Browsing Tag

third degree

ଥାର୍ଡଡିଗ୍ରୀ ଦେଇଥିବା ଅଭିଯୋଗରେ ତିନି ପୋଲିସ କର୍ମୀଙ୍କୁ ବଦଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଥାର୍ଡ ଡିଗ୍ରୀ ନାଁ ଶୁଣିଲେ ହିଁ ମନରେ ଭୟ ଆସେ । କାରଣ ଏହା ଅତ୍ୟନ୍ତ ଭୟଙ୍କର ହୋଇଥାଏ । ତେବେ ନିକଟରେ ଏଭଳି ଏକ ଘଟଣା ଘଟିଛି ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ଥାର୍ଡଡିଗ୍ରୀ ଦିଆଯାଇଥିବାର ଅଭିଯୋଗ ଆସିଛି । ରିପୋର୍ଟ ମୁତାବକ ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ନିର୍ଦ୍ଧୁମ ମାଡ଼ ମାରିଛନ୍ତି…

ମୋଟୁ ଥାନାରେ ୨ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା, ଏସ୍‌ଆଇଙ୍କ ବଦଳି

କାଲିମେଳା(କେନ୍ଯୁଜ୍): ଚୋରି ଘଟଣାରେ ପ୍ରଥମେ ବସିଲା କଙ୍ଗାରୁ କୋର୍ଟ । ସମାଧାନ ନହେବାରୁ ପୋଲିସ ନିକଟକୁ ଗଲା ମାମଲା । ଘଟଣର ଫଇସଲା କରିବ କଣ ଓଲଟି ୩ଦିନ ହାଜତରେ ରଖି ପିଟିଲା ଦୁଇ ଯୁବକଙ୍କୁ । ଏଭଳି ଏକ ଅଭାବନୀୟ ଘଟଣ ଘଟିଛି, ମାଲକାନଗିରି ଜିଲ୍ଲାରେ । ମୋଟୁ ଥାନାରେ ଚୋରି…

ମାଲକାନଗିରି ଚିତ୍ରକୋଣ୍ଡା ଥାନାରେ ୪ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣା:ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ…

ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡା ଥାନାରେ ୪ ନାବାଳକକୁ ଥାର୍ଡ ଡିଗ୍ରୀ ଘଟଣାର ତଦନ୍ତ ଆରମ୍ଭ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ତଦନ୍ତ ଆରମ୍ଭ କଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ ଏବଂ ଏକ ଟିମ ଚିତ୍ରକୋଣ୍ଡାରେ ପହଞ୍ଚି…

ମହଙ୍ଗା ପଡିଲା ଗୋଇଠା ମାଡ: କେନ୍ଦୁଝର ପାଟଣା ଥାନା IIC ସନ୍ଧ୍ଯାରାଣୀ ଜେନାଙ୍କୁ ନିଲମ୍ବନ କଲେ ପୋଲିସ ଡିଜି

କେନ୍ଦୁଝର: କେନ୍ଦୁଝର ପାଟଣା ଥାନା ଆଇଆଇସିଙ୍କୁ ମହଙ୍ଗା ପଡିଲା ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଦେବା। ଯେଉଁଥିପାଇଁ ଆଇଆଇସି ସଂଧ୍ୟାରାଣୀ ଜେନାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି। ଏହି ଘଟଣାରେ ଇମେଲ ଜରିଆରେ ମାନବାଧିକାର କମିଶନ ଅଭିଯୋଗ ପାଇବାପରେ ତଦନ୍ତ କରି ୪ସପ୍ତାହ ମଧ୍ୟରେ…

ପୋଲିସର ବର୍ବରତା,ନିରିହ ଯୁବକଙ୍କୁ ଥାନାରେ ଥାର୍ଡ ଡିଗ୍ରୀ

ଜଗତସିଂପୁର(କେନ୍ଯୁଜ୍): ଖାକି ବର୍ଦ୍ଦିରେ କଳଙ୍କ । ଜଗତସିଂପୁର ଥାନା ପୋଲିସର ବର୍ବରତା ଅଭିଯୋଗ । ନିରିହ ଯୁବକଙ୍କୁ ରାତି ଅଧିଆ ଉଠାଇ ନେଇ ଥାନାରେ ଥାର୍ଡ ଡିଗ୍ରୀ ଦେବା ସହ ହରିଜନ ଆକ୍ଟରେ ମାମଲା ରୁଜୁ କରିବାକୁ ଧମକାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ଓଡ଼ିଶୋ ପଞ୍ଚାୟତର…