ପତ୍ନୀ ଗିନ୍ନିଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଲେ ଏବଂ ଫଟୋ ସେଆର କଲେ କମେଡ଼ିଆନ କପିଲ ଶର୍ମା
କେନ୍ୟୁଜ୍: ପପୁଲାର କମେଡ଼ିଆନ କପିଲ ଶର୍ମା ନିଜ ପତ୍ନୀ ଗିନ୍ନିଙ୍କୁ ଜନ୍ମ ଦିନରେ ଶୁଭେଚ୍ଛା ଜଣାଇଛନ୍ତି । ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଫଟୋରେ ମଜାଳିଆ କମେଣ୍ଟ କରିଛନ୍ତି । କପିଲ ଶର୍ମା ଯେତେ ନିଜର କମେଡ଼ି ପାଇଁ ପପୁଲାର ସେତିକି ତାଙ୍କ କ୍ୟାରିଅରରେ ବିବାଦ ଆସିଛି । ତାଙ୍କ ଜୀବନର ଉତ୍ଥାନ…