ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ, ୨୦ କୋଟି ନ ଦେଲେ…
ଦେଶର ସବୁଠୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ଅଫିସିଆଲ ଇ-ମେଲରେ ହତ୍ୟା ଧମକ ମିଳିଛି । ୨୦ କୋଟି ନ ଦେଲେ ହତ୍ୟା କରିବାକୁ ଇ-ମେଲରେ ଧମକ ଦିଆଯାଇଛି । ଏନେଇ ମୁମ୍ବାଇର ଗାମଦେବୀ ଥାନାରେ ମାମଲା ରୁଜୁ ହୋଇଛି ।…