thief was beaten

ଚୋରକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଲୋକେ, ଘରୁ ଟଙ୍କା ଚୋରି କରି ଧରାପଡ଼ିଥିଲା

ଭୁବନେଶ୍ୱର: ଭୁବନେଶ୍ୱର ସାମନ୍ତରାପୁର ମାରୁତି ନଗରରେ ଲୋକମାନେ ଚୋରକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ଜଣଙ୍କ ଘରୁ ଟଙ୍କା ଚୋରି ବେଳେ ସମ୍ପୃକ୍ତ ଯୁବକ ଧରାପଡିଥିଲା।…

3 years ago