Browsing Tag

threaten

ଶ୍ବଶୁର ଓ ଶଳାଙ୍କ ଉପରକୁ ଗୁଳି କଲା ଜ୍ବାଇଁ, ଅଭିଯୁକ୍ତ ଗିରଫ

ସମ୍ବଲପୁର(କେନ୍ୟୁଜ୍): ସ୍ତ୍ରୀ ଓ ଛୁଆଙ୍କୁ ନପାଇ ଶ୍ବଶୁରଙ୍କୁ ଗୁଳି। ସ୍ତ୍ରୀ ଓ ପିଲାଙ୍କୁ ଖୋଜି ଖୋଜି ଶ୍ବଶୁର ଘରେ ପହଞ୍ଚିଲା ଜ୍ବାଇଁ ଆଉ  ବନ୍ଧୁକ ଦେଖାଇ କୁଆଡେ ଗଲେ ବୋଲି ପଚାରିଲା।ସେମାନେ ଜାଣି ନାହାନ୍ତି ବୋଲି କହିବାରୁ ଉଭୟ ଶ୍ବଶୁର ଓ ଶଳାଙ୍କ ଉପରକୁ ଗୁଳି କରିଥିଲା ଜ୍ବାଇଁ । ତେବେ…

ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ ଦେଲେ ଗାଁର କିଛି ଅସାମାଜିକ ଯୁବକ, ମାମଲା ରୁଜୁ

ଯାଜପୁର(କେନ୍ଯୁଜ):  ଯାଜପୁର ସୁକିନ୍ଦା ବ୍ଳକ କାନ୍ତିରା ଗାଁର ପଦ୍ମଶ୍ରୀ ନନ୍ଦସାରଙ୍କ ପୁଅ ଗଣେଶ୍ୱର ପୃଷ୍ଟିଙ୍କୁ ମରଣାତ୍ମକ ଆକ୍ରମଣ ଅଭିଯୋଗ । ଏନେଇ ସୁକିନ୍ଦା ଥାନାରେ ମାମଲା ରୁଜୁ ହୋଇଛି । ଜମିବାଡ଼ି ବିବାଦକୁ ନେଇ ମରଣାତ୍ମକ ଆକ୍ରମଣ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ରବିବାର…

କଟକ: ଚିନ୍ତାଗ୍ରସ୍ତ ହୋଇ କାମ କରୁଛନ୍ତି କ୍ୟାନସର ହସ୍ପିଟାଲର ନର୍ସ, ଭଡା ଘର ଛାଡିବାକୁ ମାଲିକମାନେ ପକାଉଛନ୍ତି ଚାପ

କଟକ(କେନ୍ୟୁଜ୍): କରୋନାକୁ ଦମନ କରିବାରେ ଯେଉଁ ମାନଙ୍କ ଅବଦାନ ସବ୍ରାଗ୍ରେ ରହୁଛି ସେମାନଙ୍କୁ ସମାଜ ଦେଖୁଛି ଏକ ଭିନ୍ନ ଦୃଷ୍ଟିରେ । ସମ୍ମାନ ତ ଦୂରର କଥା ଘର ଛାଡିବାକୁ ମିଳୁଛି  ଧମକ। ଦିନ ରାତି ଏକ କରି ଯେଉଁ ମହାମରିକୁ ଦମନ କରିବାରେ ଲାଗିଛନ୍ତି ଆଗଧାଡିର କରୋନା ଯୋଦ୍ଧା ସେମାନଙ୍କୁ…

ଗଜପତି: ମହେନ୍ଦ୍ରଗଡ କୂଆଁପଡା ପୋଲ ଉଡାଇଦେବାକୁ ଲଗିଛି ଧମକ ପୂର୍ଣ୍ଣ ଚିଠି, ଭୟରେ ଅଛନ୍ତି ସ୍ଥାନୀୟ ଲୋକେ

ଗଜପତି(କେନ୍ୟୁଜ୍): ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ମହେନ୍ଦ୍ରଗଡ ନିକଟସ୍ଥ କୂଆଁପଡା ପୋଲରେ ଲଗାଯାଇଛି ଧମକ ପୂର୍ଣ୍ଣ ଚିଠି। ଏହି ଚିଠିରେ ଲେଖାଯାଇଛି  ଯେ ‘ବ୍ରିଜ୍ ଦେଇ  କେହି ଯାଆନ୍ତୁ  ନାହିଁ, କାହିଁକିନା  ଏହି ବ୍ରିଜଟିକୁ ବ୍ଲାଷ୍ଟିଂ କରାଯିବ’।  ଏଭଳି ଧମକପୂର୍ଣ୍ଣ ଚିଠି କିଏ ଓ…

କନ୍ଧମାଳ: ଗୁଣ୍ଡା ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ହତ୍ୟା ଧମକ ଦେଇ ହେଲେ ଗିରଫ

ଶିକ୍ଷୟତ୍ରୀଙ୍କୁ ହତ୍ୟା ଧମକ ଦେଇ ପ୍ରଧାନଶିକ୍ଷକ ଗିରଫ। କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ କୁଡୁତେଲି ହାଇସ୍କୁଲର ପ୍ରଧାନଶିକ୍ଷକ ଚନ୍ଦ୍ରଶେଖର ମହାରଣାଙ୍କୁ ଗିରଫ କରିଛି ପୋଲିସ। ସ୍କୁଲର ଜଣେ ଶିକ୍ଷୟତ୍ରୀଙ୍କୁ ଶାରିରୀକ, ମାନସିକ ନିର୍ଯାତନ ସହ ଜାତିଆଣ ମନ୍ତବ୍ୟ ଓ ହତ୍ୟା ଧମକ ଦେଉଥିବା…

ମୟୂରଭଞ୍ଜ: ନାବାଳିକାକୁ ଦୁଷ୍କର୍ମ ଓ ପରେ ଦୁର୍ବୃତ୍ତ କଲା ଫଟୋ ଭାଇରାଲ, ପୀଡ଼ିତା ପରିବାରକୁ ଦେଲା ହତ୍ୟା ଧମକ

ପ୍ରଥମେ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ପରେ  ଘୃଣ୍ୟ କାରନାମାର ଫଟୋ ଭାଇରାଲ । ମୟୂରଭଞ୍ଜ ରାଇରଙ୍ଗପୁରରେ ଘଟିଛି ଲଜ୍ଜାଜନକ ଘଟଣା। ଗୋରୁ ମହିଷାଣୀ ଥାନା ମାଣିକପୁର ଗାଁର ଜଣେ ନାବାଳିକା ଛାତ୍ରୀ କଲେଜରୁ ଫେରୁଥିବା ବେଳେ ଲେମ୍ଭ ନାମକ ଯୁବକ ତାଙ୍କୁ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲେ। ପରେ ଏହି…

କଣ୍ଠଶିଳ୍ପୀ ଉଦିତ୍ ନାରାୟଣଙ୍କୁ ଜୀବନରୁ ମାରିଦେବାକୁ ମିଳୁଛି ଧମକ, ୩ଥର ଫୋନ କରି ଦୁର୍ବୃତ୍ତ ଦେଇଛି ଚେତାବନୀ

ବିପଦରେ ଉଦିତଙ୍କ ଜୀବନ । ୯୦ ଦଶକର ସୁପରହିଟ ଗାୟକ ଉଦିତ ନାରାୟଣଙ୍କୁ ଜୀବନରୁ ମାରିଦେବାକୁ ଧମକ । ଗତ ଏକ ମାସ ଧରି ଉଦିତଙ୍କୁ ଜୀବନରୁ ମାରିଦେବାକୁ ମିଳୁଛି ଧମକ । ଏନେଇ ପୋଲିସରେ ଅଭିଯୋଗ କରିଛନ୍ତି ସେ। ତେବେ ଅଭିଯୋଗ ମୁତାବକ ଏଯାଏ କେବଳ ଧମକ ମିଳୁଛି ଟଙ୍କା ପାଇଁ କୌଣସି ଡିମାଣ୍ଡ କରିନି…