third carnival occur in koraput

କୋରାପୁଟରେ ଶୀତର ଆଗମନ ସହ ଅନୁଷ୍ଠିତ ହୋଇଛି ତୃତୀୟ କାର୍ଣ୍ଣିଭାଲ

କୋରାପୁଟରେ ଶୀତର ଆଗମନ ସହ ଆରମ୍ଭ ହୋଇଛି ଆନନ୍ଦ ଉତ୍ସବ । ଅନୁଷ୍ଠିତ ହୋଇଛି ତୃତୀୟ କାର୍ଣ୍ଣିଭାଲ । ଏହାକୁ ଉଦଘାଟନ କରିଛନ୍ତି ଜିଲ୍ଲାପାଳ ମଧୁସୂଦନ ପାଢୀ…

5 years ago