YOUTUBEରୁ ଉଡ଼ିଗଲା “ଦ ଏକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର”ର ଟ୍ରେଲର୍, ଅଭିନେତା ଅନୁପମ୍ କହିଲେ….
ମୁମ୍ବାଇ : ବଲିଉଡ଼ର ଅଭିନେତା ଅନୁପମ୍ ଖେରଙ୍କ ଆଗମୀ ଫିଲ୍ମ ଦ ଏକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟରର ଟ୍ରେଲର ବର୍ତ୍ତମାନ ମିଡ଼ିଆରେ ଟ୍ରେଣ୍ଡ କରୁଛି। ତେବେ ଦେଖିବାକୁ ଗଲେ ଏହାର ଟ୍ରେଲର ପରେ ଫିଲ୍ମର କାହାଣୀକୁ ନେଇ ବିବାଦ କମ ହେବାର ନାମ ନେଉନାହିଁ। କାରଣ ଫିଲ୍ମରେ ଗାନ୍ଧୀ ପରିବାରର ଏକ ଭୁଲ…