ରାଜଧାନୀରେ ବୁଲିଲା ଖଣ୍ଡା, ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ
ଭୁବନେଶ୍ବର: ରାଜଧାନୀରେ ବୁଲିଲା ଖଣ୍ଡା । ପଳାଶପଲ୍ଲୀ ଅଞ୍ଚଳରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିଲେ ଦୁର୍ବୃତ୍ତ । ପଳାଶପଲ୍ଲୀ ଲେନ ୧୦ରେ ରହୁଥିବା ସମାଜସେବୀ ଶିବପ୍ରସାଦ ଶ୍ରୀଚନ୍ଦନକୁ ହାଣିଛନ୍ତି ଦୁର୍ବୁତ୍ତ । ବାଇକରେ ୩ ଜଣ ଆସି ଆକ୍ରମଣ କରିଛନ୍ତି । ଦୁର୍ବୁତ୍ତମାନେ ଯୁବକଙ୍କୁ ଖଣ୍ଡାରେ…