଼ିଲା ହୋର୍ଡିଂ, ୩ ଆହତ

ମହାରାଷ୍ଟ୍ରରେ ପୁଣି ଏକ ହୋର୍ଡିଂ ଦୁର୍ଘଟଣା । ଠାଣେର କଲ୍ୟାଣରେ ସହଜାନନ୍ଦ ଛକରେ ଶୁକ୍ରବାର ସକାଳେ ଏହି ଦୁର୍ଘଟଣା ଘଟିଛି । ସକାଳ ପ୍ରାୟ ୯ଟା ବେଳେ ଝିପିଝିପି ବର୍ଷା ହେଉଥିବା ସମୟରେ ହୋର୍ଡିଂଟି ହଠାତ୍‌ ଭୁଶୁଡ଼ି ପଡ଼ିଥିଲା । ଦୁର୍ଘଟଣା ବେଳେ ସେଠାରେ ଅନେକ ଲୋକ ଉପସ୍ଥିତ ଥିଲେ ଏବଂ ଅନେକ…

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ କ୍ଲବ ଉପରେ ଏକ ବିଲ୍ଡିଂର ଟିଣ ଶେଡ୍‌ ପଡ଼ି ୯ ଜଣ ପିଲା ଆହତ ହୋଇଛନ୍ତି । ସେଠାରେ ଉପସ୍ଥିତ ଲୋକମାନେ କହିଛନ୍ତି ଯେ ଶେଡ୍‌ ଭୁଶୁଡ଼ିବା କାରଣରୁ କ୍ଲବ ପରିସରରେ ଖେଳୁଥିବା ଅନେକ…

ମହାରାଷ୍ଟ୍ର: ସରାବଲୀରେ ସାନିଟାରୀ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ସବୁ ଜଳିପୋଡି ପାଉଁଶ

ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଥିବା ସରାବଲୀ MIDC ରେ ଏକ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ ଲାଗିଛି । ଘଟଣା ସ୍ଥଳରେ ଦମକଳ ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ ଲାଗିବା ପରେ ଲୋକମାନେ ଏଣେତେଣେ ଦୌଡିଥିଲେ । ନିଆଁ କେମିତି ଲାଗିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ତେବେ ନିଆଁ କେହି…

ଥାନେ ପୋଲିସ ଷ୍ଟେସନ ଗୁଳିକାଣ୍ଡ ଘଟଣାରେ ବିଜେପି ବିଧାୟକ ସମେତ ୩ ଗିରଫ

ମହାରାଷ୍ଟ୍ରର ଥାନେ ଜିଲ୍ଲାରେ ଏକ ପୋଲିସ ଥାନା ଭିତରେ ଗୁଳିକାଣ୍ଡ ହୋଇଛି । ଏହି ଗୁଳିକାଣ୍ଡରେ ୨ ଜଣ ଆହତ ହୋଇଛନ୍ତି । ଏମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଗୁଳିକାଣ୍ଡ ଅଭିଯୋଗରେ ବିଜେପି ବିଧାୟକ ଗଣପତଙ୍କୁ ଗିରଫ କରିଛି ପୋଲିସ । ଉଭୟ ବିଜେପି ଓ ଶିବସେନା କ୍ଷମତାରେ ଥିବା…

ପ୍ରେମିକାକୁ କାର୍‌ ଚଢାଇ ମାରିବାକୁ ଉଦ୍ୟମ କରିଥିବା ପ୍ରେମିକ ଅଶ୍ୱଜିତ ଗିରଫ, କାର୍‌ ଜବତ କଲା SIT

ମହାରାଷ୍ଟ୍ର ଥାନେରେ ଘଟିଥିବା ପ୍ରେମିକାକୁ ଗାଡି ଚଡାଇମାରିଦେବାକୁ ଚେଷ୍ଟା କରିଥିବା ପ୍ରେମିକ ଗିରଫ । ଏହି ମାମଲାରେ ଅଶ୍ୱଜିତ ଗାୟକୱାଡଙ୍କ ସମେତ ୩ ଜଣ ଅଭିଯୁକ୍ତଙ୍କୁ ଏସଆଇଟି ଗିରଫ କରିଛି । ଏହାଛଡା ପୋଲିସ ଅଶ୍ୱଜିତଙ୍କ ଗାଡିକୁ ଜବତ କରିଛି । ପୋଲିସ ଏହି ମାମଲାର ଯାଞ୍ଚ କରି ଏସଆଇଟି…

ପ୍ରେମିକ ବିବାହିତ ଜାଣି ମଧ୍ୟ ସଂପର୍କ ଭାଙ୍ଗିନଥିଲେ ପ୍ରେମିକା, ହେଲେ ପ୍ରେମିକାକୁ ଗାଡି ଚଢାଇ ମାରିବାକୁ ଉଦ୍ୟମ କଲା…

ମୋ ପ୍ରେମିକ ମୋ ଉପରେ କାର୍ ଚଢ଼ାଇ ଦେଲା ଆଉ ମୋତେ ରାସ୍ତା ଉପରେ ମରିବାକୁ ଛାଡ଼ି ଦେଲା ’। ଇଏ ହେଉଛି ପ୍ରେମିକାର ବଡ଼ ଅଭିଯୋଗ । ପ୍ରେମିକାକୁ ମାଡ଼ ମାରିବା ପରେ ଗାଡ଼ି ଚଢ଼ାଇ ମାରି ଦେବାକୁ ଉଦ୍ୟମ । ୨୬ ବର୍ଷୀୟା ବ୍ୟୁଟିସିଆନ ପ୍ରିୟା ଉମେନ୍ଦ୍ର ସିଂହ ନିଜ ପ୍ରେମିକ ବିରୋଧରେ ଏଭଳି ଅଭିଯୋଗ…

ମହାରାଷ୍ଟ୍ର: ଠାଣେରେ ଭୟାବହ ଅଗ୍ନିକାଣ୍ଡ, ସୂତା ଗୋଦାମ ସହ ଜଳି ପାଉଁଶ ହୋଇଗଲା ୧୬ଟି ଗାଡ଼ି

ମହାରାଷ୍ଟ୍ରର ଠାଣେରେ ଥିବା ଏକ ସୂତା ଗୋଦାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ନେଇ ଖବର ନାହିଁ। ରିପୋର୍ଟ ମୁତାବକ, ଠାଣେର ଭିୱାଣ୍ଡି…

ଖଟରୁ ଖସିପଡିଲେ ମହିଳା, ଉଠାଇବା ପାଇଁ ଆସିଲା ଦମକଳ ବାହିନୀ

ଶୋଇବା ପରେ ଖଟରୁ ଉଠିବାକୁ ଚେଷ୍ଟା କରୁଥିବା ବେଳେ ତଳକୁ ଖସିପଡିଲେ ମହିଳା । ଆଉ ମହିଳାଙ୍କୁ ଉଠାଇବା ପାଇଁ ପରିବାର ଲୋକେ ଦମକଳ ବାହିନୀକୁ ଫୋନ କଲେ । ଘଟଣାଟି ମହାରାଷ୍ଟ୍ରର ଥାନେରେ ଘଟିଛି । ଖବର ମୁତାବକ, ମହାରାଷ୍ଟ୍ର ଥାନେରେ ଜଣେ ମହିଳା ଘରେ ଖଟରେ ଶୋଇ ଉଠିବା ପରେ ତଳକୁ ଖସିପଡିଥିଲେ…

ନିର୍ମାଣାଧୀନ ବିଲିଡିଂରୁ ଖସିଲା ଲୁହା ରଡ, ଯୁବକଙ୍କ ଶରୀରରେ ହେଲା ଆରପାର

ମୁମ୍ବାଇର ବଦଲାପୁରରେ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଏକ ନିର୍ମାଣାଧୀନ ବିଲିଡିଂରୁ ଲୁହା ଖସି ଯୁବକଙ୍କ ଦେହରେ ଆରପାର ହୋଇଯାଇଛି । ଯୁବକଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅପରେସନ କରି ଯୁବକଙ୍କ ଦେହରୁ ରଡ କଢାଯାଇଛି । ଯୁବକଙ୍କ ଅବସ୍ଥା ସ୍ଥିର ଥିବା…