Browsing Tag

third wave

ଦେଶବାସୀଙ୍କୁ ଆଶ୍ୱସ୍ତି ଦେଲା ICMR, ମାର୍ଚ୍ଚରେ ଶେଷ ହେବ ତୃତୀୟ ଲହର

କେନ୍ୟୁଜ୍(ବ୍ୟୁରୋ): ଆଇସିଏମ୍‌ଆର୍‌ର ଆକଳନ ଆଣିଲା ଆଶ୍ୱସ୍ତି। ମାର୍ଚ୍ଚରେ ଶେଷ ହେବ ତୃତୀୟ ଲହର। ବିଭନ୍ନ ମଡ଼େଲକୁ ସମୀକ୍ଷା ଓ ବିଶ୍ଲେଷଣ କରିବା ପରେ ଆକଳନ କରିଛନ୍ତି ICMR ବିଶେଷଜ୍ଞ ଦଳ। ବିଶେଷଜ୍ଞଙ୍କ ଏଭଳି ଆକଳନ ଦେଶବାସୀଙ୍କୁ ଏକପ୍ରକାର ଆଶ୍ୱସ୍ତ କରିଛି। ଦେଶରେ ତୃତୀୟ ଲହରର ସଂକ୍ରମଣ…

ଭାରତରେ ସରିନି ତୃତୀୟ ଲହର କିନ୍ତୁ ବିଶ୍ୱର କିଛି ସ୍ଥାନରେ ଦେଖାଦେଲାଣି କୋଭିଡ ଚତୁର୍ଥ ଲହର

କେନ୍ୟୁଜ୍(ବ୍ୟୁରୋ): ଦ୍ୱିତୀୟ ଲହର ତୁଳନାରେ ତୃତୀୟ ଲହର କମ୍‌ ମାରାତ୍ମକ । କାମ ଦେଇଛି ଟିକା । ସେକେଣ୍ଡ ୱେଭ ଅପେକ୍ଷା ଥାର୍ଡ  ୱେଭରେ ଆକ୍ଟିଭ କେସ୍‌ ଓ ମୃତ୍ୟୁ ସଂଖ୍ୟା କମ୍‌ ରହିଛି । କାରଣ ବଢ଼ିଛି ଟିକା ନେଇଥିବା ଜନସଂଖ୍ୟା । ସମ୍ପୂର୍ଣ୍ଣ ଟିକା ନେଇଥିବା ବ୍ୟକ୍ତଙ୍କ ପାଖରେ ରୋଗର…

ତୃତୀୟ ଲହର ସମ୍ଭାବନା ନିଶ୍ଚିତ କିନ୍ତୁ ମୁକାବିଲା ଲାଗି ଆମେ ସମର୍ଥ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର

କେନ୍ୟୁଜ୍(ବ୍ୟୁରୋ):ତୃତୀୟ ଲହର ସମ୍ଭାବନା ନିଶ୍ଚିତ। ତୃତୀୟ ଲହର ମୁକାବିଲା ଲାଗି ଆମେ ସମର୍ଥ। ଏଭଳି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ଯେତେ ରୋଗୀ ଚିହ୍ନଟ ହେଲେ ତାଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇଦେବୁ। ଏଥିପାଇଁ ଆମେ ପ୍ରସ୍ତୁତ ରହିଛୁ। ବ୍ରିଟେନ୍‌ରେ ଯେମିତି…

ତୃତୀୟ ଲହରରେ ଦେଢ ଗୁଣ ଅଧିକ ହେବ ଶୀର୍ଷ ସଂକ୍ରମଣ, ପ୍ରସ୍ତୁତି ନେଇ ସବୁ ଜିଲ୍ଲାପାଳଙ୍କୁ ACSଙ୍କ ଚିଠି

ଭୁବନେଶ୍ବର(କେନ୍ଯୁଜ୍): ତୃତୀୟ ଲହରକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଆକଳନ। ତୃତୀୟ ଲହରରେ ଦେଢ ଗୁଣ ଅଧିକ ହେବ ଶୀର୍ଷ ସଂକ୍ରମଣ। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୩ ପ୍ରତିଶତରୁ ଅଧିକ ରହିବ। ICU, ସାଧାରଣ ବେଡ୍‌ , ଅମ୍ଲଜାନ ଆବଶ୍ୟକ କରୁଥିବା ରୋଗୀଙ୍କ ସଂଖ୍ୟା ତୃତୀୟ ଲହରରେ ଅଧିକ ରହିବ ବୋଲି…

ଓଡ଼ିଶାରେ କରୋନାର ୩ୟ ଲହର ସଂକ୍ରମଣ ଆଶଙ୍କା କମ୍‌, ଆଇଆଇଟି କାନପୁର ‘ସୂତ୍ର’ ମଡେଲ ପକ୍ଷରୁ ପୂର୍ବାନୁମାନ

ଭୁବନେଶ୍ବର(କେନ୍ଯୁଜ୍):ଓଡ଼ିଶାରେ କରୋନାର ୩ୟ ଲହର ସଂକ୍ରମଣ ଆଶଙ୍କା କମ୍‌ । କରୋନାର ୩ୟ ଲହରକୁ ନେଇ ଏଭଳି ପୂର୍ବାନୁମାନ କରିଛି ଆଇଆଇଟି କାନପୁର ‘ସୂତ୍ର’ ମଡେଲ । କରୋନାର ଯଦି କୌଣସି ନୂତନ ଭାରିଏଣ୍ଟ ନଆସେ ତାହଲେ ଦୈନିକ ସଂକ୍ରମଣ ୨ହଜାର ମଧ୍ୟରେ ରହିପାରେ । ସେପ୍ଟେମ୍ବରରୁ ସଂକ୍ରମଣ…

ଅକ୍ଟୋବରରେ ପିକ୍‌ ପିରିୟଡ ଆସିଲେ ରାଜ୍ୟରେ ଦୈନିକ ୧୪ହଜାର ସଂକ୍ରମିତ ଚିହ୍ନଟ ସମ୍ଭାବନା: ସିବିକେ ମହାନ୍ତି, DMET

ଭୁବନେଶ୍ବର(କେନ୍ଯୁଜ୍): ଅକ୍ଟୋବରରେ ପିକ୍‌ ପିରିୟଡ ଆସିଲେ ପ୍ରତି ୧୦୦ଜଣରେ ୨୩ଜଣ ହସ୍‌ପିଟାଲରେ ଭର୍ତ୍ତି ହେବେ। ଏବେ ୧୨ରୁ ୧୩ପ୍ରତିଶତ ରହିଛି ଶିଶୁ ସଂକ୍ରମଣ ହାର। ଦ୍ୱିତୀୟ ଲହର ୬୪ ଦିନରେ ପିକ୍‌ ନେଇଥିଲା। ଶିଶୁ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଶିଶୁ ଭବନରେ ସେଣ୍ଟ୍ରାଲ୍‌…

ଅକ୍ଟୋବରରେ ପିକ୍‌ ହେବ ଥାର୍ଡ ୱେଭ୍ ! ଶିଶୁମାନେ ହୋଇପାରନ୍ତି ଅଧିକ ପ୍ରଭାବିତ : ଗୃହମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଅକ୍ଟୋବରରେ ପିକ୍‌ ହେବ ଥାର୍ଡ ୱେଭ। ଥାର୍ଡ ୱେଭକୁ ନେଇ ସତର୍କ କରାଇଛି ଗୃହମନ୍ତ୍ରଣାଳୟ। ଥାର୍ଡ ୱେଭରେ ଶିଶୁମାନେ ଅଧିକ ପ୍ରଭାବିତ ହୋଇପାରନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏଭଳି ରିପୋର୍ଟ ଦେଇଛି ଗୃହ ମନ୍ତ୍ରଣାଳୟ। NIDM ଅନ୍ତର୍ଗତ ଏକ କମିଟି ପକ୍ଷରୁ ଏପରି…

ଏବେ ବିଶ୍ୱରେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି କରୋନାର ତୃତୀୟ ଲହର: WHO

ନୂଆଦିଲ୍ଲୀ: ବିଶ୍ୱରେ କରୋନାର ତୃତୀୟ ଲହର ଆରମ୍ଭ ହୋଇସାରିଛି । ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି ବୋଲି କହିଛି WHO । WHO ମୁଖ୍ୟ କହିଛନ୍ତି ସାରା ବିଶ୍ୱରେ ଡେଲ୍‌ଟା ଭାରିଆଣ୍ଟର ଲହର । ୧୧୧ ଦେଶରେ ସାଂଘାତିକ ଭାବେ ବ୍ୟାପୁଛି ଡେଲ୍‌ଟା । ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବଢ଼ୁଛି ।…

ଭ୍ୟାକସିନ ନେବା ପରେ କରୋନାର ୩ୟ ଲହର ଲୋକଙ୍କ ପାଇଁ ହେବନି କ୍ଷତିକାରକ, ICMR ପକ୍ଷରୁ ସୂଚନା

ଭାରତରେ କରୋନାର ୩ୟ ଲହର ଆସେ ତେବେ ଏହା ଦେଶ ପାଇଁ ବେଶି ଗଭୀର ପ୍ରଭାବ ପକାଇବ ନାହିଁ । ଏନେଇ ସୂଚନା ଦେଲେ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ବା ICMR । ଏକ ନୂଆ ଅଧ୍ୟୟନରୁ ଏହା ସମ୍ପର୍କରେ ଜଣାପଡିଛି । ଗାଣିତୀୟ ମଡେଲ ବିଶ୍ଲେଷଣର ଆଧାରରେ ଏହି ଅଧ୍ୟୟନ କରାଯାଇଛି । ଅଧ୍ୟୟନ…

ଦୃଢ଼ ପ୍ରତିଷେଧକ ପଦକ୍ଷେପ ନେଲେ ସବୁଠି ଆସି ନପାରେ ଥାର୍ଡ ୱେଭ୍: କେ. ବିଜୟ ରାଘବନ

କେନ୍ୟୁଜ୍(ବ୍ୟୁରୋ):  ସବୁଠି ଆସି ନପାରେ ଥାର୍ଡ ୱେଭ୍ । ନିଜର ପୁରୁଣା ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ପରାମର୍ଶଦାତା କେ. ବିଜୟ ରାଘବନ । ସେ କହିଛନ୍ତି ଯଦି, ଦୃଢ଼ ପ୍ରତିଶେଧକ ପଦକ୍ଷେପ ନିଆଗଲେ ଦେଶର ସବୁଠି ଥାର୍ଥ ୱେଭ୍ ଆସି ନପାରେ ।…