ଅକ୍ଷୟ କୁମାରଙ୍କ ଠାରୁ ଶାହାରୁଖ ଖାନ୍ଙ୍କ ପର୍ଯ୍ୟନ୍ତ, ବିବାହ ବଂଚାଇବା ପାଇଁ ଦୂରେଇ ରହିଥିଲେ ଅନ ସ୍କ୍ରିନ ଯୋଡିରୁ
ବଲିଉଡରେ ଆଫାୟରସ ଏକ ସାଧାରଣ ଘଟଣା । ତାହା ଅନ୍ ସ୍କ୍ରିନ ହେଉ ବା ଅଫ୍ ସ୍କ୍ରିନ୍ । ତେବେ ବିବାହ ପରେ ମଧ୍ୟ କିଛି କଳାକାର ସେମାନଙ୍କ ଆଫାୟରସକୁ ନେଇ ବେଶ ଚର୍ଚ୍ଚାରେ ରହିଥିଲେ । ଯେଉଁଥିପାଇଁ ତାଙ୍କ ପରିବାରରେ କଳହ ଲାଗି ରହୁଥିଲା । ପରିବାର ଓ ପତ୍ନୀଙ୍କୁ ବଂଚାଇବା ପାଇଁ ଏହି…