Browsing Tag

the great banyan tree

ବଟ ବୃକ୍ଷକୁ ଏପରି ପୂଜା କଲେ ହେବ ସବୁ ମନସ୍କାମନା ପୂର୍ଣ୍ଣ, ଜାଣନ୍ତୁ ପୂଜା କରିବାର ସ୍ୱତନ୍ତ୍ର ବିଧି

ବର ଗଛ ସହିତ ଅନେକ ଲୋକଙ୍କ ଧାର୍ମିକ ଆସ୍ଥା ଯୋଡ଼ି ହୋଇ ରହିଛି। ବଟ ବୃକ୍ଷ ବା ବର ଗଛରେ ଦେବଦେବୀ ବାସ କରୁଥିବାର ବିଶ୍ୱାସ ଅଛି। ଏଥିପାଇଁ ପ୍ରତ୍ୟେକ ଲୋକ ଏହି ଗଛକୁ ପୂଜା କରିଥାନ୍ତି। ଏହାର ପ୍ରତ୍ୟେକଟି ଭାଗରେ ଭଗବାନ ବାସ କର ନ୍ତି। ତେଣୁ ଏହାକୁ ପୂଜା କରିବାର ସ୍ୱତନ୍ତ୍ର ରୀତିନୀତି…

ଭାରତରେ ରହିଛି “ଦ ଗ୍ରେଟ ବାନିୟନ ଟ୍ରି’, ଯାହାର ନାମ ଗିନିଜ ୱାଲର୍ଡ ରେକର୍ଡରେ ମଧ୍ୟ ହୋଇଛି ସାମିଲ

ବର ଗଛ ଦୀର୍ଘଜୀବି ଏବଂ ବିଶାଳ ବୃକ୍ଷ ହୋଇଥାଏ, ଯାହାକୁ ହିନ୍ଦୁ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ମଧ୍ୟ କରାଯାଏ । ଆପଣ ହୁଏତ ଦୁନିଆର ଅନେକ ବରଗଛ ଦେଖିଥିବେ । କିନ୍ତୁ ଦୁନିଆର ସବୁଠାରୁ ବଡ ବରଗଛ ଭାରତରେ ହିଁ ରହିଛି । ଯାହାର ନାମ ଗିନିଜ ବୁକ୍‍ ଅଫ୍‍ ୱାଲର୍ଡ ରେକର୍ଡରେ ଏହାର ନାମ ରହିଛି…