Browsing Tag

theft

ଭୁବନେଶ୍ବରରୁ ଚୋରି, କୋଲକାତାରୁ ଗିରଫ

ଭୁବନେଶ୍ବର : ଭୁବନେଶ୍ବରରୁ ଚୋରି, କୋଲକାତାରୁ ଗିରଫ । ସହିଦ ନଗରରେ ଏକ ମଲ୍ ରେ ଥିବା ଅଳଙ୍କାର ଦୋକାନରୁ ଲୁଟ୍ କରି ଅଭିଯୁକ୍ତ ଗିରଫ । ଅଭିଯୁକ୍ତ ଦୀନେଶ କୁମାର ଠକରକୁ ଗିରଫ କଲା କମିଶନରେଟ୍ ପୋଲିସ୍ । ଏହା ସହ ଲୁଟ୍ ଗହଣା କିଣିଥିବା ଦୋକନି ମାଲିକ ସଞ୍ଜୟ ଗୁପ୍ତା ମଧ୍ୟ ଗିରଫ ହୋଇଛି ।…

ଚୋର ସନ୍ଦେହରେ ୪ ବନ୍ଧା, ରାତି ଅନିଦ୍ରା ହୋଇ ସନ୍ଦିଗ୍ଧଙ୍କୁ ଧରିଲେ ଗାଁଲୋକେ

ଭଞ୍ଜନଗର: ଚୋର ସନ୍ଦେହରେ ୪ଜଣଙ୍କୁ ବାନ୍ଧିଲେ ଲୋକେ । ରାତି ଅନିଦ୍ରା ହୋଇ ଧରିଲେ । ଭଞ୍ଜନଗର ଜଗନ୍ନାଥପ୍ରସାଦ ଥାନା ଅଞ୍ଚଳର ଅଳସୁ ଗାଁରେ ଗତକଶଲି ରାତିରେ ଘଟିଛି ଏହି ଘଟଣା । ଦୁଇଟି ବାଇକରେ ୪ ଜଣ ଅଜଣା ବ୍ୟକ୍ତି ରାତିରେ ଗାଁ ଭିତରେ ପଶି ଚକ୍କର ମାରୁଥିଲେ । ସେମାନଙ୍କୁ ଏଣେ ତେଣେ…

କୋଇଲେଖା ବାତ୍ୟା ଆଶ୍ରୟସ୍ଥଳୀରୁ ଚୋରି ଅଭିଯୋଗ

ଚାନ୍ଦବାଲି : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତରେ ତାରିଣୀ ଛକ ନିକଟରେ ଥିବା କୋଇଲେଖା ବହୁ ମୁଖି ବାତ୍ୟା ଆଶ୍ରୟସ୍ଥଳୀରୁ ଗତ ଦଶ ତାରିଖ ଦିନ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଆରଡ଼ି ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ସମ୍ପାଦକ ହେମନ୍ତ ବିଶ୍ୱାଳ  । ବାତ୍ୟା…

ବସଷ୍ଟାଣ୍ଡରୁ ଯାତ୍ରୀବାହୀ ବସ୍ ଚୋରି, ସିସିଟିଭିରେ କଏଦ୍ ହେଲା ଚୋରି ବେଳର ଦୃଶ୍ୟ

ଭଞ୍ଜନଗର: ମୋବାଇଲ ଚୋରି, ବାଇକ୍ ଚୋରି, କାର୍ ଚୋରି ହେଉଥିବା କଥା ଆପଣ ଶୁଣିଥିବେ ଜାଣିଥିବେ ନିଶ୍ଚୟ । କିନ୍ତୁ କଣ ଆପଣ ବସ୍ ଚୋରି କଥା କେବେ ଶୁଣିଛନ୍ତି କି ? ଟିକିଏ ଏହି ଭିଜୁଆଲ ଉପରେ ନଜର ପକାନ୍ତୁ ଆଜ୍ଞା, ଷ୍ଟାଣ୍ଡରେ ଥୁଆ ହୋଇଛି ବସ୍ କିଭଳି ଭାବେ ବସଟିକୁ ଧିରେ ଧିରେ ସାଇଟ୍ କରି…

ଚୋରି ସନ୍ଦେହ: ଯୁବକଙ୍କୁ ପିଟି ପିଟି ହତ୍ୟା

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ସଦର ଥାନା ଡେଙ୍ଗ ବୋରେଇ ଗ୍ରାମରେ ଚୋରିକୁ କେନ୍ଦ୍ର କରି ଯୁବକକୁ ଟେକିନେଇ ପିଟି ପିଟି ହତ୍ୟା ଅଭିଯୋଗ । ଲୁହା ରଡ଼ ଓ ପାଇପ ଆକ୍ରମଣ କାରୀଙ୍କ ମାଡ଼ରେ ଅନ୍ୟ ଜଣେ ଆହତ। ମୃତକ ହେଲେ ଗ୍ରାମର ଅକ୍ଷୟ ପଣ୍ଡା ଓ ଆହତ ହେଲେ ଲିଟୁନ ନାୟକ । ସୂଚନା ଅନୁଯାୟୀ…

ଆରଡ଼ି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରୁ ବିଳମ୍ବିତ ରାତିରେ ଚୋରି, ଏକ ମାସ ଭିତରେ ଦୁଇ ଥର ଲୁଟ

ଚାନ୍ଦବାଲି (କେନ୍ୟୁଜ): ଭଦ୍ରକ ଜିଲ୍ଲା ଆରଡ଼ି ଫାଣ୍ଡି ଅଧୀନରେ ଥିବା ଆରଡ଼ି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖ ଗେଟ ତାଲା ଭାଙ୍ଗି ମେଡିକାଲରେ ଥିବା ୨ ଟି କମ୍ପ୍ୟୁଟର ଓ ଗୋଟିଏ ଗ୍ୟାସ ମେସିନ କେହି…

କାର୍‌ରେ ଆସିଲେ, ନେଇଗଲେ ବୋଲେରୋ; ସିସିଟିଭି ଫୁଟେଜ ଭାଇରାଲ

କଟକ (କେନ୍ୟୁଜ): କାର୍‌ରେ ଆସିଲେ, ବୋଲେରୋ ନେଇଗଲେ। କଟକ ଜଗତପୁର ଅଞ୍ଚଳରେ ଗାଡି ଚୋରି ଅଭିଯୋଗ। ସିସିଟିଭିରେ କଏଦ୍‌ ହୋଇଛି ଦୃଶ୍ୟ। ଘର ସାମ୍ନାରୁ ନେଇଗଲେ ଚାରି ଚକିଆ ଯାନ । ଜଗତପୁର ସ୍ଥିତ ଆଇ.ବି ରୋଡ଼ ଅଂଚଳରେ ଏକ ବୋଲେରୋ ଚୋରି ହୋଇଛି। ଏକ କାରରେ ଦୁଇ ଜଣ ଆସି ନେଇ ଗଲେ ବୋଲେରୋ।…

ମିକ୍ସଚର ମେସିନ ଚୋରି ମାମଲାରେ ନକଲି ପ୍ରୟୋଜକ ସିତାଂଶୁ ମହାନ୍ତିକୁ ଗିରଫ କଲା ପୋଲିସ

ଘଟଗାଁ (କେନ୍ୟୁଜ): କେତେବେଳେ ନକଲି ପ୍ରଡ୍ୟୁସର ତ କେତେବେଳେ ନକଲି କଣ୍ଟ୍ରାକ୍ଟର ସାଜି ଚୋରି କରୁଥିଲେ ମିକ୍ସଚର ମେସିନ । ଗତକାଲି କେନ୍ଦ୍ରାପଡା ଜିଲ୍ଲା ହନ୍ତପଡାରୁ ଅଭିଯୁକ୍ତ ସିତାଂଶୁ ମହାନ୍ତିଙ୍କୁ ଗିରଫ କରିଛି ଘଟଗାଁ ପୋଲିସ । ଖବର ଅନୁଯାୟୀ ଗତ କିଛି ଦିନ ତଳେ ଘଟଗାଁ ଅଂଚଳକୁ ଆସି…

୩୮ ଲକ୍ଷ ଟଙ୍କାର ପାଇପ ଚୋରି, ୫ ଅଭିଯୁକ୍ତକଙ୍କୁ କୋର୍ଟ ଚାଲାଣ କଲା ପୋଲିସ

ରାୟଗଡା (କେନ୍ୟୁଜ): ମେଘା ପାନୀୟ ଜଳ ପ୍ରକଳ୍ପର ୩୮ ଲକ୍ଷ ଟଙ୍କାର ପାଇପ ଚୋରି ମାମଲାରେ ୫ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ। ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଧୀନରେ ରହିଥିବା ମେଗା ପ୍ରକଳ୍ପର ପାଇପ ଚୋରି ଘଟଣାରେ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗିରଫ ବ୍ୟକ୍ତିଙ୍କ…

ତାଲା ଭାଙ୍ଗି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ଭିଜୁଆଲ

ମୋହନା (କେନ୍ୟୁଜ): ତାଲା ଭାଙ୍ଗି ଦୋକାନରୁ ଚୋରି । ଇଲେଟ୍ରୋନିକ ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି । ଗଜପତି ମୋହନା ଥାନା ଚନ୍ଦ୍ରଗିରି ମୁଖ୍ୟ ବଜାର ସ୍ଥିତ ମୋହିତ ଇଲେଟ୍ରୋନିକ ଦୋକାନରୁ ଏହି ଚୋରି ହୋଇଛି । ତେବେ ଚୋରିର ସମ୍ପୂର୍ଣ୍ଣ ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଦୋକାନରେ…

ଫେରାଇ ଦେଲେ ଚୋରି କରିଥିବା ଅଷ୍ଟଧାତୁ ମୂର୍ତ୍ତି, ଚିଠି ଲେଖି କହିଲେ ଶୁଆଇ ଦେଲାନି ଭୟାନକ ସ୍ୱପ୍ନ…

ଆପଣ କ୍ୱଚିତ୍ ଭାବରେ ଶୁଣିଥିବେ ଓ ଦେଖିଥିବେ ଯେ ଚୋରମାନେ ଚୋରି କରିବା ପରେ ସେହି ସାମଗ୍ରୀକୁ ଫେରସ୍ତ କରୁଥିବାର। ଆଉ ହଁ ପୋଲିସର ବହୁ ଖୋଜାଖୋଜି ପରେ ଏହା କେତେକ ସ୍ଥାନରେ ସମ୍ଭବ ହୋଇଥାଏ । ଆଜି ଆମେ ଆପଣଙ୍କୁ ଉତ୍ତରପ୍ରଦେଶର ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ…

ଟାଙ୍ଗୀ ପୋଲିସକୁ ବଡ଼ ସଫଳତା: L&T କମ୍ପାନୀର ପାଇପ ଚୋରି କରୁଥିବା ଅଭିଯୋଗରେ ୮ ଜଣ ଡ଼କାୟତଙ୍କୁ କଲା ଗିରଫ

ଟାଙ୍ଗୀ (କେନ୍ୟୁଜ): ଗତକାଲି ବିଳମ୍ବିତ ରାତିରେ ଖୋରଧା ଜିଲ୍ଲା ଟାଙ୍ଗୀ ପୋଲିସ୍ ଟାଙ୍ଗୀ କଲେଜ୍ ପଡିଆରେ ଚଢାଉ କରି ଗୋଟିଏ ହାଇଡ୍ରା ସହ ୩ ଆଇଚର ଟ୍ରକ୍ , ଗୋଟିଏ ଭୁଜାଲି ୩ଟି ଲୁହା ରଡ୍ ସହ ୯ ଟି ଦାମୀ ମୋବାଇଲ ଜବତ କରିଛି ଟାଙ୍ଗୀ ପୋଲିସ୍ । ଚୋରୀ କରୁଥିବା ଅଭିଯୋଗରେ ୮ ଜଣଙ୍କୁ ଗିରଫ…