Browsing Tag

thief beaten by public

ଧରାକୋଟ କମାଶାସନ ଗ୍ରାମରେ ଚୋରି କରିବାକୁ ଆସିଥିବା ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ, ହାତ ଗୋଡ ବାନ୍ଧି…

ସୋରଡା: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ନିକଟ କମାଶାସନ ଗ୍ରାମରେ ଚୋରି କରିବାକୁ ଆସିଥିବା ଦୁଇ ଯୁବକଙ୍କୁ ନିର୍ଦ୍ଧୁମ ଛେଚା । ଗ୍ରାମବାସୀ କାବୁ କରି ଉଭୟଙ୍କୁ ଗ୍ରାମ କୋଠାଘରେ ବାନ୍ଧି ନିର୍ଦ୍ଧୁମ ମାଡ ମାରିଛନ୍ତି । ଘଟଣାସ୍ଥଳରେ ଧରାକୋଟ ପୋଲିସ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରି…

ଚୋରକୁ ନିସ୍ତୁକ ମାଡ଼, ଚପଲ ମାଳ କରି ପିନ୍ଧାଇ ବୁଲାଇଲେ ଲୋକେ

ଭଦ୍ରକ (କେନ୍ୟୁଜ୍) : ଚୋରକୁ ନିସ୍ତୁକ ମାଡ଼ । ଚପଲ ମାଳ କରି ପିନ୍ଧାଇ ବୁଲାଇଲେ ଲୋକେ । ଘଟଣା ଘଟିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ଣ୍ଣପାଳ ବିଷ୍ଣୁପୁର ମଧୁସୂଦନପୁର ଗାଁରେ । ଗତକାଲି ବିଳମ୍ବିତ ରାତିରେ ଜଣଙ୍କ ଘରେ ପଶିଥିଲା ଚୋର । କିଛି ସମୟ ଖଟ ତଳେ ଶୋଇ ରହିଥିଲା । ଘର ଲୋକ ଶୋଇଗଲା ପରେ…

ଟ୍ରେନରୁ ଚୋରି କରିବା ଅଭିଯୋଗରେ ନିର୍ଧୁମ ମାଡ଼ ମାରିଲେ ଯାତ୍ରୀ

ବାଲେଶ୍ୱର(କେନ୍ୟୁଜ୍): ପିଟା ଖାଇଲା ଚୋର । ଟ୍ରେନରୁ ଚୋରି କରିବା ଅଭିଯୋଗରେ ଉତ୍ତମ ମଧ୍ୟମ ଦେଇଛନ୍ତି ଉତ୍ୟକ୍ତ ଲୋକ। ଜଣେ ଲୋକକୁ ରେଳବାଇ ପୋଲିସ ଉପସ୍ଥିତିରେ ନିର୍ଧୁମ ମାଡ଼ ମାରିଥିଲେ ଉତ୍ୟକ୍ତ ରେଳ ଯାତ୍ରୀ। ବାଲେଶ୍ୱର ଜଳେଶ୍ୱର ଷ୍ଟେସନରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଅଭିଯୋଗ…