Browsing Tag

The Department of Corrections

ବ୍ରହ୍ମପୁର: ଅର୍ଦ୍ଧନିର୍ମିତ ଘରୁ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ, ଜଣେ ଗିରଫ

ବ୍ରହ୍ମପୁର: (କେନ୍ୟୁଜ): ଅର୍ଦ୍ଧନିର୍ମିତ ଘରୁ ଗଞ୍ଜେଇ ଜବତ । ବ୍ରହ୍ମପୁର ଆଙ୍କୁଲି ଜାତୀୟ ରାଜପଥ ନିକଟ ଏକ ଅର୍ଦ୍ଧିନିର୍ମିତ ଘରୁ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ରାଇପଙ୍କା ଓ ଅଡ଼ବା ଅଂଚଳର ଦୁଇ ଯୁବକ ଗଞ୍ଜେଇ ବେପାର କରୁଥିବା ଖବରପାଇ ଚଢଉ ହୋଇଥିଲା । ଜଣେ…