ବହୁତ ଜଲଦି ଆପଣଙ୍କ ହାତକୁ ଆସିବ ଭ୍ୟାକସିନ, ଶେଷ ପର୍ଯ୍ୟାୟରେ ଭାରତ ପ୍ରସ୍ତୁତ କରୋନା ଟୀକା
ଭାରତରେ ଆଉ ପାଦେ ଆଗକୁ ବଢିଲା କୋଭିଡ ଟିକା ପରୀକ୍ଷଣ । ଆସନ୍ତାକାଲି ଭିତରେ ଗୋଟିଏ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ହେବ। ସେପଟେ ସାରା ଦେଶରେ ଟିକା ଉପଲବ୍ଧ କରିବା ନେଇ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ୩ ଦିନ ଭିତରେ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବାକୁ…