Browsing Tag

The Great Khali

ବାପା ହେଲେ ରେସ୍‌ଲର ‘ଦି ଗ୍ରେଟ୍‌ ଖଲି’, ପତ୍ନୀ ହରମିନ୍ଦର କୌର ଦେଲେ ଶିଶୁପୁତ୍ରକୁ ଜନ୍ମ

'ଦି ଗ୍ରେଟ୍ ଖଲି' ନାମରେ ଜଣାଶୁଣା WWE ସୁପରଷ୍ଟାର ଦିଲୀପ ସିଂ ରାଣା ବାପା ହୋଇଛନ୍ତି। ସେ ଏକ ରିଲ୍ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜ ପୁଅ ସହିତ ନଜର ଆସିଛନ୍ତି। କ୍ୟାପସନରେ ଲେଖିଛନ୍ତି, ‘ଆପଣମାନଙ୍କ ଆଶୀର୍ବାଦରୁ ଆଜି ମୋତେ ଏକ ପୁତ୍ରସନ୍ତାନ ସହିତ ଆଶୀର୍ବାଦ ପ୍ରାପ୍ତ ହୋଇଛି’।…

ରେସଲିଂ ପରେ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ଦ ଗ୍ରେଟ୍‌ ଖଲି, ବିଜେପିରେ ହେଲେ ସାମିଲ

ଭାରତର ଜଣାଶୁଣା ରେସଲର ଦି ଗ୍ରେଟ୍ ଖଲି ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । WWE ରେସଲର ଖଲିଙ୍କୁ ଆଜି ଦିଲ୍ଲୀର ବିଜେପିରେ ଯୋଗ ଦେଇଛନ୍ତି। ଦିଲ୍ଲୀ ସ୍ଥିତ ବିଜେପି କେନ୍ଦ୍ରୀୟ କାର୍ଯ୍ୟାଳୟ ପାର୍ଟିରେ ସାମିଲ ହୋଇଛନ୍ତି। ପାଞ୍ଚଟି ରାଜ୍ୟରେ ଚାଲିଥିବା ବିଧାନସଭା ନିର୍ବାଚନ…

ଦ ଗ୍ରେଟ୍‌ ଖଲିଙ୍କ ମାଆ ଟାଣ୍ଡି ଦେବୀଙ୍କ ନିଧନ, ଏକାଧିକ ଅଙ୍ଗ ହୋଇଯାଇଥିଲା ଅକାମୀ

WWEର ଷ୍ଟାର ରେସଲର ଦ ଗ୍ରେଟ୍‌ ଖଲି ଓରଫ୍‌ ଦଲୀପ ସିଂଙ୍କ ମାଆ ଟାଣ୍ଡି ଦେବୀଙ୍କ ରବିବାର ବିଳମ୍ବିତ ରାତିରେ ନିଧନ ହୋଇଯାଇଛି। ସେ ଲୁଧିୟାନାର ଏକ ହସ୍ପିଟାଲରେ ଭର୍ତ୍ତି ଥିଲେ ଏବଂ ଦୀର୍ଘ ଦିନରୁ ତାଙ୍କର ଚିକିତ୍ସା ଚାଲିଥିଲା। ଖଲିଙ୍କ ମାଆ ହୃଦୟ ଏବଂ ଫୁସ୍‌ଫୁସଜନିତ ରୋଗରେ ପୀଡ଼ିତ ଥିଲେ।…