Browsing Tag

thieves arrested

ଚୋରଙ୍କ ନୂଆ ଷ୍ଟାଇଲ, ଚୋରି ପାଇଁ ନେଲେ ଗୁଗଲ ମ୍ୟାପର ସାହାଯ୍ୟ

ଗୁଗଲ ମ୍ୟାପ ସାହାଯ୍ୟରେ ଚୋରି କରୁଛନ୍ତି ଚୋର । ଚୋରି କରିବା ପାଇଁ ଆପଣାଇଛନ୍ତି ନୂଆ ଷ୍ଟାଇଲ । ଆପଣ ଭାବୁଥିବେ ଗୁଗଲ ମ୍ୟାପରୁ ଚୋରମାନେ କିପରି ଚୋରି କରିବେ । କିନ୍ତୁ ଏଭଳି କିଛି ଆଶ୍ଚର୍ଯ୍ୟକର ଘଟଣା ଗୁଜୁରାଟରେ ଘଟିଛି । ଚୋରି ଡକାୟତି ଭଳି ମାମଲା ତ ଦିନକୁ ଦିନ ବଢ଼ି ଚାଲିଛି । ଏଭଳି…

କଟକ କମିଶନରେଟ୍‌ ପୋଲିସ ହାତରେ ସୁନା ଅଳଙ୍କାର ଲୁଟେରା, ବିଭିନ୍ନ ଥାନାରେ ୧୦୦ରୁ ଊର୍ଦ୍ଧ୍ୱ କେସ୍‌

କଟକ(କେନ୍ଯୁଜ୍): କଟକ କମିଶନରେଟ୍‌ ପୋଲିସ ହାତରେ ପେଷାଦାର ଲୁଟେରା । ବାଦାମବାଡି ଥାନା ପୋଲିସ ଜଣେ ସୁନା ଅଳଙ୍କାର ଲୁଟେରାକୁ ଗିରଫ କରିଛି । ଲୁଟେରା ଜଣକ ହେଲେ ହେମନ୍ତ ଦାସ । ତା ନାଁରେ ବିଭିନ୍ନ ଥାନାରେ ୧୦୦ରୁ ଉର୍ଦ୍ଧ୍ୱ ଅପରାଧିକ କେସ୍‌ ରହିଛି । ଗତ ୨୯ ତାରିଖରେ ବିକାଶ ନଗର…

ଏତିକି ବେଳକୁ କଣ ଅଟୋ ଖରାପ ହେବାର ଥିଲା ? ଧରାପଡ଼ିଗଲେ ଚୋର

ପିପିଲି (କେନ୍ୟୁଜ୍‌) : ରାତିରେ ଚୋର ଆସି ଦୋକାନରୁ ଜିନିଷ ଓ ଟଙ୍କା ଚୋରି କରି ନେଲେ । ହେଲେ ଚୋରି ଜିନିଷ ଧରି ଯାଇ ପାରିଲେ ନାହିଁ । ସେମାନଙ୍କ ଭାଗ୍ୟ ଖରାପ ଥିଲା । ଫଳରେ ଧରା ପଡ଼ି ଛେଚା ଖାଇଲେ । ଆସନ୍ତୁ ଜାଣିବା ପୂରା ଘଟଣା । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଥାନା ଆଳୋଇ ଗାଁର…

ରାସ୍ତାରେ ଗାଡ଼ି ଅଟକାଇ ଲୁଟ୍‌ କରୁଥିବା ବେଳେ ୪ଡକାୟତଙ୍କୁ ଗିରଫ କଲା ତାଳଚେର ପୋଲିସ୍

ତାଳଚେର : ରାସ୍ତାରେ ଗାଡ଼ି ଅଟକାଇ ଲୁଟ୍‌ କରୁଥିବା ବେଳେ ୪ଡକାୟତଙ୍କୁ ଗିରଫ କଲା ତାଳଚେର ପୋଲିସ । ତାଙ୍କ ନିକଟରୁ ୨୧ହଜାର ଟଙ୍କା ସହ ଭୁଜାଲି ଓ କାତି ଜବତ ହୋଇଛି । ଅଭିଯୁକ୍ତ ହେଲେ ସତ୍ୟଜିତ ନାଏକ, ଆନନ୍ଧ ନାଏକ, ବବୁଲ ବେହେରା ଏବଂ ଚନ୍ଦନ ପାତ୍ର । ତାଳଚେର ଥର୍ମାଲ ସାପ୍ତାହିକ ହାଟକୁ…

ଦୁଇ ଚୋରଙ୍କୁ କାବୁ କରି, ହାତ-ଗୋଡ଼ ବାନ୍ଧି ପୋଲିସର ଜିମା ଦେଲେ ଗ୍ରାମବାସୀ

ସୋର: ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଷଠୀ ଗ୍ରାମର ଓଡ଼ମ୍ବର ସାହିରେ ଗତ କିଛିଦିନ ଧରି ଲଗାତାର ବିଭିନ୍ନ ଘରୁ ଚୋରି ହେଉଥିଲା। ଶନିବାର ସ୍ଥାନୀୟ ଅଞ୍ଚଳରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁଥିବା ବେଳେ, ଲୋକମାନେ ଘରେ ନଥିବାର ସୁଯୋଗ ନେଇ କପ୍ତିପଦା ଅଞ୍ଚଳର ସାଇନ ଓ ଝାଡ଼ଖଣ୍ଡ ଅଞ୍ଚଳର…

ସବ୍ ଇନସ୍ପେକ୍ଟରଙ୍କ ଘରୁ ଚୋରି କରିବା ପଡିଲା ମହଙ୍ଗା, ଚତୁରତାର ସହ ୨ ଚୋରଙ୍କୁ କାବୁ କଲେ ପଡୋଶୀ

କେନ୍ଦୁଝର: ମହଙ୍ଗା ପଡିଲା ପୋଲିସକୁ ଚ୍ୟାଲେଞ୍ଜ । ସବ ଇନସ୍ପେକ୍ଟରଙ୍କ ଘରେ ଚୋରି ସମୟରେ ୨ ଚୋର କାବୁ । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ସବ ଇନସ୍ପେକ୍ଟର ଦୀନଦୟାଲ ମୋଦି ଛୁଟିରେ ଘରକୁ ଯାଇଛନ୍ତି । ଏହି ସମୟରେ ୨ ଚୋର ତାଙ୍କ ଭଡା ଘରେ ପଶି ଚୋରି ଉଦ୍ୟମ କରିଥିଲେ । ପଡୋଶୀଙ୍କ ୨…