Browsing Tag

threatens

ଚାକିରିରେ ପୁନଃ ନିଯୁକ୍ତି ଦାବିରେ ଯୁବକଙ୍କ ଉନ୍ମତ୍ତକାଣ୍ଡ, ମୋବାଇଲ୍ ଟାୱାର ଉପରେ ଚଢ଼ି ଜୀବନ ହାରିବାକୁ ଧମକ

ଢେଙ୍କାନାଳ: ନ୍ୟାୟ ଦାବିରେ ଟାୱାରରେ ଚଢି ଯୁବକଙ୍କ ଜୀବନ ହାରିବାକୁ ଉଦ୍ୟମ । ଯୁବକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ସୋଗର ଗାଁର ରୁଦ୍ରନାରାୟଣ ଦାସ । ଢେଙ୍କାନାଳ ଟାଉନ ଥାନା ଆଗରେ ଥିବା ଟାୱାର ଉପରେ ଚଢ଼ି ହାଇଡ୍ରାମା କରିଛନ୍ତି ଯୁବକ। ଚାକିରି ଓ ଅସୁସ୍ଥ ବାପାଙ୍କ ଚିକିତ୍ସା…

ରୁଷକୁ ଧମକ ଦେଲେ ଟ୍ରମ୍ପ, ଯୁଦ୍ଧ ବନ୍ଦ ନ କଲେ ଲାଗିବ ଅଧିକ ଟାରିଫ

ରୁଷକୁ ଟ୍ରମ୍ପଙ୍କ ଧମକ । ତୁରନ୍ତ ୟୁକ୍ରେନ ଯୁଦ୍ଧ ବନ୍ଦ ନ କଲେ ଅଧିକ ଟାରିଫ ଲଗାଇବାକୁ ଆମେରିକାର ଚେତାବନୀ ।  ଆମେରିକା ଟ୍ରେଜେରି ସେକ୍ରେଟାରି ସ୍କଟ ବେସେଣ୍ଟ ଏହି ସୂଚନା ଦେଇଛନ୍ତି । କହିଛନ୍ତି ୟୁକ୍ରେନରେ ଚାଲିଥିବା ସାମରିକ କାର୍ଯ୍ୟକଳାପ ପାଇଁ ରୁଷ ଉପରେ ଅଧିକ ପ୍ରତିବନ୍ଧ ଲଗାଇବାକୁ…

ମସ୍କ-ଟ୍ରମ୍ପଙ୍କ ବଡ ବିବାଦ, ଏଲନ ମସ୍କଙ୍କ ସରକାରୀ ଚୁକ୍ତିନାମା ଏବଂ ସବସିଡି ବନ୍ଦ କରିବାକୁ ଧମକ ଦେଲେ ଆମେରିକା…

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ କୋଟିପତି ଏଲନମସ୍କଙ୍କ ମଧ୍ୟରେ ଦିନକୁ ଦିନ ଉତ୍ତଜନା ବୃଦ୍ଧି ପାଇବାରେ ଲାଗିଛି । ମସ୍କଙ୍କ କମ୍ପାନୀର ସରକାରୀ ଚୁକ୍ତିନାମା ଏବଂ ସବସିଡି ବନ୍ଦ କରିଦେବାର ଧମକ ଦେଇଥିଲେ  ଡୋନାଲ୍ଡ ଟ୍ରମ୍ପ । ଏହାର କଡା ଜବାବ ଦେବାକୁ ଯାଇ ମସ୍କ ଟ୍ରମ୍ପଙ୍କୁ…

ଭାରତ ସମେତ ୧୧ଟି ଦେଶକୁ ‘ଧମକ’ ଦେଲେ ଡୋନାଲ୍ଡ ଟ୍ରମ୍ପ୍‌

ନୂଆଦିଲ୍ଲୀ: ସୋମବାର ଶପଥ ଗ୍ରହଣ ପରେ ଡୋନାଲ୍ଡ ଟ୍ରମ୍ପ ୪୭ତମ ରାଷ୍ଟ୍ରପତି ଭାବରେ ଆମେରିକାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଦ୍ୱିତୀୟ ଥର ପାଇଁ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ସେ କାର୍ଯ୍ୟନୁଷ୍ଠାନ ନେବା ମଧ୍ୟ ଆରମ୍ଭ କରିଛନ୍ତି । ଆଗାମୀ ବର୍ଷଗୁଡ଼ିକରେ ଆମେରିକାର ଆଭିମୁଖ୍ୟ…

ଆତଙ୍କୀ ପନ୍ନୁର ଧମକ ପୂର୍ଣ୍ଣ ଇ-ମେଲ୍: ବରିଷ୍ଠ ଓଡ଼ିଆ ସାମ୍ବାଦିକଙ୍କ ସହ ଭୁବନେଶ୍ୱର ବିମାନବନ୍ଦରକୁ ଟାର୍ଗେଟ

ଭୁବନେଶ୍ବର: ପନ୍ନୁର ପୁଣି ଧମକପୂର୍ଣ୍ଣ ଅଡିଓ ବାର୍ତ୍ତା । ଭୁବନେଶ୍ବର ଡିଜିପି କନଫରେନ୍ସକୁ ପୁଣି ଆତଙ୍କବାଦୀ ପନ୍ନୁର ଟାର୍ଗେଟ। ଗୁରପତୱନ୍ତ ସିଂ ପନ୍ନୁ ନାଁରେ ଧମକପୂର୍ଣ୍ଣ ମେଲ୍ ଆସିଛି । ବରିଷ୍ଠ ଓଡ଼ିଆ ସାମ୍ବାଦିକଙ୍କୁ ଖଲିସ୍ତାନୀ ଆତଙ୍କୀ ପନ୍ନୁ ଧମକ ପୂର୍ଣ୍ଣ ଏକ ଇ-ମେଲ୍ ପଠାଇଛି ।…