Browsing Tag

threataining to ollywood star sabyasachi

କଶ୍ମୀର ପ୍ରସଙ୍ଗକୁ ସମର୍ଥନ କରିବାରୁ ଓଲିଉଡ୍‌ ଷ୍ଟାର୍‌ ସବ୍ୟସାଚୀଙ୍କୁ ବିଦେଶରୁ ଧମକ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଧମକ । ଗତକାଲି ଜମ୍ମୁ କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ସବ୍ୟସାଚୀ ଏହାକୁ ସମର୍ଥନ କରି ନିଜ ସୋସିଆଲ ମିଡିଆ ଆକାଉଣ୍ଟସରେ ଲେଖା ଛାଡ଼ିଥିଲେ । ତେବେ ବିଶେଷ କରି ଇନଷ୍ଟାଗ୍ରାମ୍‌ରେ ତାଙ୍କୁ ଗାଳିଗୁଲଜ କରାଯିବା ସହ ଧମକ…