ବିଲୁପ୍ତ ହେଉଛି ପରମ୍ପରା ଓ ସଂସ୍କୃତିର ବୃକ୍ଷ ତାଳ ଗଛ
"ଦୂର ତାଳବଣ ଆକାଶ ଶୁଣାଏ, ମାଟିର କବିତା କିସେ ...ଏ ଗ୍ରାମର ପଥ ତହିଁ ଦିଗନ୍ତ ମିଶେ। କ୍ଷେତ ପରେ କ୍ଷେତ, କାଶ ଫୁଲ ଆଉ ବେଣାରେ ଜଟିଳା ପାଟ ..ପାଟ ପରେ ବଣ ..ବଣ ମାମୁଁ ଘର ଗାଁ ଦିଶେ "। କବି ବିନୋଦ ନାୟକଙ୍କର ଗ୍ରାମପଥ କବିତାରେ ଇଏ ହେଉଛି ତାଳ ଗଛର ବର୍ଣ୍ଣନା । ତାଳ ଗଛ ଡାଳରେ ବାଇ…