ଦେଶବାସୀଙ୍କୁ ଆଶ୍ୱସ୍ତି ଦେଲା ICMR, ମାର୍ଚ୍ଚରେ ଶେଷ ହେବ ତୃତୀୟ ଲହର
କେନ୍ୟୁଜ୍(ବ୍ୟୁରୋ): ଆଇସିଏମ୍ଆର୍ର ଆକଳନ ଆଣିଲା ଆଶ୍ୱସ୍ତି। ମାର୍ଚ୍ଚରେ ଶେଷ ହେବ ତୃତୀୟ ଲହର। ବିଭନ୍ନ ମଡ଼େଲକୁ ସମୀକ୍ଷା ଓ ବିଶ୍ଲେଷଣ କରିବା ପରେ ଆକଳନ କରିଛନ୍ତି ICMR ବିଶେଷଜ୍ଞ ଦଳ। ବିଶେଷଜ୍ଞଙ୍କ ଏଭଳି ଆକଳନ ଦେଶବାସୀଙ୍କୁ ଏକପ୍ରକାର ଆଶ୍ୱସ୍ତ କରିଛି। ଦେଶରେ ତୃତୀୟ ଲହରର ସଂକ୍ରମଣ…