Browsing Tag

thief

ଅନୁଗୁଳ ବସଲା ସାହିରେ କଙ୍ଗାରୁ କୋର୍ଟ, ପାଇପ୍‌ ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅଧା ଲଣ୍ଡାକରି…

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ଅମନ୍ତପୁର ଗାଁରେ ଅଭାବନୀୟ ଘଟଣା। ପାଇପ୍‌ ଚୋରି କରିବା ଅଭିଯୋଗରେ ଗାଁର ଜଣେ ଯୁବକଙ୍କୁ ବସଲା ସାହିର କିଛି ଯୁବଗୋଷ୍ଠୀ ନିସ୍ତୁକ ମାଡ଼ ମାରିବା ସହ ଅଧା ଲଣ୍ଡାକରି ଗାଁରେ ବୁଲାଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଯୁବକ ଜଣକ ଟ୍ରକରେ ହେଲପର…

ରାତିରେ ଚୋରି କରୁଥିବା ବେଳେ ଧରାପଡିଥିଲା ଚୋର, ହାତ ବାନ୍ଧି ରାସ୍ତାରେ ଚଲାଇବା ପରେ ପୋଲିସ୍ ଜିମା ଦେଲେ ଗ୍ରାମବାସୀ

ବାଲେଶ୍ୱର: ଚୋରକୁ ରାସ୍ତାରେ ବାନ୍ଧି ଚଲାଇବା ପରେ ପୋଲିସ ଜିମା ଦେଲେ ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକରେ ରାତିରେ ଚୋରି କରୁଥିବା ବେଳେ ଧରାପଡିଥିଲା ଚୋର । ଭିଲାଇ ଗାଁର ଗଣେଶ ମାଝୀ ଚୋରି କରୁଥିବା ବେଳେ ଗାଁ ଲୋକେ ତାଙ୍କୁ ଧରିଥିଲେ । ଗଣେଶର ଦୁଇ ହାତକୁ ବାନ୍ଧି ରାସ୍ତାରେ…

ଅନୁଗୁଳ: ଡାକ୍ତରଙ୍କ ଅନୁପସ୍ଥିତିର ସୁଯୋଗ ନେଇ ୩୦ ହଜାର ଟଙ୍କା ଧରି ଚମ୍ପଟ ମାରିଲା ରୋଗୀ

ଅନୁଗୁଳ: ଡାକ୍ତରଙ୍କ କ୍ଲିନିକରୁ ଚୋରି । ଡାକ୍ତରଙ୍କ ଅନୁପସ୍ଥିତିର ସୁଯୋଗ ନେଇ ୩୦ ହଜାର ଟଙ୍କା ଧରି ଚମ୍ପଟ ମାରିଛି ରୋଗୀ । ଯାହାର ସମ୍ପୂର୍ଣ୍ଣ ଦୃଶ୍ୟ କଏଦ ହୋଇଛି ସିସିଟିଭି କ୍ୟାମେରାରେ। ଅନୁଗୁଳର ଡାକ୍ତର ଦୀପକ ଗଡ଼ନାୟକଙ୍କ ବାସଭବନରେ ଚୋରି ହୋଇଛି । ଜଣେ ମହିଳା ତାଙ୍କ କ୍ଲିନିକକୁ…

ଚୋରି କରିବାକୁ ଆସି ଘରର ସୋଫାରେ ହିଁ ଶୋଇଗଲା ଚୋର, ଆଉ ତା’ ପରେ…

କର୍ଣ୍ଣାଟକର ଦକ୍ଷିଣ କନ୍ନଡ଼ରେ ଏକ ଏମିତି ଘଟଣା ଘଟିଛି, ଯାହା ଶୁଣିବା ପରେ ଆପଣ ହସି ହସି ଗଡ଼ିଯିବେ। ଏଠାରେ ଏକ ଚୋର ଜଣଙ୍କ ଘରକୁ ଚୋରି କରିବାକୁ ଆସି ଶୋଇପଡ଼ିଥିବା ଦେଖାଯାଇଛି। ଚୋର ନିଘୋଡ଼ ନିଦ୍ରାରେ ଶୋଇଥିବା ବେଳେ ଘର ମାଲିକ ଆସି ତାକୁ ନିଦରୁ ଉଠାଇ କାବୁ କରିଥିଲେ। ଓପ୍ପିନ୍ଦଗଡ଼ି…

ଏମିତି ଏକ ଚୋର, ଯିଏ ଦୀର୍ଘ ଦୁଇ ମାସ ଧରି ବିଚାରପତିଙ୍କ ସିଟରେ ବସି ଶୁଣାଉଥିଲା ରାୟ

ଚୋର ଯେ ଜର୍ଜଙ୍କ ସିଟରେ ବସି ୨ ମାସ ପର୍ଯ୍ୟନ୍ତ ଫୈସଲା ଶୁଣାଉଥିବ ଏ ପରି ଘଟଣା ହୁଏତ କେହି ବିଶ୍ୱାସ କରିବେ ନାହିଁ । କିନ୍ତୁ ବାସ୍ତବରେ ଏହି କଥାଟି ଶତ ପ୍ରତିଶତ ସତ । ଧନୀ ରାମ ମିତ୍ତଲ ନାମକ ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ ଚୋରି ତ କରୁଥିଲେ । କିନ୍ତୁ ନିଜର କୁବୁଦ୍ଧି ବଳରେ ଏହି ଚୋର…

ରାଜଧାନୀର ହାଇଟେକ ଚୋର, ଅୟସ କରିବାକୁ ଭୁବନେଶ୍ୱରରେ କରୁଥିଲେ ଚୋରି, କମିଶନରେଟ ପୋଲିସ କଲା ଗିରଫ

କେନ୍ୟୁଜ୍(ବ୍ୟୁରୋ):ହାଇଟେକ୍‌ ଚୋର । ଅୟସ କରିବାକୁ ଭୁବନେଶ୍ୱରରେ ଚୋରି କରୁଥିଲେ । ଧରା ପଡ଼ିଗଲା କାରସାଦି । ଦୁଇ ଜଣ ପାଠୁଆ ଚୋରଙ୍କୁ ଗିରଫ କରି ଏଭଳି ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଦୁଇ ଅଭିଯୁକ୍ତ ହେଲେ ଅନୁଗୋଳର ଚିନ୍ମୟ ସାହୁ ଓ ଭୁବନେଶ୍ୱର ଝାରପଡ଼ାର ଗୋପାଳ…

ଭୁବନେଶ୍ୱର: ଚୋରି ପଡିଲା ଭାରି, ଚୋରି କରୁଥିବାବେଳେ କରେଣ୍ଟ ଖାଇ ଗଲା ଜୀବନ

ଭୁବନେଶ୍ବର(କେନ୍ୟୁଜ୍):  ଚୋରି ହେଲା କାଳ। ଚୋରି କରୁଥିବାବେଳେ କରେଣ୍ଟ ଖାଇ ଗଲା ଜୀବନ। ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ଏଭଳି ଅଘଟଣ ଘଟିଛି। ଗତକାଲି ରାତିରେ ଜଣେ ଚୋର ବିଦ୍ୟୁତ ଖୁଣ୍ଟରୁ ତାର ଚୋରି କରୁତିବାବେଳେ କରେଣ୍ଟ ଲାଗିଯାଇଥିଲା। ଫଳରେ ଘଟଣାସ୍ଥଳରେ ଟଳିପଡିଥିଲା। ଆଜି ସକାଳେ…

ଚୋରି ପଡ଼ିଲା ଭାରୀ, ଛାତରୁ ପଡି ଚାଲିଗଲା ଯୁବକର ଜୀବନ

ଭୁବନେଶ୍ୱର (କେନ୍ୟୁଜ୍):   ଚୋରି କରିବକୁ  ଆସି ଚାଲିଗଲା ଜୀବନ। ଘଟଣା  ଘଟିଛି ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ । ପୋଲିସ ସୂଚନା ମୁତାବକ  ଗତ ୨୨ ତାରିଖରେ ନୟାପଲ୍ଲୀ ଥନାକୁ ଜଣେ କେହି ଫୋନକରି N-4 ପ୍ଲଟ ନଂ-୨୮ ନିକଟରେ ଜଣେ ଯୁବକ ଗୁରୁତର  ଅବସ୍ଥାରେ ପଡିରହିଥିବାର ଖବର ମିଳିଥିଲା ।…

ବିବାହରେ ଫଟୋସୁଟ୍‌ ଚାଲିଥିବା ବେଳେ ସୁଟ୍‌ବୁଟ୍‌ରେ ଆସି ଚୋର ଲୁଟି ନେଲା ଟଙ୍କା ଭର୍ତ୍ତି ବ୍ୟାଗ୍‌, ଦେଖନ୍ତୁ…

ବିବାହରେ ଚୋରି ଘଟଣା ଦିନକୁ ଦିନ ବୃଦ୍ଧିପାଇବାରେ ଲାଗିଛି। ବିବାହ ଭଳି ପବିତ୍ର ଉତ୍ସବରେ ଅତିଥିମାନେ ବରବଧୂଙ୍କୁ ଆର୍ଶୀବାଦ ଦେବାକୁ ଆସୁଥିବା ବେଳେ ଲୋକଙ୍କ ବ୍ୟସ୍ତତାର ଫାଇଦା ନେଇ କିଛି ଲୋକ ଏ ଅବସରରେ କଳାକନା ବୁଲାଇଦେଉଛନ୍ତି। ଏବେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି କଡ଼କଡ଼ଡ଼ୁମା…

ଦୟାଳୁ ଚୋର : ବୃଦ୍ଧାଙ୍କ ମଥାରେ ଚୁମ୍ବନ ଦେଇ କହିଲେ, ‘ ତୁମ ଟଙ୍କା ଆମର ଦରକାର ନାହିଁ’, ଭିଡିଓ ଭାଇରାଲ

ଆପଣ ପ୍ରତିଦିନ ଚୋରି ଡକାୟତି ଖବର ନିଶ୍ଚିତ ପଢୁଥିବେ କିମ୍ବା ଶୁଣୁଥିବେ। ପ୍ରତିଦନ ଏପରି ଖବର ଆମମାନଙ୍କୁ ବିଚଳିତ କରିବା ସହ ଆତଙ୍କିତ ମଧ୍ୟ କରୁଛି। ଏହି ଚୋରି ପାଇଁ କେଉଁଠି ହତ୍ୟା କରାଯାଉଛି ତ ଆଉ କେଉଁଠି ମାରପିଟ କରାଯାଉଛି। କିନ୍ତୁ ସୋସିଆଲ ମିଡିଆରେ ଏପରି ଏକ ଚୋରର ଭିଡିଓ ଭାଇରାଲ…

ଚୋରି କରିବାକୁ ଧରାପଡ଼ିଲା ଚୋର, ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ

ପୁରୀ(କେନ୍ୟୁଜ୍): ଧରାପଡ଼ିଲା ଚୋର । ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ। ପୁରୀ ଗୋପ ବ୍ଲକ ସାଇଁସାଇଁ ଗାଁରେ ରାକେଶ ବାରିକ ଚୋରି କରିବାକୁ ଜଣଙ୍କ ଘରେ ପଶିଥିଲେ । ପରେ ଯୁବକଙ୍କୁ କାବୁ କରିଥିଲେ ଗ୍ରାମବାସୀ । ଗଛରେ ବାନ୍ଧି ମାଡ଼ ମାରିବା ସହ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ…

ଗର୍ଲସ୍ ହଷ୍ଟେଲରେ ମହିଳା ବେଶରେ ପଶି ଚୋରି କଲା ଜଣେ ପୁରୁଷ, ଘଟଣା ଜାଣିବା ପରେ ପୋଲିସ୍ ବି ଆଶ୍ଚର୍ଯ୍ୟ

ଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଶ୍ରୀରାମ କଲେଜ ଅଫ୍ କମର୍ସ ଛାତ୍ରାବାସରେ ଏକ ଚୋରି ମାମଲା ସାମ୍ନାକୁ ଆସିଛି । ଯେଉଁ ମାମଲା ପରେ ପୋଲିସର ଏହା ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଦିଲ୍ଲୀ ପୋଲିସ୍ ଅଭିଯୋଗ ଆଧାରରେ କେସ୍ ରୁଜୁ କରି ମାମଲାର ଛାନବିନ୍ ଆରମ୍ଭ କରିଦେଇଛି । ଏହି ମାମଲା କୌଣସି…